Browsing Tag

anugul

ଚଢିଗଲା ଟ୍ୟାଙ୍କର, ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର

ଅନୁଗୋଳ/ ସୁଧାକର ସାହୁ: ଶୂନ୍ୟ ମୃତ୍ୟୁହାର ସପ୍ତାହରେ ଘଟିଯାଇଛି ଅଘଟଣ । ଥାନା ଆଗରେ ଚଢିଗଲା ତେଲ ଟ୍ୟାଙ୍କର ଚାଲିଗଲା ସ୍ୱାମୀର ଜୀବନ କିନ୍ତୁ ଅଳ୍ପକେ ବର୍ତ୍ତୀ ଯାଇଛି ସ୍ତ୍ରୀର ଜୀବନ । ଅନୁଗୋଳ ଜିଲ୍ଲା ବଅଁରପାଳ ଥାନା ସମ୍ମୁଖ ଟ୍ରାଫିକ୍ ଛକରେ ତେଲ ଟ୍ୟାଙ୍କର ଓ ବାଇକ ଦୁର୍ଘଟଣାରେ…
Read More...

ପୁଣି ୫୫ ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ୨ ଗୁରୁତର

(ଅନୁଗୋଳ ସୁଧାକର ସାହୁ):-ପୁଣି ୫୫ ନଂ ଜାତୀୟ ରାଜପଥରେ ଦୁର୍ଘଟଣା, ଦୁଇ ଗୁରୁତର ଅନୁଗୋଳ ଜିଲ୍ଲା ବଅଁରପାଳ ବ୍ଲକ କାରଗିଲ ପେଟ୍ରୋଲ ପମ୍ପ ନିକଟରେ ଦୁଇ ଟ୍ରକ  ମଧ୍ୟରେ  ଦୁର୍ଘଟଣା। ଅନୁଗୋଳରୁ  ବଅଁରପାଳ ଅଭିମୁଖେ ଆସୁଥିବା ଟ୍ରକ ଟି ଯାହାର ନମ୍ବର (OD 04P 9081)ଓ ବିପରୀତ ଦିଗରୁ ଆସୁଥିବା…
Read More...

ଦନ୍ତା ହାତୀ ଆକ୍ରମଣରେ ମହିଧର ପଡ଼ା ଗ୍ରାମର ବୃଦ୍ଧ ଗଣେଶ୍ୱର ବେହେରା ମୃତ

(ଅନୁଗୁଳ ସୁଧାକର ସାହୁ ):-ଅନୁଗୁଳ ଜିଲ୍ଲା ଦନ୍ତା ହାତୀ ଆକ୍ରମଣରେ ଖିଣ୍ଡା ପଞ୍ଚାୟତ ମହିଧର ପଡ଼ା ଗ୍ରାମର ବୃଦ୍ଧ ଗଣେଶ୍ୱର ବେହେରା ମୃତ । ଅନୁଗୋଳରେ ପୁଣି ହାତୀ ଆତଙ୍କ, । ନେଲା ଆଉ ଏକ ମୁଣ୍ଡ । ହଁ ଦର୍ଶକ ବନ୍ଧୁ ହାତୀ ପୁଣି ଏକ ମୁଣ୍ଡ ଗଡାଇଛି ।  ଅନୁଗୋଳ ଜିଲ୍ଲାରେ ଦିନକୁ ଦିନ ହାତୀ…
Read More...

ଅନୁଗୁଳୁ ପୌରପାଳକା ଠାରେ କର୍ମଜୀବୀ ମହିଳା ମାନଙ୍କୁ ସାଇକେଲ ବଣ୍ଟନ

(ଅନୁଗୁଳୁ ସୁଧାକର ସାହୁ) :- ଓଡ଼ିଶାର ମାନ୍ୟବର ମୁଖ୍ୟମନ୍ତ୍ରୀ ଶ୍ରୀଯୁକ୍ତ ନବୀନ ପଟ୍ଟନାୟକଙ୍କ କରକମଳରେ ଜଳସାଥୀ,ସ୍ୱଚ୍ଛକର୍ମୀ,ଆହାରକର୍ମୀ,ସ୍ୱଚ୍ଛସାଥୀ ଓ ସ୍ୱଚ୍ଛ ସୁପରଭାଇଜରଙ୍କୁ ସାଇକେଲ ବଣ୍ଟନର ଶୁଭାରମ୍ଭ କରିଛନ୍ତି। ଏହି ପ୍ରରିପ୍ରେକ୍ଷୀରେ ଅନୁଗୋଳ ପୌରପାଳିକା ଠାରେ ଓଡିଶା…
Read More...

