Browsing Tag

anugul

“ପବିତ୍ର ଗ୍ରନ୍ଥାବଳୀ” ର ଦ୍ଵିତୀୟ ସଂସ୍କରଣ ର ଗଣ ଲୋକାର୍ପଣ ଉତ୍ସବ

ଜ୍ୟୋତିରଞ୍ଜନ ଧର /ଅନୁଗୁଳ : ଅନୁଗୁଳ ଜିଲ୍ଲା କଣିହାଁ ପବିତ୍ରମୋହନ ହାଇସ୍କୁଲ ପରିସରରେ ମୁକ୍ତିପଥର ସୈନିକ,କବି,ପ୍ରଖ୍ୟାତ ଜନ ନାୟକ ତଥା ପୂର୍ବତନ ଉପମୁଖ୍ୟମନ୍ତ୍ରୀ ପବିତ୍ର ମୋହନ ପ୍ରଧାନଙ୍କର ୩୫ ତମ ଶ୍ରାଦ୍ଧ ବାର୍ଷିକ ତଥା ତାଙ୍କ ରଚିତ କାବ୍ୟ "ପବିତ୍ର ଗ୍ରନ୍ଥାବଳୀ" ର ଦ୍ଵିତୀୟ…
Read More...

ଶେଷ ନିଶ୍ଵାସ ଥିବା ଯାଏଁ ଲଢେଇ ଜାରୀ ରଖିବି :ଲୋକପ୍ରିୟ ସାଂସଦ ମହେଶ ସାହୁ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ସମଲ ବ୍ୟାରେଜ ବିସ୍ଥାପନ ମଞ୍ଚ ପକ୍ଷରୁ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଯାଇଛି ।ବିସ୍ଥାପନ ମଞ୍ଚର ସଭାପତି ଜଗମୋହନ ପ୍ରଧାନଙ୍କ ଅଧକ୍ଷତା କ୍ରମେ ମୁଖ୍ୟ ଅତିଥି ଭାବେ ଢେଙ୍କାନାଳ ଲୋକସଭା କ୍ଷେତ୍ରର ଜନମାନସର ଲୋକପ୍ରିୟ ସାଂସଦ…
Read More...

ସ୍ଥଗିତ ଥିବା ପଞ୍ଚାୟତ ନିର୍ବାଚନରେ ବି ବିଜେଡିର ବାଜିମାତ୍

ଭୁବନେଶ୍ବର: ପଞ୍ଚାୟତ ନିର୍ବାଚନରେ ବାଜିମାତ୍ କରିଛି ବିଜେଡି । ରାଜ୍ୟର ବିଭିନ୍ନ ସ୍ଥାନରେ ସ୍ଥଗିତ ଥିବା ପଞ୍ଚାୟତ ନିର୍ବାଚନରେବି ବିଜେଡି ଦେଖାଇଲା ନିଜର କମାଲ । ଆଉ କେନ୍ଦୁଝର, କଟକ, ଅନୁଗୁଳ, ଯାଜପୁରରେ ହୋଇଥିବା ନିର୍ବାଚନରେ ଅନ୍ୟଦଳକୁ ମାତ ଦେଇ ପିନ୍ଧିଲା ବିଜୟର ମୁକୁଟ । କଟକ…
Read More...

ଲେଉଟିବ ଅସାନି : ସ୍ଥଳଭାଗରେ ରି-କର୍ଭ କରିବ ବାତ୍ୟା !

ଭୁବନେଶ୍ୱର: ଟଳିଛି ବାତ୍ୟା ବିପଦ । ବାତ୍ୟା ପ୍ରଭାବରେ ପବନ କମ୍ ହେବ, ଅଧିକ ବର୍ଷିବ । ଦକ୍ଷିଣ ଓଡ଼ିଶା ଓ ଉପକୂଳ ଅଞ୍ଚଳର ମୋଟ ୮ଟି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି। ୫ ଜିଲ୍ଲାରେ ହାଇଆଲର୍ଟ ଜାରି କରାଯାଇଛି। ଦୁଇ ଦିନ ଧରି ବର୍ଷା ସମ୍ଭାବନା ଥିବାବେଳେ ଆଜି ସର୍ବାଧିକ ବର୍ଷା…
Read More...

ସ୍ପଞ୍ଜ ଓ ଆଇରନ୍‌ ପ୍ଲାଣ୍ଟରେ ଭୟାବହ ଅଗ୍ନିକାଣ୍ଡ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ତାଳଚେର ଉପଖଣ୍ଡ ସମଲ ଥାନା ଅନ୍ତର୍ଗତ ଏକଘରିଆ  ସ୍ପଞ୍ଜ  ଆଇରନ୍‌ ପ୍ଲାଣ୍ଟରେ ଭୟାଭୟ  ଅଗ୍ନିକାଣ୍ଡ ଘଟିଛି। ଅଗ୍ନିକାଣ୍ଡ ଏତେ ଭୟଙ୍କର ଥିଲା ଯେ କାରଖାନାର ପାଖାପାଖି ଲକ୍ଷାଧିକ ଟଙ୍କାର ସମ୍ପତ୍ତି ଜଳି ପୋଡ଼ି ପାଉଁଶ ହୋଇଯାଇଛି। ଖବର ପାଇ…
Read More...

