ଭାରତୀୟ ନୌସେନାରେ ସାମିଲ ହେବ INS ଅରିଦମନ
ଭାରତ ତାର ସାମୁଦ୍ରିକ ଶକ୍ତି ବୃଦ୍ଧି ପାଇଁ ନିରନ୍ତର ପ୍ରୟାସ କରୁଛି। ଏହି ପରିପ୍ରେକ୍ଷୀରେ, ଆଜି ସ୍ୱଦେଶୀ ପରମାଣୁ ବୁଡ଼ାଜାହାଜ INS ଅରିଦମନକୁ ଭାରତୀୟ ନୌସେନାରେ ସାମିଲ କରିବାକୁ ଯାଉଛି। ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆଜି ଭାରତୀୟ ନୌସେନାରେ INS ଅରିଦମନକୁ ସାମିଲ କରିବେ ।…
Read More...
Read More...