ପାକିସ୍ତାନ ଆତଙ୍କୀ ଲିଙ୍କ ମାମଲା : ଶେଷ ହେଲା ଅଭିଯୁକ୍ତର ରିମାଣ୍ଡ ଅବଧି
ଭୁବନେଶ୍ୱର: ଓଟିପି ସେୟାରିଂରେ ପାକିସ୍ତାନ ଆତଙ୍କୀ ଲିଙ୍କ ମାମଲା । ଏନ ଆଇ ଏ ହାତରେ ଲାଗିଲା ISI ଏଜେଣ୍ଟଙ୍କ ନାଁ । ଜେରା ବେଳେ ଟଙ୍କା ପଠାଇଥିବା ପାକିସ୍ତାନୀ ଏଜେଣ୍ଟଙ୍କ ନାଁ କହିଛି ଅଭିଯୁକ୍ତ ଅଭିଜିତ ସଞ୍ଜୟ ଜମ୍ବୁରେ । ୧୦୦ରୁ ଅଧିକ ଏଜେଣ୍ଟଙ୍କ ସହ ସମ୍ପର୍କରେ ଥିଲା ଅଭିଜିତ । ସମସ୍ତ…
Read More...
Read More...