ଜଗନ୍ନାଥଙ୍କ ମନ୍ଦିରରୁ ଚନ୍ଦନ ଗଛ ଚୋରି
ଅନୁଗୁଳ: ମାତିଛନ୍ତି ଚନ୍ଦନ ଗଛ ଚୋର। ଯେଉଠି ଗଛ ଦେଖୁଛନ୍ତି ରାତି ଅଧିଆ ଆସି ଚୋରି କରୁଛନ୍ତି। ଜଗନ୍ନାଥଙ୍କ ମନ୍ଦିର ପରିସରରେ ପଶି ଚନ୍ଦନ ଗଛ କାଟି ନେଲେ କିଛି କାଠ ମାଫିଆ। ଏଭଳି ଘଟଣା ଘଟିଛି ଅନୁଗୁଳ ଜିଲ୍ଲା କଣିହାଁ ଥାନା ଇଲାକାରେ। ବଡଗୁଣ୍ଡୁରୀ ଶ୍ରୀଜଗନ୍ନାଥ ମନ୍ଦିର ପାଚେରି ଡେଇଁ…
Read More...
Read More...