Browsing Tag

attack

ରୁଷୀୟ ସେନା ଆଜି ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ବିଭିନ୍ନ ପ୍ରାନ୍ତରେ ପ୍ରଚଣ୍ଡ ଗୁଳିଗୋଳା ବର୍ଷା କରିଛନ୍ତି

ୟୁକ୍ରେନ୍-: ୟୁକ୍ରେନ୍ ଆକ୍ରମଣକୁ ନେଇ ପ୍ରତିଶୋଧପରାୟଣ ହୋଇପଡ଼ିଥିବା ରୁଷ୍ ଏବେ ୟୁକ୍ରେନ୍‌ରେ ଧ୍ୱଂସର ଖେଳ ଆରମ୍ଭ କରିଦେଇଛି କାରଣ ରୁଷ୍ ଉପରେ ୨ଥର ପୃଥକ୍ ଆକ୍ରମଣ କରି ୟୁକ୍ରେନ୍ ନିଜ ପାଇଁ ବଡ଼ ସମସ୍ୟାକୁ ଆହ୍ୱାନ କରିଥିଲା । ରୁଷୀୟ ସେନା ଆଜି ୟୁକ୍ରେନ୍‌ର ରାଜଧାନୀ କିଭ୍ ସମେତ ବିଭିନ୍ନ…
Read More...

ପୁଞ୍ଚ ଜିଲ୍ଲା ସୀମାନ୍ତରେ ପାକିସ୍ତାନର ଆକ୍ରମଣରେ ନିରୀହ ଲୋକରଙ୍କର ମୃତ୍ୟୁ

ନୂଆଦିଲ୍ଲୀ-: ‘ଅପରେସନ ସିନ୍ଦୂର’ରେ ପାକିସ୍ତାନ ଡରିକି ଛାନିଆ। ତେଣୁ ଭାରତର ମୁକାବିଲା କରିବାକୁ ଅସମର୍ଥ ଏହି ଦେଶ ଟାର୍ଗେଟ୍ କରୁଛି ଏଲଓସିରେ ରହୁଥିବା ସାଧାରଣ ନାଗରିକଙ୍କୁ । ପହଲଗାମ୍ ନରସଂହାର ପରେ ଭାରତ କାଳେ ଆକ୍ରମଣ କରିବ ସେହି ଭୟରେ ପାକିସ୍ତାନ ଯୁଦ୍ଧ ବିରତି ନମାନି ଗୁଳି ଚାଳନା…
Read More...

ବଲୋଚ ଲିବରେସନ୍ ଆର୍ମି ୧୨ ଜଣ ପାକିସ୍ତାନୀ ସୈନିକଙ୍କୁ ହତ୍ୟା କରିଛି

ଶ୍ରୀନଗର-: ପହଲଗାମରେ ଆତଙ୍କବାଦୀ ଆକ୍ରମଣ ପରଠାରୁ ପାକିସ୍ତାନ ଖରାପ ସମୟ ଦେଇ ଗତି କରୁଛି । ଭାରତ ଆତଙ୍କବାଦୀ ଆକ୍ରମଣର ପ୍ରତିଶୋଧ ପାଇଁ  କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ​​ଏବଂ ପାକିସ୍ତାନ ଉପରେ ଅନେକ କଟକଣା ଲଗାଇଛି । ତେବେ ବୁଧବାର ଦିନ, ଭାରତୀୟ ସେନାର ଅପରେସନ ସିନ୍ଦୂର…
Read More...

କିଆ ବୁଦା ମୂଳରୁ ଆହତ ଅବସ୍ତାରେ ଯୁବକ ଠାବ

ବସ୍ତା/ଅଜିତ କୁମାର ସାହୁ: କିଆ ବୁଦା ମୂଳରୁ ଆହତ ଅବସ୍ତାରେ ଯୁବକ ଠାବ । ଏଭଳି ଘଟଣା ଦେଖିବାକୁ ମିଳିଛି ବସ୍ତା ଥାନା ଧିତପୁରା ଗ୍ରାମର ଏକ କିଆ ବୁଦା ମୂଳରୁ ଯୁବକଙ୍କୁ ଉଦ୍ଧାର କରାଯାଇଛି । ତେବେ ଉଦ୍ଧାର ସମୟରେ ତାଙ୍କ ନିକଟରୁ ଏକ ଧାରୁଆ ଛୁରି ସହିତ ଏକ ପାଣି ବୋଟଲ ପଡିଥିବା ଦେଖିବାକୁ…
Read More...

ବାଙ୍କୀ ଏସଆଇଙ୍କୁ ଆକ୍ରମଣ କଲେ ଅବସର ପ୍ରାପ୍ତ ଯବାନ

ବାଙ୍କୀ: ପୁୁଣି ଆତଙ୍କ ଖେଳାଇଲେ ହରିରାଜପୁରର ଯବାନ । ବାଙ୍କୀ ଏସଆଇଙ୍କୁ ଆକ୍ରମଣ କଲେ ଅବସର ପ୍ରାପ୍ତ ଯବାନ । ଆଜି ବାଙ୍କୀ ଥାନା ଏସଆଇ ଓ ଅନ୍ୟ ଜଣେ ପୋଲିସ କର୍ମଚାରୀ ତାଙ୍କୁ ଗିରଫ କରିବାକୁ ଯାଇଥିବା ବେଳେ ଆକ୍ରମଣର ଶିକାର ହୋଇଛନ୍ତି ୨ ଅଧିକାରୀ । ଯବାନ ଜଣଙ୍କ ଖଣ୍ଡାରେ ହାଣିବାରୁ ଉଭୟ…
Read More...

