Browsing Tag

arrested

ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ

ଭୁବନେଶ୍ୱର: ଲିଙ୍ଗରାଜ ମନ୍ଦିରର ୪ ସେବାୟତ ଗିରଫ । ପର୍ଯ୍ୟଟକଙ୍କୁ ଟଙ୍କା ମାଗିବା ଓ ଧମକଚମକ ଦେବା ଅଭିଯୋଗରେ ଲିଙ୍ଗରାଜ ପୋଲିସ ଗିରଫ କରିଛି । ଏନେଇ ଡିସିପି ପ୍ରତିକ ସିଂ ସୂଚନା ଦେଇଛନ୍ତି । ଗିରଫ ସେବାୟତ ହେଲେ ମନମୋହନ ମହାପାତ୍ର, ବୀର ବେହେରା, କୃପାସିନ୍ଧୁ ମହାପାତ୍ର, ପ୍ରକାଶ ବଟୁ ।…
Read More...

ମୁମ୍ବାଇ ଏୟାରପୋର୍ଟରେ ମହିଳାଙ୍କ ଅଜବ କାଣ୍ଡ; ବ୍ୟାଗରେ ବୋମା ଅଛି କହି ଗିରଫ ହେଲେ

ମୁମ୍ବାଇ: ଜଣେ ମହିଳ ଯାତ୍ରୀ ନିଜ ବ୍ୟାଗରେ ବୋମା ଅଛି କହି ମୁମ୍ବାଇ ଆନ୍ତର୍ଜାତିକ ବିମାନ ବନ୍ଦରରେ ଗିରଫ ହେବା ଘଟଣା ଏବେ ଚର୍ଚ୍ଚାର ବିଷୟ ପାଲଟିଛି । ଅତିରିକ୍ତ ଲଗେଜ୍ ପାଇଁ ଅଧିକ ଦେୟ ମାଗିବାରୁ ମହିଳାଯାତ୍ରୀ ଓ ବିମାନ ବନ୍ଦର କର୍ମଚାରୀଙ୍କ ମଧ୍ୟରେ ଯୁକ୍ତିତର୍କ ହୋଇଥିଲା । ଫଳରେ ରାଗ…
Read More...

ଗଞେଇ ଚୋରା ଚାଲାଣ ସମୟରେ ତିନି ଅଭିଯୁକ୍ତ ଗିରଫ କଲା ପୋଲିସ

ରାୟଗଡ଼ା /ରବିନ୍ଦ୍ର କୁମାର ସାହୁ : ରାୟଗଡ଼ା ଜିଲ୍ଲା ମୁନିଗୁଡା ପୋଲିସ କୁ ମିଳିଛି ବଡ଼ ସଫଳତା  । ସୂଚନା  ଅନୁଯାଇ ତିନୋଟି ବ୍ୟାଗ୍ ରେ ଭର୍ତି ଗଞ୍ଜେଇ ଟ୍ରେନ୍ ଯୋଗେ ମଧ୍ୟପ୍ରଦେଶ ର ଝାନ୍‌ସି କୁ ନେବା ପାଇଁ ଉଦ୍ୟମ କରିଥିବା ସମୟରେ ମୁନିଗୁଡା ରେଳ ଷ୍ଟେସନ ଟାକ୍ସି ଷ୍ଟାଣ୍ଡ ନିକଟରୁ …
Read More...

ଏମ୍ସ ହସ୍ପିଟାଲରୁ ଦୁଇଜଣ ଦଲାଲଙ୍କୁ ଗିରଫ କରିଛି ଖଣ୍ଡଗିରି ଥାନା ପୋଲିସ

ଭୁବନେଶ୍ୱର: ଏମ୍ସ ହସ୍ପିଟାଲରୁ ଦଲାଲ ଗିରଫ । ଦୁଇଜଣ ଦଲାଲଙ୍କୁ ଖଣ୍ଡଗିରି ଥାନା ପୋଲିସ ଗିରଫ କରିଛି । ଦଲାଲ ଦୁଇଜଣ ରୋଗିମାନଙ୍କ ଠାରୁ ବିନା ଲାଇନରେ ଟିକଟ ଓ ବେଡ ଯୋଗାଇ ଦେବାକୁ କହି ପାଞ୍ଚ ହଜର ଟଙ୍କା ନେଉଥିଲେ । ସେମାନେ ଅଣ ଓଡିଆ ବିଶେଷ କରି ପଶ୍ଚିମବଙ୍ଗ ରୋଗିମାନଙ୍କୁ ଟାର୍ଗେଟ କରି…
Read More...

ଲାଞ୍ଚ ନେବା ମାମଲାରେ ଆଇଏଏସ ଅଫିସର ଗିରଫ

ଲାଞ୍ଚ ନେବା ମାମଲାରେ ଜଣେ ଆଇଏଏସ ଅଫିସରଙ୍କୁ ଏସଆଇଟି ଓ ଫରିଦାବାଦ ପୁଲିସ ମିଳିତ ଭାବେ ଗିରଫ କରିଛି । ଅଭିଯୁକ୍ତ ଆଇଏଏସ ଅଫିସର ଜଣକ ହେଉଛନ୍ତି ଧର୍ମେନ୍ଦ୍ର ସିଂ ଏବଂ ସେ ଦିଲ୍ଲୀର ହରିୟାଣା ଭବନରେ ରେସିଡେଣ୍ଟ କମିଶନର ଭାବେ କାର୍ଯ୍ୟ କରୁଛନ୍ତି । ସେ ସୋନିପଥ ମ୍ୟୁନିସିପାଲ କମିଶନର ଥିବା…
Read More...

