ବଡ଼ ନିଷ୍ପତ୍ତି ନେଲା ପ୍ରଶାସନ, ଅଯୋଧ୍ୟାରେ ବିକି ପାରିବେନି ଆମିଷ
ନୂଆଦିଲ୍ଲୀ: ଉତ୍ତର ପ୍ରଦେଶର ପବିତ୍ର ନଗରୀ ଅଯୋଧ୍ୟାର ପବିତ୍ରତା ବଜାୟ ରଖିବା ପାଇଁ ପ୍ରଶାସନ ଏକ ବଡ଼ ନିଷ୍ପତ୍ତି ନେଇଛି । ଅଯୋଧ୍ୟାରେ ଏବେ ଆମିଷ ଖାଦ୍ୟ ବିକ୍ରୟକୁ ସମ୍ପୂର୍ଣ୍ଣ ନିଷେଧ କରାଯାଇଛି । ଏହା ଉଲ୍ଲେଖନୀୟ ଯେ ଏହି ନିଷେଧ କେବଳ ହୋଟେଲ, ଢାବା ଏବଂ ଦୋକାନ ପର୍ଯ୍ୟନ୍ତ ସୀମିତ ରହିବ…
Read More...
Read More...