Browsing Tag

Arvind Kejriwal

ଇଡି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଇଡି ହେପାଜତରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଗତ କାଲି ତାଙ୍କ ଗିରଫ କରିଛି ଇଡି । ଗିରଫ ପରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ କାର୍ଯ୍ୟାଳୟରେ ରାତି କାଟିଥିଲେ କେଜ୍ରିୱାଲ । ଆଜି ତାଙ୍କୁ ଡାକ୍ତରୀ ପରୀକ୍ଷା ପରେ ସ୍ୱତନ୍ତ୍ର…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜାମିନ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ମିଳିଛି ଜାମିନ । ଦିଲ୍ଲୀ ଅବକାରୀ ନୀତି ଦୁର୍ନୀତି ମାମଲାରେ କେଜ୍ରିୱାଲଙ୍କୁ ଦିଲ୍ଲୀର ରାଉସ ଆଭେନ୍ୟୁ କୋର୍ଟ ଜାମିନ ମଞ୍ଜୁର କରିଛନ୍ତି । ତାଙ୍କୁ ୧୫ ହଜାର ଟଙ୍କାର ବେଲ ବଣ୍ଡ ଓ ଏକ ଲକ୍ଷ ଟଙ୍କାର ବ୍ୟକ୍ତିଗତ ମୁଚାଲିକାରେ…
Read More...

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ୱାଲଙ୍କୁ ପୁଣି ସମନ ପଠାଇଲା ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ

ଦିଲ୍ଲୀ : ଦିଲ୍ଲୀର ମୁଖ୍ୟମନ୍ତ୍ରୀ  ଅରବିନ୍ଦ କେଜ୍ରିୱାଲଙ୍କୁ ଇଡିର ସପ୍ତମ ଥର ସମନ ପଠାଇଛି । ଇଡି ତାଙ୍କୁ ଆଜି ଏକ ସମନ ଜାରି କରି ଫେବ୍ରୁଆରୀ ୨୬ରେ କେନ୍ଦ୍ରୀୟ ଏଜେନ୍ସିରେ ହାଜର ହେବାକୁ କହିଛି । ତେବେ ଦିଲ୍ଲୀ ଅବକାରୀ ନୀତି ମାମଲା ସହ ଜଡିତ ମନି ଲଣ୍ତରିଂ ଅଭିଯୋଗରେ ଇଡି ଆମ୍ ଆଦମୀ…
Read More...

ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହେଲେ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଆଜି ରାଉସ ଆଭେନ୍ୟୁ କୋର୍ଟରେ ହାଜର ହୋଇଛନ୍ତି । ସେ ଭିଡିଓ କନଫରେନ୍ସିଂ ଜରିଆରେ କୋର୍ଟରେ ହାଜର ହୋଇଥିବା କୁହାଯାଉଛି । କୋର୍ଟରେ ସେ ଶାରୀରିକ ଭାବେ ଉପସ୍ଥିତ ରହିପାରିବେ ନାହିଁ ବୋଲି ତାଙ୍କ ଓକିଲ କୋର୍ଟଙ୍କୁ କହିଥିଲେ । ଏବେ…
Read More...

୯ବର୍ଷ ଶାସନରେ ଦେଶର ଆକାଶ-ପାତାଳ ବିକି ଦେଲେଣି ମୋଦୀ: କେଜ୍ରିୱାଲ

ବେଙ୍ଗାଲୁରୁ:   ବେଙ୍ଗାଲୁରୁଠାରେ ମଙ୍ଗଳବାର ଅନୁଷ୍ଠିତ ବିରୋଧୀ ଦଳ ବୈଠକକୁ ନେଇ ସାରା ଦେଶରେ ଚର୍ଚ୍ଚା ଲାଗି ରହିଛି । ଏହି ବୈଠକ ପରେ ଆମ ଆଦମୀ ପାର୍ଟିର ରାଷ୍ଟ୍ରୀୟ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିଓ୍ଵାଲ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସିଧାସଳଖ ଟାର୍ଗେଟ୍…
Read More...

ସିସୋଦିଆଙ୍କୁ ମନେ ପକାଇ ଭାବବିହ୍ୱଳ ହେଲେ କେଜ୍ରିୱାଲ

ନୂଆଦିଲ୍ଲୀ: ଦିଲ୍ଲୀର ଦରିୟାପୁର ଗାଁରେ ବୁଧବାର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ସ୍କୁଲ ଅଫ୍ ଏକ୍ସିଲେନ୍ସ ଉଦ୍ଘାଟନ କରିଛନ୍ତି। ଏହି ସମୟରେ ଏମିତି ଏକ କ୍ଷଣ ଆସିଥିଲା, ଯେତେବେଳେ ସେ ମଞ୍ଚ ଉପରେ ମନୀଷ ସିସୋଦିଆଙ୍କ ନାଁ ନେଇ କାନ୍ଦି ପକାଇଥିଲେ। ମୁଖ୍ୟମନ୍ତ୍ରୀ କେଜ୍ରିୱାଲ ଯେତେବେଳେ…
Read More...