ଜାତୀୟ ପଞ୍ଚାୟତରାଜ ଦିବସ ଉପଲକ୍ଷେ ସହିତ ‘ସ୍ୱତନ୍ତ୍ର ଗ୍ରାମସଭା’ ବୈଠକ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର: ଅନୁଗୁଳ ଜିଲ୍ଲାର ଆଠଟି ବ୍ଳକରେ ପଞ୍ଚାୟତରାଜ ଦିବସ ସହିତ 'ସ୍ୱତନ୍ତ୍ର ଗ୍ରାମସଭା' ଅନୁଷ୍ଠିତ ହୋଇଯାଇଛି। ବିଶେଷ କରି କଣିହାଁ ବ୍ଳକ୍ ଅନ୍ତର୍ଗତ ୨୭ ପଞ୍ଚାୟତରେ ପଞ୍ଚାୟତରାଜ ଦିବସ ପାଳନ ଅବସରରେ ପଞ୍ଚାୟତ ଗୁଡ଼ିକର ସର୍ବାଙ୍ଗୀନ ବିକାଶ ପାଇଁ କାର୍ଯ୍ୟପନ୍ଥା…
Read More...

ମା’ହିଙ୍ଗୁଳା ପିଠରେ ବିଜେଡି ପକ୍ଷରୁ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ତାଳଚେର ପ୍ରସିଦ୍ଧ ମା’ ହିଙ୍ଗୁଳା ମହୋତ୍ସବ ଅବସରରେ କଣିହାଁ ୯ନଂ. ଜୋନ୍ ବିଜେଡି ପକ୍ଷରୁ  ହିଙ୍ଗୁଳା ପିଠରେ ସଫେଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ତାଳଚେର ବିଧାୟକ ବ୍ରଜକିଶୋର ପ୍ରଧାନଙ୍କ ଆହ୍ୱାନ କ୍ରମେ ଅଗ୍ନି ସୁରୂପୀଣୀ ମା’ …
Read More...

ମାଲ୍ୟଗିରି ମହୋତ୍ସବ ପାଲଲହଡା ଶୁଭାରମ୍ଭ

ଅନୁଗୋଳ : ମଶାଲ ଯାତ୍ରାରେ ଯୋଗଦେଲେ ବିଭିନ୍ନ ପ୍ରକାର ର ଲୋକ କଳା ର କଳାକାର । ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ରେ ଅନୁଷ୍ଠିତ ହେଲା ଦ୍ଵିତୀୟ ବର୍ଷ ମାଲୟଗିରି ମହୋତ୍ସବ ।ଆଜି ଆପରଂହ ରେ ସ୍ଥାନୀୟ ଜଗନ୍ନାଥ ମନ୍ଦିର ପ୍ରାଙ୍ଗଣରୁ ଏକ ବିରାଟ ପଟୁଆର ରେ ମଶାଲ ଶୋଭାଯାତ୍ରା ବାହାରି ବଜାର…
Read More...

କାଜୁ ସଂଗ୍ରହ ବେଳେ ମହିଳାଙ୍କୁ ଗୋଠ ଛଡା ଦନ୍ତାର ଆକ୍ରମଣ : ଗୁରୁତର ଅବସ୍ଥାରେ ମେଡିକାଲରେ ଭର୍ତି

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ବନାଞ୍ଚଳ ଅଧିନସ୍ଥ ଚିତଲପୁରୁ ଗ୍ରାମର ଜଣେ ମହିଳାଙ୍କୁ ଶନିବାର ଭୋର ବେଳେ ଗୋଠ ଛଡା ଦନ୍ତା ଆକ୍ରମଣ କରିଥିବା ଜଣାପଡିଛି। ଦନ୍ତା ଆକ୍ରମଣରେ ଲହୁଲୁହାଣ ହୋଇଥିବା ମହିଳା ଜଣକ ହେଲେ ଗୋଲାପି ତରେଇ(୫0)।  ସୂଚନା ପାଇ ଘଟଣାସ୍ଥଳରେ କଣିହାଁ…
Read More...

ଦୁଇ ମହଲା କୋଠାରୁ ପଡି ଜୀବନ ହାରିଲେ ତାଳଚେର ତହସିଲ କନିଷ୍ଠ କିରାଣି

ଅନୁଗୁଳ /ଜ୍ୟୋତିରଞ୍ଜନ ଧର : ଅନୁଗୁଳ ସଦର ଥାନା ଅନ୍ତର୍ଗତ ଖଲାରି ବିଶ୍ବାଳ ସାହିରେ ଭଡ଼ାରେ ରହୁଥିବା ତାଳଚେର ତହସିଲ ଅଫିସର କନିଷ୍ଠ କିରାଣି ପ୍ରଶାନ୍ତ ସାହୁଙ୍କର ଗୁରୁବାର ଅକାଳ ବିୟୋଗ ଘଟିଛି। ଆଜି ଭୋର୍ ସମୟରେ  ପ୍ରଶାନ୍ତ ରହୁଥିବା ଭଡ଼ାଘର ଦୁଇ ମହଲା କୋଠା ଛାତକୁ କୌଣସି କାମରେ…
Read More...