Browsing Tag

Aparajita Sarangi

IPU ଉପସଭାପତି ହେଲେ ସାଂସଦ ଅପରାଜିତା ଷଡ଼ଙ୍ଗୀ

ଅପରାଜିତା ଷଡ଼ଙ୍ଗୀଙ୍କୁ ମିଳିଲା ଗୁରୁଦାୟିତ୍ୱ । ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ହେଲେ ଏସିଆ ପାସିଫିକ୍ ଗ୍ରୁପ IPU ଉପସଭାପତି । ଓଚଟ କାର୍ଯ୍ୟକାରୀ କମିଟି ଦ୍ୱାରା ସେ ମନୋନୀତ ହୋଇଛନ୍ତି । ନିଜର ଏକ୍ସ ଆକାଉଣ୍ଟରେ ସେ ଏହି ଖବର ଦେଇଛନ୍ତି । ଗତ ମାର୍ଚ୍ଚ ମାସରେ ଜେନିଭାରେ  IPU…
Read More...

ଅପରାଜିତା ଷଡଙ୍ଘୀ ହେଲେ ଆର୍ନ୍ତଃଜାତୀୟ ସମିତିର ସଦସ୍ୟ

ବ୍ୟୁରୋ : ୟୁପିଆଇ ନିର୍ବାଚନରେ ଭାରତକୁ ଏକ ଐତିହାସିକ ବିଜୟ ମିଳିଛି । ଏହି ନିର୍ବାଚନରେ ଭାରତ ତରଫରୁ ଭୁବନେଶ୍ୁର ସାଂସଦ ଅପରାଜିତା ଷଡଙ୍ଘୀଙ୍କ ନାମ ଘୋଷଣା କରିଥିଲେ ପ୍ରଧାନମନ୍ତ୍ରୀ ରନରେନ୍ଦ୍ର ମୋଦି । ଦୀର୍ଘ ୨୦ ବର୍ଷ ପରେ ଭାରତକୁ ଏହି ସମିତିର ସଦସ୍ୟତା ଦେବାର ସୁଯୋଗ ମିଳିଛି । ଏହି…
Read More...

ରାଜ୍ୟ ସରକାରଙ୍କୁ ସାଂସଦ ଅପରାଜିତାଙ୍କ ଟାର୍ଗେଟ

ଭୁବନେଶ୍ୱର (ବ୍ୟୁରୋ):  ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି । ଏହି ପ୍ରକଳ୍ପରେ ହେଉଥିବା ଦୁର୍ନୀତି ଲୋକଲୋଚନକୁ ଆଣିବା ସହିତ ସରକାରଙ୍କ ଅପାରଗତା ଦର୍ଶାଇବା ସହ ସ୍ୱଚ୍ଛ ଶାସନର ମୁଖା ଖୋଲିଛନ୍ତି ଶ୍ରୀମତି…
Read More...