ନବ ଦାସ ପ୍ରସଙ୍କ ନେଇ ବିଧାନସଭାରେ ସରକାରଙ୍କୁ ବିରୋଧୀ ଦଳ ନେତାଙ୍କ ଟାର୍ଗେଟ
ଭୁବନେଶ୍ୱର: ବିଧାନସଭା ଶୂନ୍ୟକାଳରେ ନବ ଦାସଙ୍କ ପ୍ରସଙ୍ଗ ଉଠାଇଛନ୍ତି ବିରୋଧୀ ଦଳ ନେତା ଜୟ ନାରାୟଣ ମିଶ୍ର । ନବ ଦାସଙ୍କ ଷଡ଼ଯନ୍ତ୍ର ପୂର୍ଣ୍ଣ ହତ୍ୟାକାଣ୍ଡକୁ ଷାଠିଏ ଦିନ ବିତିଗଲା । କିନ୍ତୁ ହତ୍ୟାର ଉଦେଶ୍ୟ ଏବଂ ହତ୍ୟାକାଣ୍ଡର କାରଣ ଓ ଏହା ପଛରେ କିଏ ଜଣାପଡିଲା ନାହିଁ । ଏଥିରୁ ଓଡିଶା…
Read More...
Read More...