Browsing Tag

Asika

ଲଗାତର ତିନିଥର ଚାମ୍ପିୟନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ

ଗଞ୍ଜାମ /ରଜନୀକାନ୍ତ ପାତ୍ର : ଲଗାତାର ତିନିଥର ଚାମ୍ପିୟାନ ହୋଇ ଆସିକା ପାଇଁ ଗର୍ବ ଆଣିଛନ୍ତି ଅବିନାଶ । ତିନିଦିନ ଧରି ବ୍ରହ୍ମପୁର ସ୍ପୋର୍ଟସ ଏରିନାରେ ଚାଲିଥିବା ବ୍ୟାଡମିଣ୍ଟନ ଚାମ୍ପିୟନସିପ ୨୦୨୩ ରେ ଅସିକା ପାଇଁ ଗୌରବ ଆଣିଛନ୍ତି ଅବିନାଶ ମୁନୀ। ବାଳକ ବର୍ଗରେ ୧୯ ବର୍ଷ ସିଙ୍ଗଲ୍ସ ଓ…
Read More...

ସାଇକେଲରେ କଲିକତାରୁ କେରଳ ଅଭିଯାନରେ ରାହୁଲ

ଆସିକା : କଲିକତାରୁ କେରଳଯାନରେ ଅଭିଯାନରେ ବାହାରିଛନ୍ତି ରାହୁଲ ସ୍ଵ । ସାଇକେଲରେ ଯାତ୍ରା କରିବା ସହିତ ବିଭିନ୍ନ ଅଞ୍ଚଳର ସଂସ୍କୃତି ଓ ପରମ୍ପରା ବିଷୟରେ ଜାଣିବାର ଲକ୍ଷ୍ୟ ଓ ଉଦ୍ଦେଶ୍ୟ ରଖିଥିବା କହିଛନ୍ତି ରାହୁଲ । ଘରୁ ବାହାରିବା ସମୟରେ ବାଟ ଘାଟରେ ରହିବା ପାଇଁ ଅସ୍ଥାୟୀ ତମ୍ବୁ ସାଙ୍ଗକୁ…
Read More...

ସୁରତରେ ଥିବା ଓଡ଼ିଆ ଶ୍ରମିକଙ୍କ ମୁହଁରେ ହସ ଫୁଟାଇଲେ ଆସିକା ବିଧାୟିକା

ଆସିକା/କମଳିନୀ ହୋତା - ଗଞ୍ଜାମ ଜିଲ୍ଲାର ବହୁ ଶ୍ରମିକ ଗୁଜୁରାଟ ସୁରତ ସହରର ସୂତାକଳ ରେ କାମ କରି ପରିବାର ପ୍ରତିପୋଷଣ କରିଥାନ୍ତି |ଆସିକା ନିର୍ବାଚନ ମଣ୍ଡଳୀର ସର୍ବାଧିକ ଲୋକ ସୁରତ ସହରରେ ବାସବାସ କରିଥାନ୍ତି | ଏହି ପରିପ୍ରେକ୍ଷୀରେ ଆସିକା ବିଧାୟିକା କିଛି ଦିନ ଧରି ବନ୍ଧୁ ମିଳନ…
Read More...

ଆସିକାରୁ ଜବତ ହେଲା ବାଣ

ଆସିକା /କମଳିନୀ ହୋତା : ଆସିକା ଥାନା ଅନ୍ତର୍ଗତ ନଳବଣ୍ଟା ଗ୍ରାମରେ ବାଣ ତିଆରି ହେଉଥିବା ଖବର ପାଇ ଆସିକା ପୋଲିସ ର ଏକ ସ୍ୱତନ୍ତ୍ର ଟିମ ନଳବଣ୍ଟା ର ବିଭିନ୍ନ ସାହିରେ ଚଢ଼ାଉ କରିଥିଲା. ଚଢ଼ାଉ ବେଳେ ବିଭିନ୍ନ ସାହିରୁ ୪୫ ଲକ୍ଷ ଟଙ୍କାର ବାଣ,ଗୋଟିଏ ବିଶିଷ୍ଟ ପିକଅପ ଭ୍ୟାନଓ ବିଭିନ୍ନ ବାଣ…
Read More...