୧୯ ରେ ଗଜଲକ୍ଷ୍ମୀଙ୍କ ଭସାଣୀ

ପାଲଲହଡା /ପିତାମ୍ବର ନାୟକ : ଅନୁଗୋଳ ଜିଲ୍ଲା ପାଲଲହଡା ବ୍ଲକ ଖମାର ସୁଲିଆ ବଜାର ୱେଲ ଫେୟାର ଆସୋସେସନ ଆନୁକୂଲ୍ୟରେ ଗଜଲଷ୍ମୀ ପୂଜା ବଡ଼ ଧୁମ ଧାମ ରେ ହାଉଥିବା ଦେଖିବାକୁ ମିଳୁଛି ।ପ୍ରତେକ ସନ୍ଧ୍ୟାରେ ମା ଙ୍କ ସନ୍ଧ୍ୟା ଆଳତି ଭୋଗ ସହିତ ମେଲୋଡି ,ଡ୍ୟାନ୍ସ ,ଓ ମିନାବଜାର ରେ ଭିଡ଼ ଜମୁଥିବା…
Read More...

କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧ,ଭାରିଯାନ ଚଳାଚଳ ଠପ୍

ଅନୁଗୁଳ/ଜ୍ୟୋତିରଞ୍ଜନ ଧର :  ଦୈନିକ ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ ନମ୍ବର  ରାଜପଥରେ ତାଳଚେରରୁ ଝାରସୁଗୁଡା ଅଞ୍ଚଳକୁ ଶତାଧିକ ଭାରିଯାନ ଚଳାଚଳ କରୁଛି । ଯାହା ଫଳରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । କିଛି ମାସ ମଧ୍ୟରେ ଭାରୀଜାନ…
Read More...

ଏଏସ୍ଆଇ ନରେଶ୍ ସିଂହଙ୍କୁ ସୂରକ୍ଷାସଂଘ ପକ୍ଷରୁ ଅଶ୍ରୁଳ ଶ୍ରଦ୍ଧାଞ୍ଜଳି

ଅନୁଗୁଳ/ଜ୍ୟୋତିରଂଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବିଜିଗୋଳ ସୂରକ୍ଷା ସଂଘ କାର୍ଯ୍ୟାଳୟରେ ସୋମବାର ଏନ୍ଟିପିସି ଥାନା ପୂର୍ବତନ ଏଏସ୍ଆଇ ନରେଶ ସିଂହଙ୍କ ଅକାଳ ବିୟୋଗ ଶୋକସଭା ଅନୁଷ୍ଠିତ ହୋଯାଇଛି । ରବିବାର ଜିଲ୍ଲା ମୁଖ୍ୟ ଡାକ୍ତରଖାନାରେ ଚିକିତ୍ସାଧିନ ଅବସ୍ଥାରେ ତାଙ୍କର ଅକାଳ…
Read More...

ବିଜେପି ପକ୍ଷରୁ ସୁନାଖଣିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ଗୋଡ଼ିବନ୍ଧ-ସୁନାଖଣି ନୂତନ ରେଲୱେ ଷ୍ଟେସନକୁ ଦିନିକିଆ ଗସ୍ତରେ ଆସିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଳଚେର ଉପଖଣ୍ଡ କଣିହାଁ ବ୍ଲକ୍ ଗୋଡିବନ୍ଧ ସ୍ଥିତ ନବନିର୍ମିତ ସୁନାଖଣି ରେଳ ଷ୍ଟେସନ ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ…
Read More...

ବାଲିପଶିରେ ଡାକମେଳା ଉତ୍ସବ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ରେଙ୍ଗାଳି ଡ୍ୟାମ ଅନ୍ତର୍ଗତ ବାଲିପଶି ଶାଖା ଡାକଘରରେ ବାର୍ଷିକ ଡାକଜୀବନ ବିମା ମେଳା ଗୁରୁବାର ଅନୁଷ୍ଠିତ ହୋଇଯାଇଛି। ଢେଙ୍କାନାଳ ଡିଭିଜନ ଡାକ ଅଧିକ୍ଷକ ଜଗଦୀଶ ଦାସ ମୁଖ୍ୟଅତିଥି, କଣିହାଁ ତହସିଲଦାର ପତିତପାବନ ଦେବତାଙ୍କୁ…
Read More...

ସ୍କୁଟିରେ ବ୍ରାଉନସୁଗାର ଧରି ଯାଉଥିବା ବେଳେ ଧରିଲା ପୋଲିସ, ଦୁଇ ଗିରଫ

ଅନୁଗୋଳ: ପୋଲିସ କୁ ମିଳିଛି ବଡ ସଫଳତା । ସ୍କୁଟିରେ ଚାଲିଥିବା ବ୍ରାଉନସୁଗାର ବେପାର । ଯାହାକୁ ଧରିବାରେ ସଫଳ ହୋଇଛି ଅବକାରୀ ଟିମ। ଏ ଘଟଣା ଘଟିଛି ଜିଲ୍ଲାରେ । ଅଭିଯୁକ୍ତ ମାନେ ହେଲେ ଝିଲି ସାହୁ ଓ ପ୍ରଦ୍ୟୁମ୍ନ ସାହୁ। ସୂଚନାନୁସାରେ , ଝିଲି ସାହୁ ଓ ପ୍ରଦ୍ୟୁମ୍ନ ସାହୁ ନାଲକୋ ଅଞ୍ଚଳର।…
Read More...