Browsing Tag

anugul

ମା’ସନ୍ତୋସୀ ଜମିହରା ପ୍ରଜା ପାଲ ବନ୍ଧା ଶ୍ରମଜୀବୀ ସଂଘ ପକ୍ଷରୁ ଜଳଛତ୍ର

ଅନୁଗୁଳ/ଜ୍ୟୋତିରଂଜନ ଧର : ଅନୁଗୁଳ ଜିଲ୍ଲା ତାଳଚେରର ଅଧିଷ୍ଠାତ୍ରୀ ଦେବୀ ଅଗ୍ନିସୂରୁପିଣୀ ମା’ହିଙ୍ଗୁଳା ଯାତ୍ରା ଉପଲକ୍ଷେ ମା’ସନ୍ତୋସୀ ଜମିହରା ପ୍ରଜା ପାଲ ବନ୍ଧା ଶ୍ରମଜୀବୀ ସଂଘ ପକ୍ଷରୁ ଜଳଛତ୍ର ସାଙ୍ଗକୁ ଦହିସର୍ବତ ବ୍ୟବସ୍ଥା କରାଯାଇଛି । କଣିହାଁ ବ୍ଲକ୍ ର ଖଇରିନାଳି ଗ୍ରାମ ଯାତ୍ରା…
Read More...

ଓଡିଶାରେ ପୁଣି ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ:  କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର

ଅନୁଗୁଳ/ଜ୍ୟୋତିରଞ୍ଜନ ଧର: ଭାରତ ସରକାରଙ୍କ କେନ୍ଦ୍ର ଶିକ୍ଷା, ଦକ୍ଷତାବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଅନୁଗୁଳ ଗ୍ରସ୍ତରେ ଆସି ଓଡିଶାରେ ପୁଣି ୧୦ଟି ମେଡିକାଲ କଲେଜ ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି।ଓଡିଶା ରାଜ୍ୟର ବିକାଶ ପାଇଁ ଦଳମତ ଉର୍ଧ୍ଵରେ ରହି ଲୋକଙ୍କ…
Read More...

ରାଜନୈତିକ ହିଂସାକାଣ୍ଡ, ବିଜେପି କର୍ମୀଙ୍କ ମୁଣ୍ଡ ଗଡ଼ିଲା 

ଅନୁଗୁଳ/ଜ୍ୟୋତିରଞ୍ଜନ ଧର:  ଅନୁଗୁଳ ଜିଲ୍ଲା ଜରପଡା ଥାନା ଦୁର୍ଗାପୁର ଛକ ନିକଟରେ ଥିବା ଏକ ମଣ୍ଡପରୁ ଶୁକ୍ରବାର ଜୈନେକ ବିଜେପି କର୍ମୀଙ୍କ ମୃତ ଶରୀରକୁ ପୁଲିସ ଜବତ କରିଛି। ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ଶାସକ ବିଜେଡି ଦଳ ପରାଜିତ ହୋଇ ରକ୍ତମୁଖା ହୋଇ ଏଭଳି ହିଂସା ପନ୍ଥା…
Read More...

ନିଯୁକ୍ତି ଦାବିରେ କ୍ଷତିଗ୍ରସ୍ତଙ୍କ ଧାରଣା

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ଓସିପିରେ ଦଳିତ ଜମିହରାପ୍ରଜାଙ୍କୁ ଚାଳକ, ହେଲପର ଓ ଶ୍ରମିକ ନିଯୁକ୍ତି ଉପେକ୍ଷା କରାଯାଉଛି ଅଭିଯୋଗ କରି କଣିହାଁ ଖୋଲାମୁହଁ କୋଇଲା ଖଣି ଜରଡ଼ା ମୁଖ୍ୟ ଫାଟକ ପୁରୁଣା ଟାଇମ୍ ଅଫିସ୍ ସମ୍ମୁଖରେ ଧାରଣା ଦିଆଯାଇଥିଲା। ଓଡ଼ିଶା ପ୍ରଦେଶ…
Read More...

କେନ୍ଦ୍ର ସରକାରଙ୍କ ଜନ ଶିକ୍ଷଣ ସଂସ୍ଥାନ ତରଫରୁ ଅନୁଗୁଳରେ ବିଶ୍ଵ ସ୍ୱାସ୍ଥ ଦିବସ ପାଳନ ହୋଇଯାଇଛି

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଭାରତ ସରକାରଙ୍କ କୌଶଳ ବିକାଶ ଓ ଉଦ୍ୟୋଗୀତା ମନ୍ତ୍ରାଳୟ ନିର୍ଦ୍ଦେଶ କ୍ରମେ ଅନଗୁଳ ଜିଲ୍ଲାର ପାଲଲହଡ଼ା ବ୍ଲକ ଖମାର ଠାରେ କସ୍ତୁରବା ଗାନ୍ଧୀ ବାଳିକା ବିଦ୍ୟାଳୟ ପରିସରରେ ବିଶ୍ଵ ସ୍ୱାସ୍ଥ ଦିବସ ମହାସମାରୋହରେ ଗତକାଲି ପାଳିତ ହୋଇଯାଇଛି । ଜନ ଶିକ୍ଷଣ ସଂସ୍ଥାନ…
Read More...

