କୋରିଆକୁ ୮-୦ ଗୋଲରେ ପରାସ୍ତ କଲା ଭାରତ; ଏସୀୟ ଚାମ୍ପିୟନ୍ସ ଟ୍ରଫିରେ ଭାରତର କ୍ରମାଗତ ପଞ୍ଚମ ବିଜୟ ହାସଲ
ଜଳନ୍ଧର: ସୋମବାର ଦିନ ଜଳନ୍ଧର ସ୍ଥିତ ଅଲିମ୍ପିଆନ୍ ସୁରଜିତ ସିଂହ ହକି ଷ୍ଟାଡିୟମରେ ଅନୁଷ୍ଠିତ 'ହିରୋ ଏସିଆନ୍ ଚାମ୍ପିୟନ୍ସ ଟ୍ରଫି ପଞ୍ଜାବ ୨୦୨୬'ରେ ଭାରତୀୟ ପୁରୁଷ ହକି ଦଳ କୋରିଆ ବିପକ୍ଷରେ ୮-୦ ଗୋଲରେ ବିଜୟୀ ହୋଇଛି। ଏହା ସହିତ ଭାରତ ଲିଗ୍ ପର୍ଯ୍ୟାୟରେ ଅପରାଜେୟ ରହି ନିଜର ଅଭିଯାନ ଶେଷ…
Read More...
Read More...