ଚନ୍ଦନ-କାଠ-ଚୋରି
କେନ୍ଦୁଝର: ଚନ୍ଦନ କାଠ ଚୋରି । ଜିଲ୍ଲାପାଳ କାର୍ଯ୍ୟାଳୟ ପରିସରରେ ଥିବା ଜିଲ୍ଲା ଯୋଜନା ବୋର୍ଡ଼ ଅଫିସ୍ କ୍ୟାମ୍ପସ୍ ଭିତରୁ ରବିବାର ରାତିରେ କେହି ଦୁର୍ବୃତ୍ତ ଏକ ବିରାଟକାୟ ଚନ୍ଦନ ଗଛ କାଟି ତା ଗଣ୍ଡିକୁ ନେଇ ଯାଇଥିବା ବେଳେ ଡାଳପତ୍ର ଛାଡିଦେଇ ଯାଇଛନ୍ତି । ସେହିପରି ରବିବାର ରାତିରେ ଏଡିଏମ୍…
Read More...
Read More...