ସେପ୍ଟେମ୍ବର ୧୦, ଭାରତ-ପାକିସ୍ତାନ ମୁହାଁମୁହିଁ
ବର୍ଷା ବାଧକ ସତ୍ୱେ ଗତ କାଲିର ମ୍ୟାଚରେ ନେପାଳକୁ ୧୦ ୱିକେଟରେ ହରାଇଛି ଭାରତ । ସୁପର-୪ରେ ପ୍ରବେଶ କରଛି ଭରତ । ପ୍ରବେଶ କରିବା ଫଳରେ ଆସନ୍ତା ରବିବାର ଭାରତ ପାକିସ୍ତାନ ମଧ୍ୟରେ ଆଉ ଏକ ମ୍ୟାଚ ଦେଥିବାକୁ ମିଳିବ ।
୨ ମ୍ୟାଚରୁ ୩ ପଏଣ୍ଟ ପାଇଥିବା ଭାରତ ଗ୍ରୁପ୍ ‘ଏ’ରେ ଦ୍ୱିତୀୟ ଦଳ ଭାବେ…
Read More...
Read More...