ଦିଲ୍ଲୀ ମହାନଗର ନିଗମରେ ଉଡିଲା ଝାଡୁ, ଭାଙ୍ଗିଲା ୧୫ ବର୍ଷର ବିଜେପି ଗଡ

ଦିଲ୍ଲୀ:ପ୍ରକାଶ ପାଇଛି ଦିଲ୍ଲୀର ମ୍ୟୁନିସିପାଲ କର୍ପୋରେସନ୍ ଫଳାଫଳ । ଦିଲ୍ଲୀ ମ୍ୟୁନିସିପାଲିଟି କର୍ପୋରେସନର ୨୫୦ ୱାର୍ଡ ପାଇଁ ୧୩୪୯ ଜଣ ପ୍ରର୍ଥୀ ନିଜର ଭାଗ୍ୟ ପରୀକ୍ଷା କରୁଥିଲେ । ୧୫ ବର୍ଷ ଧରି ଦିଲ୍ଲୀ ଗଡ ଦଖଲ କରିଥିବା ବିଜେପି ଚଳିତ ନିର୍ବାଚନରେ କ୍ଷମତାଚ୍ୟୁତ ହୋଇଛି । ଦିଲ୍ଲୀ…
Read More...

ଭାରତରେ କେବେ ହୋଇଥିଲା ନୋଟ ପ୍ରଚଳନ

ବ୍ୟୁରେ:ବର୍ତ୍ତମାନ ନୋଟକୁ ନେଇ ରାଜନୀତି ସରଗରମ ରହିଛି । ଭାରତୀୟ ନୋଟରେ ରହିଛି ଜାତିରପିତା ମହାତ୍ମା ଗାନ୍ଧିଙ୍କ ଫୋଟୋ । କିନ୍ତୁ ଏହି ନୋଟରେ ବର୍ତ୍ତମାନ ଦେବୀ ଲକ୍ଷ୍ମୀ ଏବଂ ପ୍ରଭୁ ଶ୍ରୀ ଗଣେଷଙ୍କ ଛବି ମଧ୍ୟ ଲଗାଇବା ପାଇଁ ଚେଷ୍ଠା ଚାଲିଛି ।ଏ ନେଇ ଆମ ଆଦମି ପାଟିର ନେତା ଅରବିନ୍ଦ…
Read More...

ନୋଟକୁ ନେଇ ତେଜିଲା ରାଜନୀତି

ଇଣ୍ଡୋନେସିଆ: ନୋଟ୍କୁ ନେଇ ତେଜିଲା ରାଜନୀତି । ଗତକାଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ କହିଛନ୍ତି ଯେ, ଭାରତୀୟ ମୁଦ୍ରାରେ ଦେବୀ ମା ଲକ୍ଷ୍ମ ଏବଂ ପ୍ରଭୁ ଶ୍ରୀ ଗଣେଷଙ୍କ ଫଟୋ ରହିବା ଆବଶ୍ୟକ । ନିଜର ମତ ରଖିବାକୁ ଯାଇ କେଜିୱାଲ ଅଧିକ ସଂଖ୍ୟାରେ ବସବାସ କରୁଥିବା ମୁସଲମାନ ଦେଶ ଇଣ୍ଡୋନେସିଆର ଉଦାହରଣ…
Read More...

ମାଗଣାରେ ସ୍ପୋକନ ଇଂରାଜୀ କୋର୍ସ ଯୋଗାଇଦେବେ ଦିଲ୍ଲୀ ସରକାର

ନୂଆଦିଲ୍ଲୀ: ଦିଲ୍ଲୀରେ ୧୮ରୁ ୩୫ ବର୍ଷ ବୟସର ଯୁବକ ଯୁବତୀମାନଙ୍କୁ ମାଗଣାରେ ସ୍ପୋକନ ଇଂରାଜୀ କୋର୍ସ ଯୋଗାଇଦିଆଯିବ ବୋଲି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜିରିୱାଲ କହିଛନ୍ତି। ଏଥିପାଇଁ ୫୦ଟି ସେଣ୍ଟରର ବ୍ୟବସ୍ଥା କରାଯାଇଥିବା ଜଣାପଡିଛି। ଦିଲ୍ଲୀର ଦକ୍ଷତା ଓ ଔଦ୍ୟୋଗିକ ବିକାଶ ପକ୍ଷରୁ…
Read More...