Browsing Tag

anugul

ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଟାଉନ ସିପ ଛକ ନିକଟରେ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତୁ

ଅନୁଗୋଳ : ଅନୁଗୋଳ ଜିଲ୍ଲା ନାଲକୋ ଥାନା ଅନ୍ତର୍ଗତ ନାଲକୋ ଟାଉନ ସିପ ଛକ ନିକଟରେ ଥିବା ମିଷ୍ଟି  ମିଠା ଦୋକାନ ସମ୍ମୁଖରେ ଅଜଣା ଗାଡି ଧକ୍କାରେ ମହିଳାଙ୍କ ମୃତୁ ହୋଇଛି।  ମୃତ ମହିଳା ଜଣଙ୍କ ବେନ୍ତପୁର ଗ୍ରାମର ମମତା ନାୟକଙ୍କ  ମୃତୁ ଘଟିଛି। ଆଜକୁ ୧୦ ବର୍ଷ ହେଲା କାଣ୍ତସର ଗ୍ରାମର ସୋଭାଗିନି…
Read More...

ପାହାଡରୁ ପଥର ଖସି ଲାଇନଚ୍ୟୁତ ହେଲା ମାଲବାହୀ ଟ୍ରେନ

ଅନୁଗୁଳ: ବଡ଼ ଦୁର୍ଘଟଣାରୁ ବର୍ତ୍ତିଲା ଟ୍ରେନ । ମାଲବାହୀ ଟ୍ରେନ ହେଲା ଲାଇନଚ୍ୟୁତ । ଅନୁଗୋଳ ଜିଲ୍ଲା ହଣ୍ଡପାରୁ ବଇଣ୍ଡା ମଧ୍ୟରେ ଲାଇନଚ୍ୟୁତ ହୋଇଛି ମାଲବାହୀ ଟ୍ରେନ । ଭୂସ୍ଖଳନ ହୋଇ ପାହାଡ଼ରୁ ପଥର ଖଣ୍ଡ ଏକ ମାଲ୍ବାହୀ ଟ୍ରେନ୍ ଇଞ୍ଜିନ ଉପରେ ଖସି ପଡ଼ିବା ଫଳରେ ଟ୍ରେନ୍ଟି ଲାଇନ୍ଚ୍ୟୁତ…
Read More...

ଲଗାଣ ବର୍ଷାରେ ଅନୁଗୁଳ ସ୍ଥିତି ବେହାଲ, ପୋଲ ଭାଙ୍ଗି ଗାଁକୁ ଯୋଗାଯୋଗ ବିଚ୍ଛିନ୍ନ

ଅନୁଗୁଳ : ଘଲଗାଣ ବର୍ଷାରେ ଅନୁଗନଳ ସ୍ଥିତି ଖରାପ ହେବାରେ ଲାଗିଛି । ଅନୁଗନଳର ଛେଣ୍ଡିପଦା ବ୍ଲକର ଭଟପାଲ ପୋଲ ଭାସିଯାଇଛି । ଯାହା ଫଳରେ ୪ ଗାଁକୁ ଯୋଗାଯୋଗ ବଚ୍ଛିନ୍ନ ହୋଇଛି । ଗଡମଣ୍ଡଳରୁ ନୂଆଗାଁ, ମାରୁଢ଼ିପ, କଣଲୋଇ ଓ କର୍ଣ୍ଣପାଳ ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ୫୫ ନମ୍ବର ଜାତୀୟ…
Read More...

ନାଲକୋକୁ ପୂର୍ଣ୍ଣ କାର୍ଯ୍ୟକ୍ଷମ କରିବାକୁ ନାଲକୋ ନନ୍ ଏକ୍ଜୁକ୍ୟୁଟିଭ୍ ଏମ୍ପ୍ଲୋଇଜ୍  ପ୍ରୟାସ

ଅନୁଗୁଳ : ଅନୁଗୁଳ  ଜିଲ୍ଲାର ନାଲକୋ ନିଜସ୍ୱ ବିଦ୍ୟୁତ୍ ପ୍ରକଳ୍ପ ଘୋର ସଙ୍କଟ ମଧ୍ୟ ଦେଇ ଗତି କରିବା  ସହ ବନ୍ଦ ହେବା ପରିସ୍ଥିତିରେ ପହଞ୍ଚିଛି । ୧୩ ତାରିଖରୁ ତାଳଚେର ସୁରକ୍ଷା ମଞ୍ଚ ଦ୍ବାରା ନାଲକୋ ଲାଇଫ ଲାଇନ  ଲନସ୍ଲରୀ   ସିଷ୍ଟମକୁ  ବନ୍ଦକରି ରଖିଥିବାରୁ ସିପିପିର ଉତ୍ପାଦନ…
Read More...

ବିଭିନ୍ନ ସମସ୍ୟାର ତୁରନ୍ତ ସମାଧାନ ପାଇଁ ପଦକ୍ଷେପ ନେବାକୁ ନେପୁ ପକ୍ଷରୁ ଅନୁରୋଧ

ଅନୁଗୋଳ/ସୁଧାକର ସାହୁ: ଅନୁଗୋଳ ଜିଲ୍ଲାରେ ଥିବା ନବରତ୍ନ କମ୍ପାନୀ ନାଲକୋ ଧୀରେ ଧୀରେ ନିଜର ଶିରି ହରାଇ ବସୁଛି । କୋଇଲା ସଙ୍କଟ, କର୍ମଚାରୀଙ୍କ ଏରିୟର, ବୋନସର ବ୍ୟବସ୍ଥା ହେଉ ସବୁ ସମୟରେ ଚଳିତ ସିଏମଡି ନିଜର ନିଜର ମନୋମୁଖୀ କାର୍ଯ୍ୟ କରି ଚାଲିଛନ୍ତି ଯାହାର ପ୍ରତିବାଦ ରେ ନେପୁ ବାରମ୍ବାର…
Read More...

ଦୁଇଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ

ଅନୁଗୁଳ : ଦୁଇଦିନିଆ ଅନୁଗୁଳ ଜିଲ୍ଲା ଗସ୍ତରେ 5T ସଚିବ ଭିକେ ପାଣ୍ଡିଆନ। ପ୍ରଥମେ ତାଳଚେର ଗସ୍ତ କରି ହିଙ୍ଗୁଳା ପୀଠରେ ପହଞ୍ଚି ମା ହିଙ୍ଗୁଳାଙ୍କ ଦର୍ଶନ କରିଛନ୍ତି5T ସଚିବ । ଏହା ପରେ ମନ୍ଦିର ଟ୍ରଷ୍ଟ ବୋର୍ଡ କର୍ମକର୍ତ୍ତାଙ୍କ ସହ ଆଲୋଚନା କରିଥିଲେ । ନିର୍ମାଣାଧୀନ ମନ୍ଦିରର ନକ୍ସା…
Read More...

ଅନୁଗୋଳ ଶିଶୁ ମନ୍ଦିର ଅଡିଟୋରିୟମ ଠାରେ ପାଳିତ ହୋଇଯାଛି ବାର୍ଷିକ ଉତ୍ସବ

ଅନୁଗୋଳ / ସୁଧାକର ସାହୁ  :ଭାରତୀୟ ଯୋଗ ସଂସ୍ଥାନ ଅନୁଗୋଳ କ୍ଷେତ୍ର ବାର୍ଷିକ ଉତ୍ସବ (ପଞ୍ଚମ )ସରସ୍ବତୀ ଶିଶୁ ମନ୍ଦିର ଅଡିଟୋରିୟମ ଠାରେ ଅନୁଷ୍ଠିତ ହୋଇଛି l ଏହି କାର୍ଯ୍ୟକ୍ରମ ଟି ଯଜ୍ଞ ଆହୁତି ଦ୍ବାରା ଶୁଭାରମ୍ଭ କରାଯାଇଥିଲା। ଏହି କାର୍ଯ୍ୟକ୍ରମ ରେ ବିବରଣୀ ପାଠ କଲେ ସଂସ୍ଥାର ମୁଖ୍ୟ…
Read More...

୯୫ ବର୍ଷରେ ସୁସ୍ଥତାର ରାଜ୍; କଠିନ ପରିଶ୍ରମ ଓ ଦେଶୀ ଖାଦ୍ୟ

ବନ୍ତଳା: ଝାଳବୁହା ପରିଶ୍ରମ କରି ସେ ଦୁଇଏକର ଜମି ଚାଷକରି ପରିବାର ଚଳାଉଥିଲେ। ସୁଦ୍ଧ ଦେଶୀ ଖାଦ୍ୟ ଖାଉଥିଲେ। ତେଣୁ ଆଜି ବି ସୁସ୍ଥ ରହି ପାରିଛନ୍ତି ବୋଲି କହିଛନ୍ତି ଅନୁଗୁଳ ବ୍ଲକ୍ ବଡ଼କନ୍ତକୁଳ ପଞ୍ଚାୟତ ଜାମୁଗାଡ଼ିଆ ଗାଁର ନୀଳାଦ୍ରି ସେଠୀ। ନୀଳାଦ୍ରିଙ୍କ ଜନ୍ମ ୧୯୨୭ ମସିହାରେ। ବୟସ ୯୬…
Read More...

ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡ

ଅନୁଗୁଳ: ନାବାଳିକା ଦୁଷ୍କର୍ମକାରୀକୁ ୧୦ ବର୍ଷ ଜେଲଦଣ୍ଡ ସହ ୨୬ ହଜାର ଟଙ୍କା ଜୋରିମାନା ଆଦେଶ। ଅନୁଗୁଳ ସ୍ୱତନ୍ତ୍ର ପୋକ୍ସୋ କୋର୍ଟ ଏହି ରାୟ ଶୁଣାଇଛନ୍ତି। ୨୦୧୮ ମସିହା ନଭେମ୍ବର ୧୭ ତାରିଖରେ କୋଲିଆରୀ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ଜଣେ ଯୁବକ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଥିଲା ।…
Read More...

ନିଜ ସଫଳତା ଦେଖି ପାରିଲେନି ସ୍ୱାତୀ

ଅନୁଗୁଳ: ମାଟ୍ରିକ ପରୀକ୍ଷାରେ ନିଜ ସଫଳତା ଦେଖିବାକୁ ରହିଲେନି ସ୍ୱାତୀ । ଯାହା ଟାର୍ଗେଟ କରିଥିଲେ ତାହା ହାସଲ ମଧ୍ୟ କଲେ । ନିଷ୍ଠାର ସହ ପରିଶ୍ରମ କରି ପରୀକ୍ଷାରେ ୯୦ ପ୍ରତିଶତ ମାର୍କ ରଖି ନିଜ ସ୍ୱପ୍ନକୁ ସାକାର କଲେ ସତ, କିନ୍ତୁ ତାଙ୍କର ଏହି ସଫଳତା ଦେଖିବାକୁ ସେ ଆଜି ନିଜେ ନାହାନ୍ତି ।…
Read More...