ଆସିକାରେ ବିଜେଡିର ପଦଯାତ୍ରା

ଆସିକା/କମଳିନୀ ହୋତା:ବିଜେଡି ପକ୍ଷରୁ ଗତକାଲି ଦୁଇଟି ପଂଚାୟତରେ ଜନସମ୍ପର୍କ ପଦଯାତ୍ରା କରାଯାଇଥିଲା ।ପ୍ରଥମେ ମୁନିଗାଡ଼ି ପଂଚାୟତର କେଶରାପଲ୍ଲୀ ଗ୍ରାମରୁ ଏହି ପଦଯାତ୍ରା ଆରମ୍ଭ ହୋଇ ମୁନିଗାଡ଼ି, ସିଂଗିପୁରୁ, ବନ୍ଥପଲ୍ଲୀ ଆଦି ଗ୍ରାମରେ ପଦଯାତ୍ରା ସହିତ ପଥପ୍ରାନ୍ତ ସଭା କରି ଲୋକମାନଙ୍କୁ…
Read More...

ପ୍ରପେଟ ମହମ୍ମଦଙ୍କ ଜନ୍ମ ଜୟନ୍ତୀ

ଆସିକା /କମଳିନୀ ହୋତା :ମୁସଲମାନ ସମ୍ପ୍ରଦାୟର ଗୁରୁ ତଥା ଭଗବାନ ପ୍ରପେଟ ମହମ୍ମଦ ଙ୍କ ଜନ୍ମ ଦିନଟିକୁ ଆସିକା ଜାମିୟା ମସଜିଦ ଠାରେ ମୁସଲମାନ ସମ୍ପ୍ରଦାୟ ଭକ୍ତଙ୍କ ଦ୍ୱାରା ଅତି ଧୁମଧାମ ର ସହିତ ପାଳିତ ହୋଇଛି । ଆଜି ଭୋର ୫ଟାରେ ସମସ୍ତ ଭକ୍ତ ଜାମିୟା ମସଜିଦ ଠାରେ ପହଞ୍ଚି ନମାଜ ପାଠ କରିଥିଲେ…
Read More...

ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ଅଧ୍ୟାପକ ଓ କର୍ମଚାରୀଙ୍କ କଳାବ୍ୟାଚ ପରିଧାନ

ଆସିକା: ଆସିକା ବିଜ୍ଞାନ ମହାବିଦ୍ୟାଳୟରେ ୨୦୦୮ ପରବର୍ତ୍ତୀ ନିଯୁକ୍ତ ହୋଇଥିବା ଅଧ୍ୟାପକ ଏବଂ କର୍ମଚାରୀମାନେ କଳାବ୍ୟାଚ ପରିଧାନ କରି କଳାଦିବସ ପାଳନ କରିଛନ୍ତି। ଏଥି ସହିତ ଚାକିରିର ଅନିୟମିତତାକୁ ନେଇ ଓଡି଼ଶା ସରକାରଙ୍କ ଉପରେ ଅସନ୍ତୋଷ ଜାହିର କରିଛନ୍ତି। ଉଚ୍ଚଶିକ୍ଷା ବିଭାଗ ଓଡିଶା…
Read More...

ଗ୍ୟାସ ପାଇପ ଫାଟି ଦୁଇ ଶ୍ରମିକ ମୃତ୍ୟୁ ଘଟଣା : ସ୍ଥାୟୀ ନିଯୁକ୍ତି ଦାବି କଲେ ଶ୍ରମିକ ସଂଗଠନ

ଅ।ସିକା : ଗ୍ୟାସ ପାଇପ ଫାଟି ଦୁଇ ଶ୍ରମିକ ମୃତ୍ୟୁ ଘଟଣା, ୨୦ ଲକ୍ଷ ଟଙ୍କା ସହ ପରିବାର ଜଣଙ୍କୁ ସ୍ଥାୟୀ ନିଯୁକ୍ତି ଦାବି କଲେ ଶ୍ରମିକ ସଂଗଠନ । ସୂଚନା ଅନୁସାରେ, ଗଂଜାମ ଜିଲ୍ଲା ଅ।ସିକା ଚିନିଶିଳ୍ପରେ ଚଳିତ ମାସ ୧୬ ତାରିଖ ଦିନ କାର୍ୟ୍ୟ କରୁଥିବା ସମୟରେ ଗ୍ୟାସ ପାଇପ ଫାଟି ଦୁଇଜଣ ଠିକା…
Read More...