Browsing Tag

anugul

ଟ୍ରକ ଧକ୍କାରେ ବାଇକ୍ ଆରୋହୀ ମୃତ

( ଜଗନ୍ନାଥ ଅଗ୍ରୱାଲ) : ବଅଁରପାଳ ଥାନା ଅନ୍ତର୍ଗତ ଯୋରାଗାଡିଆଠାରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟ୍ରକ ଧକ୍କାରେ ଜଣେ ବାଇକଆରୋହୀଙ୍କ ମୃତ୍ୟୁ ହୋଇ ଅନ୍ୟ ଜଣେ ଗୁରୁତର ଆହତ ହୋଇଥିଲେ । ଖବର ପାଇ ପୋଲିସ, ଅଗ୍ନିଶମ ବିଭାଗ ଘଟଣାସ୍ଥଳରେ ପହଞ୍ଚି ଗୁରୁତର ଥିବା ଯୁବକଙ୍କୁ ଅନୁଗୋଳ…
Read More...

ପୋଲ ଖୁଣ୍ଟରେ ବାନ୍ଧି ଯୁବକଙ୍କୁ ମାଡ

( ଜଗନ୍ନାଥ ଅଗ୍ରୱାଲ) : ଛେଣ୍ଡିପଦା ଥାନା ଅନ୍ତର୍ଗତ ବାହାଳସାହି ପଞ୍ଚାୟତ ମୁଣ୍ଡାମାଳ ସାହି ଗ୍ରାମର ଲିଲିପ ସାହୁ ନାମକ ଜଣେ ଯୁବକ ମହିଳାଙ୍କୁ ଅସଦାଚରଣ କରିବା ଅଭିଯୋଗରେ କେତେକ ଯୁବକ ପୋଲ ଖୁଣ୍ଟରେ ବାନ୍ଧି ନିସ୍ତୁକ ମାଡ ମାରିଛନ୍ତି । ଏହି ଘଟଣାରେ ତିନି ଜଣ ଅଭିଯୁକ୍ତଙ୍କୁ ଗରିଫ…
Read More...

ବନ୍ୟା ପାଣି ଉଜାଡିଦେଲା ଚାଷ ଜମି

(ଜଗନ୍ନାଥ ଅଗ୍ରଓାଲ) : ମହାନଦୀରେ ବନ୍ୟା ଫଳରେ, ଅନୁଗୋଳ ଜ଼ିଲ୍ଳାର ଟିକରପଡା ଓ ଆଠମଲ୍ଲିକ ଅଂଚଳ ପ୍ରଭାବିତ ହୋଇଛି । ସାତକୋଶିଆ ଅଭୟାରଣ୍ୟ ମଧ୍ୟରେ ଥିବା ଟିକରପଡା ଅଂଚଳରେ ବନ୍ୟା ପାଣି ମାଡିଯିବା ଯୋଗୁଁ ଗଂଇଦି ଓ ବେହେରାସାହି ପ୍ରଭୁତି ଗାଁର ଚାଷ ଜମିରେ ପାଣି ମାଡିଯିବା ସହ ଟିକରପଡା…
Read More...

ନାଗ ସାପ ଉଦ୍ଧାର

( ଜଗନ୍ନାଥ ଅଗ୍ରୱାଲ ) : ଅନୁଗୋଳ ଜିଲ୍ଲା ତାଳଚେର ବ୍ଲକ୍ ଡଅଁରା ଗାଁ ରାଜେଶ ବିଶ୍ୱାଳଙ୍କ ଘରୁ ନାଗ ସାପ ଉଦ୍ଧାର କରାଯାଇଛି । ନାଗ ସାପଟି ୪ ଫଟୁ ଲମ୍ୱର । ସାପଟିକୁ ଉଦ୍ଧାର କରାଯାଇ ନିକଟସ୍ଥ ଜଙ୍ଗଲରେ ଛାଡି ଦିଆଯାଇଛି ।
Read More...

