ପୋଲିସ ବିରୋଧରେ ଗର୍ଜିଲା ଓକିଲ ସଂଘ
ଭଞ୍ଜନଗର/ ରଜନୀକାନ୍ତ ପାତ୍ର: ଭଞ୍ଜନଗର ସହରର କଳିଙ୍ଗ ନଗର ଦ୍ଵିତୀୟ ଲାଇନରେ ବୁଧବାର ରାତିରେ କିଛି ଅଜଣା ଦୁର୍ବୁତ୍ତଙ୍କ ଆକ୍ରମଣରେ ସ୍ଥାନୀୟ ଜଣେ ଯୁବକ ଅଜିତ କୁମାର ସେଠୀ, ମହିଳା ଆଇନଜୀବି ଅଭାଗିନୀ ବିଷୋୟୀଙ୍କ ସମେତ ତାଙ୍କ ଭାଇ, ଭାଉଜ ଓ ପଡୋଶୀ ରାଜେନ୍ଦ୍ର କୁମାର ପଣ୍ଡା ଆହତ…
Read More...
Read More...