୫୩ ବର୍ଷରେ ପୁଣିଥରେ ବର ସାଜିଲେ ଅର୍ଜୁନ ରାମପାଲ୍, ୧୫ବର୍ଷ ସାନ ଗାର୍ଲଫ୍ରେଣ୍ଡ ସହ କଲେ ବିବାହ
ବଲିଉଡ୍ ଅଭିନେତା ଅର୍ଜୁନ ରାମପାଲ ତାଙ୍କ ଦୀର୍ଘଦିନର ପ୍ରେମିକା ଗାବ୍ରିଏଲା ଡେମେଟ୍ରିଆଡେସ୍ଙ୍କୁ ବିବାହ କରିଛନ୍ତି। ଶୁକ୍ରବାର ଦିନ ଗୋଆରେ ଏହି ବିବାହ ପଞ୍ଜୀକୃତ ହୋଇଥିଲା । ଏହି ଦମ୍ପତି ଉତ୍ତର ଗୋଆର ମାପୁସା ସ୍ଥିତ ସବ୍-ରେଜିଷ୍ଟ୍ରାର୍ କାର୍ଯ୍ୟାଳୟରେ ଆଇନଗତ ବିବାହ ପ୍ରକ୍ରିୟା…
Read More...
Read More...