ATM ଲୁଟ ମାମଲାରେ ୫ଜଣ ଲୁଟେରାଙ୍କୁ ଧରିଲା ବାଲେଶ୍ୱର ପୋଲିସ
ବାଲେଶ୍ବର : ATM ଲୁଟ ମାମଲାରେ ୫ଜଣ ଲୁଟେରାଙ୍କୁ ଧରିଲା ବାଲେଶ୍ୱର ପୋଲିସ । ଗତ ୧୦ ତାରିଖ ଦିନ ବାଲେଶ୍ବର ଜିଲ୍ଲା ଖଇରା ଓ ସୋରୋ ଥାନା ଅଞ୍ଚଳରୁ ଦୁଇଟି ATM ଲୁଟ୍ ହୋଇଥିଲା । ଆଉ ସେହି ଲୁଟ୍ର ଫର୍ଦ୍ଦାଫାସ୍ କରିଛି ପୋଲିସ । ହରିୟାଣାର ୫ଜଣ ଯୁବକଙ୍କୁ ଗିରଫ କରାଯିବା ସହ ସେମାନଙ୍କଠାରୁ ୬…
Read More...
Read More...