Browsing Tag

Assembly

ସମୁଦ୍ରରେ ଗାଧୋଉ ଥିଲେ ସାବଧାନ, ୩ ବର୍ଷରେ ସମୁଦ୍ର ନେଲାଣି ୮୨ ଜୀବନ

ସମୁଦ୍ରରେ ଗାଧୋଉ ଥିଲେ ସାବଧାନ । ୩ ବର୍ଷରେ ସମୁଦ୍ର ନେଲାଣି ୮୨ ଜୀବନ । ଏହି ତିନି ବର୍ଷରେ ନଦୀରେ ବୁଡି ଯାଇଛି ୧୭୫୦ ଜୀବନ । ୨୦୨୨-୨୦୨୫ ଭିତରେ ଆସିଥିବା ଏହି ତଥ୍ୟ ବେଶ ଉଦବେଗଜନକ ରହିଛି । କଟକରେ ସର୍ବାଧିକ ୧୭୯, କେନ୍ଦ୍ରାପଡ଼ାରେ ୧୧୦, ମୟୂରଭଞ୍ଜରେ ୧୫୪, ସମ୍ବଲପୁରରେ ୧୦୭,…
Read More...

ବିଧାନସଭାରେ ପାରିତ ହେଲା ଓଡ଼ିଶା ଜନ ବିଶ୍ବାସ ବିଲ୍ ୨୦୨୫

ଭୁବନେଶ୍ଵର: ବିଧାନସଭାରେ ପାରିତ ହେଲା ଓଡ଼ିଶା ଜନ ବିଶ୍ବାସ ବିଲ୍ ୨୦୨୫ । ଦୀର୍ଘ ସମୟ ଧରି ଆଲୋଚନା ପରେ ଜନ ବିଶ୍ବାସ ବିଲ୍ ପାରିତ । ଜୁଆ ଖେଳି ଧରାପଡ଼ିଲେ ଗଣିବେ ମୋଟା ଅଙ୍କର ଜରିମାନା । ନୂଆ ଆଇନରେ ପୂର୍ବରୁ ଥିବା ଜରିମାନା ରାଶି ବଢ଼ାଇଲେ ସରକାର । ଶହେ ଟଙ୍କା ଜରିମାନା ୨୫ ହଜାର ଓ…
Read More...

ଅନ୍ୱେଷା ଯୋଜନାକୁ ନେଇ କଂଗ୍ରେସର ମୁଲତବି ପ୍ରସ୍ତାବ, ଉତ୍ତର ରଖିଲେ ମନ୍ତ୍ରୀ

ଭୁବନେଶ୍ଵର: ଅନ୍ୱେଷା ଯୋଜନାକୁ ନେଇ କଂଗ୍ରେସର ମୁଲତବି ପ୍ରସ୍ତାବ । ଆଲୋଚନାରେ ଭାଗ ନେଇ ବର୍ଷିଲେ କଂଗ୍ରେସ ବିଧାୟକ ଦଳ ନେତା । SCST ଛାତ୍ରଛାତ୍ରୀଙ୍କ ଉନ୍ନତି ପାଇଁ ସରକାର ଆଣିଥିଲେ ଅନ୍ୱେଷା ଯୋଜନା । ୨୦୨୫-୨୬ ଆର୍ଥିକ ବର୍ଷରେ ଆଦିବାସୀ ଛାତ୍ରଛାତ୍ରୀଙ୍କୁ ଧୋକା ଦିଆଯାଇଛି । ଅନ୍ୱେଷା…
Read More...

ବିଧାନସଭା ଶୂନ୍ୟକାଳରେ ଉଠିଲା ଟାଟା ପାୱାର୍ ପ୍ରସଙ୍ଗ

ଭୁବନେଶ୍ଵର:  ବିଧାନସଭା ଶୂନ୍ୟକାଳରେ ଉଠିଲା ଟାଟା ପାୱାର୍ ପ୍ରସଙ୍ଗ । ବିଧାୟକ ଗଣେଶ୍ଵର ବେହେରା ଓ ବ୍ୟୋମକେଶ ରାୟ ଉଠାଇଲେ ପ୍ରସଙ୍ଗ । ୮ ବର୍ଷରେ OERCର ଧାର୍ଯ୍ୟ ହାରାହାରି ଦରଠାରୁ ଅଧିକ ବିଲ୍ ଆଦାୟ । ଅଧିକ ୭୧୪୫ କୋଟି ଟଙ୍କା ଆଦାୟ କରିଛନ୍ତି ବିଦ୍ୟୁତ୍ ବିତରକ କମ୍ପାନୀ । ବିଦ୍ୟୁତ…
Read More...

ଗୃହରେ ପାଣ୍ଡିଆନ ଝଡ: ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ

ଭୁବନେଶ୍ଵର: ଗୃହରେ ମୁଲତବି ଆଲୋଚନା ବେଳେ ପୁଣି ଉଠିଲା ପାଣ୍ଡିଆନ ପ୍ରସଙ୍ଗ । ବିଜେଡି ବିଧାୟକଙ୍କୁ କାଗଜ ବାଘ କହି ତାଚ୍ଛଲ୍ୟ କଲେ ପ୍ରତାପ ଚନ୍ଦ୍ର ନାୟକ । ପାଣ୍ଡିଆନଙ୍କ ସମୟରେ ବିଜେଡି ବିଧାୟକମାନେ କାଗଜ ବାଘ ଥିଲେ । ରାଜା ଭାଇଙ୍କୁ ଆହ୍ୱାନ, ନବୀନଙ୍କୁ ନେଇ ଗୋଟିଏ ବହି ଲେଖାଯାଉ ।…
Read More...

