Browsing Tag

Assembly Winter Session

୭ ଦିନ ଆଗରୁ ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ

ଭୁବନେଶ୍ଵର: ସରିଲା ବିଧାନସଭା ଶୀତକାଳୀନ ଅଧିବେଶନ। ନିର୍ଦ୍ଧାରିତ ସମୟ ପୂର୍ବରୁ ଅଧିବେଶନ ଶେଷ ହୋଇଛି। ଚଳିତଥର ମୋଟ୍ ୨୯ଟି କାର୍ଯ୍ୟ ଦିବସ ଥିବାବେଳେ ଅଧିବେଶନ ୧୧ ଦିନ ଚାଲିଲା। ୧୭ ହଜାର ୪୪୦ କୋଟି ଟଙ୍କାର ଅତିରିକ୍ତ ବ୍ୟୟ ମଞ୍ଜୁରୀ ବିଲ ପାରିତ ହୋଇଛି। ସରକାରୀ କାର୍ଯ୍ୟକ୍ରମ ନଥିବାରୁ…
Read More...

ବିଧାନସଭାରେ ପାରିତ ହେଲା ଓଡ଼ିଶା ଜନ ବିଶ୍ବାସ ବିଲ୍ ୨୦୨୫

ଭୁବନେଶ୍ଵର: ବିଧାନସଭାରେ ପାରିତ ହେଲା ଓଡ଼ିଶା ଜନ ବିଶ୍ବାସ ବିଲ୍ ୨୦୨୫ । ଦୀର୍ଘ ସମୟ ଧରି ଆଲୋଚନା ପରେ ଜନ ବିଶ୍ବାସ ବିଲ୍ ପାରିତ । ଜୁଆ ଖେଳି ଧରାପଡ଼ିଲେ ଗଣିବେ ମୋଟା ଅଙ୍କର ଜରିମାନା । ନୂଆ ଆଇନରେ ପୂର୍ବରୁ ଥିବା ଜରିମାନା ରାଶି ବଢ଼ାଇଲେ ସରକାର । ଶହେ ଟଙ୍କା ଜରିମାନା ୨୫ ହଜାର ଓ…
Read More...

ବିଧାନସଭାରେ ମୁହାଁମୁହିଁ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ…

ଭୁବନେଶ୍ୱର: ବିଧାନସଭାରେ ମୁହାଁମୁହିଁ ହେଲେ ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ମୁକେଶ ମହାଲିଙ୍ଗ ଓ ପୂର୍ବତନ ସ୍ୱାସ୍ଥ୍ୟମନ୍ତ୍ରୀ ନିରଞ୍ଜନ ପୂଜାରୀ। ନିଜର ନିର୍ବାଚନମଣ୍ଡଳୀରେ ସ୍ବାସ୍ଥ୍ୟ ସମସ୍ୟାକୁ ନେଇ ମୁହାଁମୁହିଁ ହୋଇଛନ୍ତି ଦୁଇ ବରିଷ୍ଠ ନେତା। ବାକ୍ ଯୁଦ୍ଧରେ କମ୍ପିଲା ଗୃହ। ଆଜି ବିଧାନସଭା…
Read More...

ଓଡ଼ିଶା ବିଧାନସଭା ପାଇଁ ଆଜି ଏକ ଐତିହାସିକ ମୁହୂର୍ତ୍ତ, ଗୃହକୁ ସମ୍ବୋଧିତ କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ଵର: ଆଜି ବିଧାନସଭାର ଶୀତ ଅଧିବେଶନ ଆରମ୍ଭ ହୋଇଥିବା ବେଳେ ପ୍ରଥମ ଦିନରେ ଗୃହ କାର୍ଯ୍ୟରେ ସାମିଲ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ବିଧାନସଭାରେ ରାଷ୍ଟ୍ରପତିଙ୍କୁ ସ୍ବାଗତ କରିଛନ୍ତି ରାଜ୍ୟପାଳ । ପ୍ରତିକୂଳ ପରିସ୍ଥିତିରୁ ଆସି ସଫଳତାର ଶୀର୍ଷରେ ପହଞ୍ଚିଛନ୍ତି ।…
Read More...

ସର୍ବଦଳୀୟ ବୈଠକ: ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବାକୁ ନେଇ ଆଲୋଚନା

ଭୁବନେଶ୍ଵର: ଶେଷ ହେଲା ସର୍ବଦଳୀୟ ବୈଠକ । ବୈଠକରେ ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବାକୁ ନେଇ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି । ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଖିବେ ଅଭିଭାଷଣ । ଗୃହରେ ଦ୍ୱିତୀୟ ଦିନ ଆସିବ ଅତିରିକ୍ତ ବଜେଟ୍ । ଅଧିବେଶନ ସ୍ୱାଭାବିକ ଭାବେ ଚାଲିବାକୁ ନେଇ…
Read More...