ସକାଳୁ ସକାଳୁ ଥରିଲା ଦେଶ, ଆସାମରେ ୫.୧ ତୀବ୍ରତାର ଭୂମିକମ୍ପ
ନୂଆଦିଲ୍ଲୀ: ସୋମବାର ସକାଳ ୪:୧୭ ସମୟରେ ଉତ୍ତର-ପୂର୍ବ ଭାରତର ଅନେକ ରାଜ୍ୟରେ ପ୍ରବଳ ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର କହିଛି ଯେ ଆସାମ, ଅରୁଣାଚଳ ପ୍ରଦେଶ ଏବଂ ଅନ୍ୟାନ୍ୟ ଅଞ୍ଚଳରେ ୫.୧ ତୀବ୍ରତାର ଭୂମିକମ୍ପ ଅନୁଭୂତ ହୋଇଥିଲା। ଜାତୀୟ ଭୂକମ୍ପ ବିଜ୍ଞାନ…
Read More...
Read More...