ଟଲର ଓ କାର ମୁହାଁମୁହିଁ ଧକ୍କା

( ଜଗନ୍ନାଥ ଅଗ୍ରୱାଲ) : ଅନୁଗୁଳ ଜିଲ୍ଲା ଜରପଡା ଥାନା ତୁକୁଡା ନିକଟରେ ଘଟିଛି ମର୍ମନ୍ତୁଦ ସଡକ ଦୁର୍ଘଟଣା । ଟଲର ଓ କାର ମୁହାଁମୁହିଁ ଧକ୍କ ହେବା ଫଳରେ ତିନି ଜଣଙ୍କର ମୃତ ହୋଇଥିବାବେଳେ ତିନି ଜଣ ଗୁରୁତର ଆହତ ହୋଇଛନ୍ତି ।ଗୁରୁତରଙ୍କୁ ଅନୁଗୋଳ ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି ।…
Read More...

ଜିଲ୍ଲାପାଳ ଙ୍କ ଜରିଆ ରେ ଦାବିପତ୍ର

(ଜଗନ୍ନାଥ ଅଗ୍ରଓାଲ): ଅନୁଗୋଳ ପାଲଲହଡା ଓ କଣିହାଁ ବ୍ଲକ କଳା ସଂସ୍କୃତି ସଂଘର ବିଭିନ୍ନ ଦାବିକୁ ନେଇ ଜିଲ୍ଲାପାଳଙ୍କ ଜରିଆରେ ମାନ୍ୟବର ମୁଖ୍ୟମନ୍ତ୍ରୀଙ୍କୁ ଦାବିପତ୍ର ପ୍ରଦାନ କରିଛନ୍ତି । ସେଥିପାଇଁ ଆଜି ସକାଳ ୧୧ ଘଟିକାରେ ଅନୁଗୋଳ ଷ୍ଟାଡିୟମ ଠାରୁ ଦୁଇ ବ୍ଲକର ସମସ୍ତ କଳା,ସଂସ୍କୃତି…
Read More...

ଅସଦାଚରଣ ମାମଲାରେ ୩ ଅଭିଯୁକ୍ତ ଗରିଫ

(ଜଗନ୍ନାଥ ଅଗ୍ରୱାଲ) : ଛେଣ୍ଡିପଦା ସାପୋଇସାହିରେ ଜଣେ ବିଧବା ମହିଳାଙ୍କୁ ଯୁବକଙ୍କ ଅସଦାଚରଣ ମାମଲାରେ ନୂଆ ମୋଡ ଆସିଛି । ଏହି ଘଟଣାରେ ୩ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ଥାନା ଅନ୍ତର୍ଗତ ଛେଣ୍ଡିପଦା ସାପୋଇସାହି ଗ୍ରାମରେ ଶନିବାର ଜଣେ ବିଧବା…
Read More...

ମୃତଦେହ ଉଦ୍ଧାର

( ଜଗନ୍ନାଥ ଅଗ୍ରୱାଲ) : ଗତ କାଲି ସକାଳେ ଅନୁଗୋଳ ଜିଲ୍ଲା ହଣ୍ଡପା ଥାନା କଣ୍ଡାଳ ରେଳ ଲାଇନଠାରେ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର କରାଯାଇଛି । ମୃତକ ଜଣକ ହେଲେ ଉରୁକୁଳ ଗାଁର ଟୁନୁ ପ୍ରଧାନ ବୋଲି ଜଣାପଡିଛି । ଏପର୍ଯ୍ୟନ୍ତ ତାଙ୍କର ମୃତ୍ୟୁର କାରଣ ସ୍ପଷ୍ଟ ଜଣାପଡିନାହିଁ । ଏହି ଘଟଣା…
Read More...

ଟ୍ରଲର ଧକ୍କାରେ ଦୁଇ ଜଣଙ୍କ ମୃତ୍ୟୁ

(ଜଗନ୍ନାଥ ଅଗ୍ରୱାଲ ) : ଅନୁଗୋଳ ନାଲକୋ ଟାଉନସିପ ଥାନା ଅନ୍ତର୍ଗତ କୁଲାଡ ଛକ ନିକଟରେ ସଡକ ଦୂର୍ଘଟଣା। ସ୍ଥାନୀୟ ଲୋକ ଙ୍କ କହିବା ଅନୁଯାୟୀ ଗତ କାଲି ରାତି ପ୍ରାୟ ୮.୩୦ ମିନିଟ ସମୟରେ ଅନୁଗୋଳ ଜିଲ୍ଲା ବନରପାଳ ବ୍ଲକ ନାଲକୋ ଥାନା ପାଖ କୁଲାଡ଼ ଗାଁ ୫୫ ନମ୍ବର ଜାତୀୟ ରାଜପଥ ରେ ଦୁଇ ଜଣ ଏକ…
Read More...