କୁଟୁରା ମାରି ୭ ଶିକାରୀ ଗିରଫ

କରଞ୍ଜିଆ / ବସନ୍ତ କୁମାର ସୋରେନ: ସାତକୋଶିଆ ଜଙ୍ଗଲରେ ଚଢ଼ଉ କରିଛନ୍ତିି ବନ କର୍ମଚାରୀ । କରଞ୍ଜିଆ ବନଖଣ୍ଡ ସାତକୋଶିଆ ରେଞ୍ଜ ଅଞ୍ଚଳରେ ଚଢ଼ଉ କରି ଏକ ତୀର ବିଦ୍ଧ କୁଟୁରାକୁ ଜବତ କରିବା ସହ ୭ ଜଣ ଶିକାରୀଙ୍କୁ ଘଟଣାସ୍ଥଳରୁ ଗିରିଫ କରିଛି।ଏଥି ସହିତ ଶିକାର ରେ ବ୍ୟବହୃତ ବିଭିନ୍ନ ପ୍ରକାର…
Read More...

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ ହେରଫେର ମାମଲାକୁ ହୋଇଥିଲେ ଗିରଫ

ଡୋନାଲ୍ଡ ଟ୍ରମ୍ପଙ୍କୁ ମିଳିଲା ଜାମିନ । ପର୍ଣ୍ଣାରଙ୍କୁ ଟଙ୍କା ଦେବା ମାମଲାରେ ହୋଇଥିଲେ ଗିରଫ । ଆମେରିକାର ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଗିରଫ ହେବା ପରେ ତାଙ୍କୁ ଜାମିନ ମିଳିଛି । ମାନହଟ୍ଟନ କୋର୍ଟରେ ମାମଲାର ଶୁଣାଣି ବେଳେ ଟ୍ରମ୍ପ ନିଜକୁ ନିର୍ଦ୍ଦୋଷ ବୋଲି କହିଥିଲେ ।…
Read More...

ଅଟୋ ସହ ୭୮ କିଲୋ ୭୦୦ ଗ୍ରାମ ଗଂଜେଇ ଜବତ , ୫ ମହିଳାଙ୍କ ସହ ୯ ଜଣ ଗିରଫ

କନ୍ଧମାଳ/ ମୃତ୍ୟୁଞ୍ଜୟ ଦିଗାଲ: କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ଅଂଚଳରେ ଗଂଜେଇ କାରବାର ଦିନକୁ ଦିନ ବଢ଼ିବାରେ ଲାଗିଥିବା ବେଳେ ଲଗାତାର ଭାବରେ ପୋଲିସ ଭିଭିନ୍ନ ଜାଗାରେ ଚଢ଼ାଉ କରି ବିପୁଳ ମାତ୍ରାରେ ଗଞ୍ଜେଇ ଜବତ କରିବା ସହ ଅଭିଯୁକ୍ତ ମାନଙ୍କୁ ଗିରଫ କରି କୋର୍ଟ ଚାଲାଣ ମଧ୍ୟ୍ୟ କରୁଛି ।…
Read More...

ଗଞ୍ଜେଇ ଚାଲଣରେ ସାହାର୍ଯ୍ୟ କରି ଗିରଫ ହେଲେ ପୋଲିସ

ମାଲକାନଗିରି / ସୂର୍ୟ୍ୟକାନ୍ତ ବେହେରା : ପୋଲିସ ହେଲେ ଗିରଫ । ବର୍ଦ୍ଦିରେ ଲିଗିଲା ଦାଗ । ଗଞ୍ଜେଇ ଚାଲଣରେ କରୁଥିଲେ ସାହାର୍ଯ୍ୟ । ଜଣେ କନେଷ୍ଟବଳ ଗଞ୍ଜେଇ ଚାଲଣରେ ସାହାର୍ଯ୍ୟ କରୁଥିବାରୁ ତାଙ୍କୁ ଗିରଫ କରି କୋଟ ଚାଲଣ କରାଯାଇଛି । ସୂଚନା ଅନୁଯାୟୀ, ମାଲକାନାଗିରି ଥାନା ମାର୍କାପାଲ୍ଲୀ…
Read More...

ଦୁଇ କାର ଓ ଗଞ୍ଜେଇ ଜବତ ସହ ୫ ଗିରଫ

ପାପଡାହାଣ୍ଡି/ ଅନିଲ ପ୍ରଭାତ ଭତ୍ରା : କାର ଭିତରେ ଗଞ୍ଜେଇ । ଜବତ କଲା ପୋଲିସ । ଦୁଇଟି କାରରେ ଗଞ୍ଜେଇ ଯାଉଥିବା ସମୟରେ ଗଞ୍ଜେଇ ଜବତ ସହ ୫ ଜଣ ଗଞ୍ଜେଇ ଚାଲାଣ କାରୀଙ୍କୁ ଗିରଫ କରିଛି ମୋଇଦଲପୁର ପୋଲିସ । ନବରଙ୍ଗପୁର ଜିଲ୍ଲା ମୋଇଦଲପୁର ପୋଲିସ ଡାବୁଗାଁ ଛକ ଓ ଥାନା ସମ୍ମୁଖରେ ଗାଡି ଯାଞ୍ଚ…
Read More...