ସର୍ବଦଳୀୟ ବୈଠକ: ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବାକୁ ନେଇ ଆଲୋଚନା

ଭୁବନେଶ୍ଵର: ଶେଷ ହେଲା ସର୍ବଦଳୀୟ ବୈଠକ । ବୈଠକରେ ଶୀତ ଅଧିବେଶନ ସୁରୁଖୁରୁରେ ଚାଲିବାକୁ ନେଇ ଆଲୋଚନା ହୋଇଥିବା ନେଇ ସୂଚନା ମିଳିଛି । ପ୍ରଥମ ଦିନ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ରଖିବେ ଅଭିଭାଷଣ । ଗୃହରେ ଦ୍ୱିତୀୟ ଦିନ ଆସିବ ଅତିରିକ୍ତ ବଜେଟ୍ । ଅଧିବେଶନ ସ୍ୱାଭାବିକ ଭାବେ ଚାଲିବାକୁ ନେଇ…
Read More...

ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଲେ ଜୟ ଢୋଲକିଆ

ଭୁବନେଶ୍ଵର: ଶପଥ ନେଲେ ଜୟ ଢୋଲକିଆ। ବିଧାୟକ ଭାବେ ପଦ ଓ ଗୋପନୀୟତାର ଶପଥ ନେଲେ ଜୟ ଢୋଲକିଆ। ଗୁରୁବାର ମଧ୍ୟାହ୍ନ ସମୟରେ ବାଚସ୍ପତି ସୁରମା ପାଢୀ ଜୟ ଢୋଲକିଆଙ୍କ ଶପଥ ପାଠ କରାଇଲେ। ମାଆ ଓ ପତ୍ନୀଙ୍କ ସହ ଆସି ନୂଆ ବିଧାୟକ ଭାବେ ନେଲେ ଶପଥ । ୨୦୨୪ ବିଧାନସଭା ନିର୍ବାଚନରେ ରାଜେନ୍ଦ୍ର…
Read More...

ଦିନକ ପୂର୍ବରୁ ସରିଲା ବିଧାନସଭା ମୌସୁମୀ ଅଧିବେଶନ

ଭୁବନେଶ୍ଵର: ଶେଷ ହେଲା ବିଧାନସଭା ମୌସୁମୀ ଅଧିବେଶନ । ଗୋଟିଏ ଦିନ ପୂର୍ବରୁ ସରିଲା ମୌସୁମୀ ଅଧିବେଶନ । ଅନିର୍ଦ୍ଧିଷ୍ଟ କାଳ ପର୍ଯ୍ୟନ୍ତ ମୁଲତବି ଘୋଷଣା କଲେ ବାଚସ୍ପତି । ମୌସୁମୀ ଅଧିବେଶନରେ ରହିଥିଲା ୬ଟି କାର୍ଯ୍ୟ ଦିବସ । ୨ଟି ବିଲ୍‌ ସହ GST ସଂଶୋଧନ ନେଇ ସଂକଳ୍ପ ପ୍ରସ୍ତାବ ପାରିତ ।…
Read More...

ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡ୍‌ଲାଇନ୍‌

ଭୁବନେଶ୍ଵର: ଶ୍ରୀମନ୍ଦିରରେ ଧାଡ଼ି ଦର୍ଶନ ବ୍ୟବସ୍ଥା ପାଇଁ ଖୁବଶୀଘ୍ର ପ୍ରସ୍ତୁତ ହେବ ଗାଇଡ୍‌ଲାଇନ୍‌ । ବିଧାନସଭାରେ ରଣେନ୍ଦ୍ର ପ୍ରତାପ ସ୍ବାଇଁ ପ୍ରଶ୍ନରେ ଉତ୍ତର ରଖିଛନ୍ତି ଆଇନ ମନ୍ତ୍ରୀ ପୃଥ୍ବୀରାଜ ହରିଚନ୍ଦନ । ଭକ୍ତଙ୍କ ଶୃଙ୍ଖଳିତ ଧାଡ଼ି ଦର୍ଶନ ନେଇ ପରିଚାଳନା କମିଟି ଅନୁମୋଦନ କରିଛି…
Read More...

ବିରୋଧିଙ୍କ ହଟଗୋଳ, ସୋମବାର ଯାଏଁ ଗୃହ ମୁଲତବି

ଭୁବନେଶ୍ଵର: ବିଧାନସଭାରେ ସାର ତାତି। ସାର ସମସ୍ୟା ନେଇ ଆଲୋଚନା ଦାବିରେ ଗୃହରେ ବିଜେଡିର ପ୍ରତିବାଦ । ଗୃହର ମଧ୍ୟ ଭାଗରେ ବିଜେଡିର ପ୍ରତିବାଦ । ସୋମବାର ଯାଏଁ ଗୃହ ମୁଲତବି । ସୂଚନା ଅନୁସାରେ, ଅଧିବେଶନ ଆରମ୍ଭରେ ଦିବଂଗତ ପୂର୍ବତନ ବିଧାୟକ ଜର୍ଜ ତିର୍କୀଙ୍କ ବିୟୋଗରେ ଶୋକ ପ୍ରସ୍ତାବ…
Read More...