ଅଟୋ ଭଡ଼ାପାଇଁ ଡ୍ରାଇଭରଙ୍କ ହାତ ହାଣିଦେଲେ ଦୁଇ ଦୁର୍ବୃତ୍ତ
ଅନୁଗୁଳ-: ଅଟୋ ଭଡ଼ାକୁ ନେଇ ତୁମୁଳକାଣ୍ଡ । ଅଟୋ ଡ୍ରାଇଭରଙ୍କ ହାତ ହାଣିଦେଲେ ଦୁଇ ଦୁର୍ବୃତ୍ତ । ଅନୁଗୁଳ ନୂଆ ବସ୍ ଷ୍ଟାଣ୍ଡରେ ଅଟୋ ଚଳାଇ ପରିବାର ପ୍ରତିପୋଷଣ କରୁଥିବା ଯୁବକ କାଳିଆ ଗୋଛାୟତଙ୍କ ହାତ ହାଣି ଦେଇଛନ୍ତି ଦୁର୍ବୃତ୍ତ ।
ସୂଚନ ଅନୁସାରେ, ଆଜି ୩ ଜଣ ପାସେଞ୍ଜର ବଅଁରପାଳ ଯିବା…
Read More...
Read More...