Browsing Tag

Athamallik

ବାଢିବାରେ ଲାଗିଛି ସୁନ୍ଦରୀ ଆତଙ୍କ

(ସୁନିଲ କୁମାର ମହାନ୍ତି): ଆଠମଲ୍ଲିକ ଅଇଡା ଗ୍ରାମପଞ୍ଚାୟତ ରଙ୍ଗପୁର ଗ୍ରାମ ନିକଟରେ ବାଘୁଣୀ ସୁନ୍ଦରୀ ଥିବା ଖବର ମିଳୁଛି । ଏନେଇ ଗ୍ରାମବାସୀ ମଧ୍ୟରେ ଆତଙ୍କ ଖେଳିଯାଇଛି । ମଙ୍ଗଳବାର ବାଘୁଣୀ ସୁନ୍ଦରୀ ଏକ ଗାଈ ଶିକାର କରିଥିଲା । ଗତକାଲି ବାଘୁଣୀ ଏକ କୁକୁର ବେକ କାମୁଡି ଦେଇଥିଲା ।…
Read More...

ପକ୍କା ସଡକ ଓ ବିଶୁଦ୍ଧ ପାନୀୟ ଜଳ ଦାବି ରେ ଉପଜିଲ୍ଲାପାଳଙ୍କ ଅଫିସରେ ବିକ୍ଷୋଭ

(ସୁନିଲ କୁମାର ମହାନ୍ତି) : ସ୍ୱାଧୀନତାର ଦୀର୍ଘ ୭୨ ବର୍ଷ ପରେ ମଧ୍ୟ ଗାଁକୁ ରାସ୍ତା ନାହିଁ କି ପାନୀୟ ଜଳର ବି ସୁବିଧା ନାହିଁ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ତୁଷର ପଞ୍ଚାୟତରେ । ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ତୁଷର ପଞ୍ଚାୟତ ର ଅବହେଳିତା ଯୋଗୁଁ ବାଜପୁର,…
Read More...

୧୨ ବର୍ଷର ନାବାଳିକାକୁ ହତ୍ୟା ଉଦ୍ୟମ

(ସୁନୀଲ କୁମାର ମହାନ୍ତି ) : ଆଠମଲ୍ଲିକ ଠାକୁରଗଡ ଥାନା ଅନ୍ତର୍ଗତ ମିଣ୍ଡଳ ଗ୍ରାମର ଗୌତମ ନାୟକ ଙ୍କ ୧୨ ବର୍ଷ ର ଝିଅ କୁମୁଦିନୀ ନାୟକ କୁ ପୂର୍ବ ଶତ୍ରୁତା କୁ ନେଇ ସେହି ଗ୍ରାମର ମଙ୍ଗୁଲୁ ସେଠୀ ନାମକ ଜଣେ ଯୁବକ ତଂଟି ଚିପି ହତ୍ୟା କରିବା ଉଦ୍ୟମ କରିଥିଲା । କୁମଦିନି ର ବାପା ମା ବିଲକୁ କାମ…
Read More...

ବିଧାୟକ ଓ ମନ୍ତ୍ରୀଙ୍କୁ କଳାପତାକା ପ୍ରଦର୍ଶନ

( ସୁନୀଲ କୁମାର ମହାନ୍ତି) : ଆଠମଲ୍ଲିକ ବ୍ଲକ ଅନ୍ତର୍ଗତ ଠାକୁରଗଡ ଡାକ୍ତରଖାନାର ନୂତନ ଆମ୍ବୁଲାନ୍ସ ଉଦଘାଟନ କରିବାକୁ ଆସିଥିବାବେଳେ ଆଠମଲ୍ଲିକ ବିଧାୟକ ଓ ସ୍ୱାସ୍ଥ୍ୟମନ୍ତ୍ରୀଙ୍କୁ ଆଠମଲ୍ଲିକ ବିଜେପି ଯୁବମୋର୍ଚ୍ଚା ବିରୋଧ କରିବା ସହ ଠାକୁରଗଡ ଥାନା ସମ୍ମୁଖରେ କଳା ପତାକା ପ୍ରଦର୍ଶନ…
Read More...