ଆମେରିକା ସେନାରେ ନିଜ ଅପରେଟରଙ୍କୁ ଶତ୍ରୁ ଭାବି ମାରିପକାଇଲା ଡ୍ରୋନ୍
ନୂଆଦିଲ୍ଲୀ: ଆମେରିକା ସେନାରେ ଭର୍ଚ୍ୟୁଆଲ୍ ପରୀକ୍ଷଣ ସମୟରେ ଆର୍ଟିଫିସିଆଲ୍ ଇଣ୍ଟେଲିଜେନସ ଦ୍ବାରା ପରିଚାଳିତ ଏକ ଡ୍ରୋନ୍ ତା’ର ଅପରେଟର୍ଙ୍କୁ ଶତ୍ରୁ ଭାବି ହତ୍ୟା କରିଥିବା ଏକ ରିପୋର୍ଟରେ ପ୍ରକାଶ ପାଇଛି ।
ଗତ ମେ ମାସରେ ଲଣ୍ଡନରେ ଆୟୋଜିତ ‘ଫ୍ୟୁଚର୍ କମ୍ବାଟ୍ ଏୟାର୍ ଆଣ୍ଡ୍ ସ୍ପେସ୍…
Read More...
Read More...