ଅବହେଳି ଅସହାୟ ପଶୁଙ୍କୁ ହେଉଛନ୍ତି ସହାୟ
ପୁରୀ : ଚୋର ହେଉ ଅବା ଡକାୟତ, ଅପରାଧୀ ହେଉ କି ସାଧାରଣ ଜନତା ସମସ୍ତଙ୍କ ମନରେ ଭୟ ସୃଷ୍ଟି କରେ ସେ ନୁହେଁ ତାହାର ପୋଷାକ । ଆଜ୍ଞା ହଁ ସେହି ପୋଷାକ ହେଉଛି ପୋଲିସର । ଅପରାଧ ପାଇଁ ସାମାନ୍ୟ ମନ ବଳାଇଥିବା ବ୍ୟକ୍ତି ତାହା ଗାଡିର ସାଇରନ ଆଉ ତା ବର୍ଦୀ ଚି଼ହ୍ନ ଦେଖି ଥର ହର ହୋଇଯାଏ । ଏମିତିକି…
Read More...
Read More...