ଗୋରୁ ବେପାରୀଙ୍କ ମରଣାତ୍ମକ ଆକ୍ରମଣ ଦୁଇ ଯୁବକ ଗୁରୁତର

ଉଦଳା/ଦୀପକ ମିଶ୍ର: ଗୋରୁ ବେପାରୀ ଙ୍କ ମରଣାତ୍ମକ ଆକ୍ରମଣ ରେ ଦୁଇ ଯୁବକ ଗୁରୁତର। ମୟୂରଭଞ୍ଜ ଜିଲ୍ଲା ଉଦଳା ଥାନା ବିଶିପୁର ଛକ ଠାରେ ଗୋରୁ ନେଇ ଯାଉଥିବା ସମୟ ରେ ଗୋରୁ ବେପାରୀ ଓ ଯୁବକ ଙ୍କ ମଧ୍ୟ ରେ ବଚସା ହୋଇଥିଲା । ପରେ ଏକ ବୋଲେରୋ ଓ ଦୁଇଟି ବାଇକ ରେ ୧୨ ରୁ ଉର୍ଦ୍ଧ୍ବ ଗୋରୁ ବେପାରୀ…
Read More...

କୁରାଢ଼ୀରେ ଆକ୍ରମଣ ଜଣେ ଗୁରୁତର , ଅଭିଯୁକ୍ତ ଗିରଫ

କରଞ୍ଜିଆ /ବସନ୍ତ କୁମାର ସୋରେନ : ମୟୁରଭଞ୍ଜ ଜିଲ୍ଲା ମହୁଲଡ଼ିହା ଥାନା ଶାଳଚୁଆ ଗ୍ରାମପଞ୍ଚାୟତ ଅନ୍ତର୍ଗତ କରଡ଼ାପାଳ ଗ୍ରାମରେ କୁରାଢ଼ୀ ଆକ୍ରମଣ ରେ ଜଣେ ବ୍ୟକ୍ତି ଗୁରୁତର ହୋଈଛନ୍ତି।ଗୁରୁତର ହୋଇଥିବା ବ୍ୟକ୍ତି ଜଣକ ସେହି ଗ୍ରାମର ବିରଞ୍ଚି ମହାନ୍ତ(୪୨) ବୋଲି ଜଣା ପଡ଼ିଛି। ଗୁରୁତର ଙ୍କୁ…
Read More...

ରେଡ୍ ବେଳେ ମଦ ମାଫିଆଙ୍କ ଆକ୍ରମଣ: ୪ ଅବକାରୀ କର୍ମଚାରୀ ଆହତ

କଟକ:   ମଦ ମାଫିଆଙ୍କ ଦୌରାତ୍ମ୍ୟ । ଚଢ଼ାଉ ପାଇଁ ଯାଇଥିବା ଅବକାରୀ ବିଭାଗ କର୍ମଚାରୀଙ୍କୁ ଅତର୍କିତ ଆକ୍ରମଣ କରିଛନ୍ତି ମଦ ମାଫିଆ । କଟକ ଜିଲ୍ଲା ଖୁଂଟୁଣୀ ଥାନା ଡାଳୁଆ ଜଙ୍ଗଲରେ ଅବକାରୀ କର୍ମଚାରୀଙ୍କ ଉପରେ ମଦମାଫିଆଙ୍କ ଆକ୍ରମଣ ଯୋଗୁଁ ୪ଜଣ କର୍ମଚାରୀ ଆହତ ହୋଇଥିବା ବେଳେ ୩ଟି ଗାଡ଼ିକୁ…
Read More...

ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ବେଳେ ହିଂସା; ୯ ମୃତ

କୋଲକାତା: ପଶ୍ଚିମବଙ୍ଗରେ ପଞ୍ଚାୟତ ନିର୍ବାଚନ ପାଇଁ ଆଜି ମତଦାନ ଚାଲିଛି। କଡା ସୁରକ୍ଷା ମଧ୍ୟରେ ସକାଳ ୭ଟାରୁ ମତଦାନ ଆରମ୍ଭ ହୋଇଛି । ନିର୍ବାଚନକୁ ଶାନ୍ତିପୂର୍ଣ୍ଣ ଭାବେ ପରିଚାଳନା କରିବା ପାଇଁ ରାଜ୍ୟରେ ସୁରକ୍ଷା ବାହିନୀ ନିୟୋଜିତ କରାଯାଇଛି, କିନ୍ତୁ ଏହା ସତ୍ତେ ଅନେକ ଅଞ୍ଚଳରୁ ହିଂସା…
Read More...

ବାଲେଶ୍ୱର ଏସପି ସାଗରିକାଙ୍କ ବାପା-ମା’ଙ୍କୁ ରାଜଧାନୀରେ ଆକ୍ରମଣ

ଭୁବନେଶ୍ୱର: ବାଲେଶ୍ବର ଏସ୍ପି ସାଗରିକା ନାଥଙ୍କ ପରିବାର ଠାରୁ ଲୁଟ ଉଦ୍ୟମ ହୋଇଛି। ଗତ ରାତିରେ ସାଗରିକାଙ୍କ ବାପା-ମା’ ଏକ କାରରେ ଆମ୍ରି ହସ୍ପିଟାଲ ନିକଟ ସତ୍ୟସାଇ ଏନକ୍ଲେଭ ସ୍ଥିତ ନିଜ ଘରକୁ ଫେରୁଥିଲେ। ଏହି ସମୟରେ ଦୁଇଜଣ ଦୁର୍ବୃତ୍ତ ତାଙ୍କୁ ଦୀର୍ଘ ସମୟ ବାଇକରେ ପିଛା କରିବା ପରେ…
Read More...