ବିଧାନସଭାରେ ତେଲ ତାତି, ଆସନ୍ତକାଲି ଯାଏ ଗୃହ ମୁଲତବୀ
( ଗୋବିନ୍ଦ ଚନ୍ଦ୍ର ପଣ୍ଡା): ତୈଳଦର ବୃଦ୍ଧି ପ୍ରତିବାଦରେ ଆଜି କଂଗ୍ରେସ ଭାରତ ବନ୍ଦ ଡାକରା ଦେଇଛି। ଏହାର ପ୍ରଭାବ ଓଡ଼ିଶାର ବିଭିନ୍ନ ସ୍ଥାନ ସହିତ ବିଧାନସଭାରେ ମଧ୍ୟ ପଡ଼ିଥିଲା। ଆଜି ଗୃହକାର୍ୟ୍ୟ ଆରମ୍ଭ ହେବା ମାତ୍ରେ କଂଗ୍ରେସ ବିଧାୟକମାନେ ଏହି ପ୍ରସଙ୍ଗ ଉଠାଇ ହଙ୍ଗାମା କରିଥିଲେ। କଂଗ୍ରେସ…
Read More...
Read More...