ବ୍ଲକସ୍ତରୀୟ ବିଜ୍ଞାନମେଳା,  ଜିଲ୍ଲାକୁ ୬ଟି ପ୍ରକଳ୍ପ ମନୋନିତ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳୁ ଜିଲ୍ଲା କଣିହାଁ ବ୍ଲକ ସ୍ତରୀୟ ବିଜ୍ଞାନ ମେଳା-୨୦୨୨ ଚଳିତ ବର୍ଷ କଣିହାଁ ପବିତ୍ର ମୋହନ ଉଚ୍ଚ ବିଦ୍ୟାଳୟ ଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ୍‌ସ୍ତରୀୟ  ବିଜ୍ଞାନ ମେଳାକୁ ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନ ମୁଖ୍ୟଅତିଥି, କଣିହାଁ କଲେଜ ପଦାର୍ଥ…
Read More...

ରାଜନୈତିକ ନିର୍ବାଚନୀ ହିଂସା, ଥାନାରେ ମାମଲା ରୁଜୁ

ଅନୁଗୁୂଳ: ରାଜନୈତିକ ନିର୍ବାଚନୀ ହିଂସା । ଏ ଭଳି ଘଟଣା ଦେଖିବାକୁ ମିଳିଛି ଅନୁଗୁଳରେ । ପୌରାଞ୍ଚଳରେ ନିର୍ବାଚନୀ ହିଂସା ଦେଖାଦେଇକ୍ତି । ସୂଚନା ଅନୁସାରେ, ମିଳିଥିବା ସୂଚନାରୁ ପ୍ରକାଶ, ଅନୁଗୁଳ ଶିମିଳି ପଡ଼ାର ସ୍ଵାଧିନ ପୌରାଧ୍ୟକ୍ଷ ପ୍ରାର୍ଥୀ ଅନିରୁଦ୍ଧ ଦାସ ଅନୁଗୁଳ ଟାଉନଥାନାରେ ଲିଖିତ…
Read More...

ଗଦାଶିଳାରେ ମହିଳା ସମାବେଶ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଆନ୍ତର୍ଜାତିକ ମହିଳା ଦିବସ ଉପଲକ୍ଷେ ଅଲ ଇଣ୍ଡିଆ ମହିଳା ସାଂସ୍କୃତିକ ସଂଗଠନ ପକ୍ଷରୁ ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ କମିଟି ପକ୍ଷରୁ ଗଦାଶିଳା ଗୋଷ୍ଠୀ କେନ୍ଦ୍ର ଠାରେ ଏକ ମହିଳା ସମାବେଶ ଅନୁଷ୍ଠିତ ହୋଇଯାଇଛି । ୮ ମାର୍ଚ୍ଚ ଠାରୁ ଏକ ପକ୍ଷ ବ୍ୟାପୀ ବିଭିନ୍ନ…
Read More...

କଣିହାଁ ପୁଲିସ ନାକ ତଳେ ଚାଲିଛି ଚୋରା କୋଇଲା କାରବାର

ଅନୁଗୁଳ/ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ଥାନା କଂସମୁଣ୍ଡା ଚୋରା କୋଇଲା ଡିପୋରେ ଜିଲ୍ଲା ପୁଲିସର ଏକ ସ୍ଵତନ୍ତ୍ର ସ୍କ୍ୱାର୍ଡ ଚଢ଼ାଉ କରିଛି। ଚଢ଼ାଉ ବେଳେ ଗୋଟିଏ କୋଇଲା ବୋଝେଇ ଟ୍ରକ୍, ହାଇୱା ସହିତ ଏକ ଜେସିବି ମେସିନ୍ ପୁଲିସ୍ ଜବତ କରିଛି। ତେବେ ଚଢ଼ଉ ପୂର୍ବରୁ ଅଭିଯୁକ୍ତମାନେ…
Read More...

ଗ୍ରାହକଙ୍କୁ ଠକିବା, ସୁନା ଦୋକାନୀ କୁ ପଡିଲା ମହଙ୍ଗା

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ଥାନା ପୁଲିସ ସୋମବାର ଜଣେ ସୁନାଗହଣା ଦୋକାନୀକୁ ଠକେଇ ଅଭିଯୋଗରେ କୋର୍ଟଚାଲାଣ କରିଛି । ଅଭିଯୁକ୍ତ ଜଣକ ହେଲେ କଟକ ଜିଲ୍ଲା ତିଗିରିଆ ଥାନା ଅନ୍ତର୍ଗତ ନୂଆପାଟଣା ଗ୍ରାମର ଅଜିତ ବେହେରା।ଗତକାଲି ରାତିରେ କଣିହାଁ ଗ୍ରାମର ସୌଦାମିନୀ…
Read More...