Browsing Tag

Arun Bothra

ଟୁଇଟରରେ ଲାଇଭ ଆସି ଅଭିଯୋଗ ଶୁଣିବେ କ୍ରୁଟ ଏମଡି ଅରୁଣ ବୋଥ୍ରା

ଭୁବନେଶ୍ୱର: ମୋ ବସ ଯାତ୍ରୀଙ୍କୁ ଆଉ ହେବନି ଅସୁବିଧା । ଦୈନନ୍ଦିନ ଜୀବନରେ ନିଜର କାର୍ଯ୍ୟ ପାଇଁ ମୋ ବସ ଉପରେ ନିର୍ଭର କରୁଥିବା ପ୍ରତିଦିନିଆ ଯାତ୍ରୀଙ୍କୁ ଆଉ ଅସୁବିଧାର ସମ୍ମୁଖୀନ ହେବାକୁ ପଡିବନି । କାରଣ ବିଭିନ୍ନ ସମୟରେ ବିବାଦରେ ରହୁଥିବା ମୋ ବସ’ର ସେବାରେ ଲୋକେ ଅସନ୍ତୁଷ୍ଟ ଜାହିର…
Read More...

ଠକାମୀର ଶିକାର ହେଲେ ଆଇପିଏସ, ଗୋଟିଏ ଦୋସା ଖାଇ ଗଣିଲେ ଦୁଇଟି ଦୋସାର ପଇସା

ବ୍ୟୁରୋ: ଠକାମୀର ଶିକାର ହେଲେ ଆଇପିଏସ । ରେଷ୍ଟୁରାରେ ଗୋଟିଏ ଦୋସା ଖାଇଲେ, କିନ୍ତୁ ପାଖକୁ ଆସିଲା ଦୁଇଟି ଦୋସାର ବିଲ । ଯାହାକୁ ଦେଖିବା ପାରେ ଚକିତ ହୋଇଗଲେ ଆଇପିଏସ ଅଫିସର ଅରୁଣ ବୋଥ୍ରା । ତେବେ ଗୋଟିଏ ଦୋସା ଖାଇ ଦୁଇଟି ଦୋସାର ବିଲ ଦେଇଥିବା ନିଜେ ଟ୍ୱିଟ କରିଛନ୍ତି ଅରୁଣ ବୋଥ୍ରା । ସେ…
Read More...