Browsing Tag

Anisha pattanayak

ବର୍ଷା ଯୋଗୁଁ ଭାଙ୍ଗିଲା ପୋଲ

କନ୍ଧମାଳ: ବର୍ଷା ଯୋଗୁଁ ଭାଙ୍ଗିଲା ପୋଲ। ଏ ଘଟଣା ଘଟିଛି କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକର ଗୋଛାପଡା ପଞ୍ଚାୟତରେ । ସୂଚନାନୁସାରେ , ଗତ ଦୁଇ ଦିନ ମଧ୍ୟରେ କନ୍ଧମାଳ ଜିଲ୍ଲାରେ ପ୍ରବଳ ବର୍ଷା ଯୋଗୁ କେତେକ ରାସ୍ତା ସହ ଛୋଟ ବଡ଼ ବ୍ରିଜ କ୍ଷତିଗ୍ରସ୍ତ ହୋଇଛି। ଫିରିଙ୍ଗିଆ ବ୍ଲକର ଗୋଛାପଡା…
Read More...

ଦାରିଙ୍ଗବାଡିର ରାସ୍ତା ସିଲ କଲା ପ୍ରଶାସନ 

ଗଞ୍ଜାମ / ରଜନୀକାନ୍ତ ପାତ୍ର : ରାସ୍ତା ସିଲ କଲା ପ୍ରଶାସନ। ଏ ଘଟଣା ଘଟିଛି   ଗଞ୍ଜାମ ଜିଲ୍ଲା ସୋରଡା ଥାନା ଦାରିଙ୍ଗବାଡ଼ି ଘାଟିରେ ଭୁସ୍ଖଳନ ଯୋଗୁଁ ମାଟି ଅତଡ଼ା ଖସି ପଡିଛି। ଯାତ୍ରୀଙ୍କ ସୁରକ୍ଷା ଦୃଷ୍ଟିରୁ ଉକ୍ତ ରାସ୍ତାରେ ଯାତାୟାତ ବନ୍ଦ କରିଛି ସ୍ଥାନୀୟ ପ୍ରଶାସନ। ଯାହା ଫଳରେ…
Read More...

ପିଲା ସ୍କୁଲ ଯାଉଥିବା ବେଳେ , ଗଛରେ ପିଟି ହେଲା ବସ୍‌

କଟକ : ପିଲା ସ୍କୁଲ ଯାଉଥିବା ବେଳେ , ଗଛରେ ପିଟି ହେଲା ବସ୍‌। ଏଭଳି ଘଟିଛି କଟକ ସିଡିଏ-୮ ଅଭିମୁଖେ ଯାଉଥିବା ସମୟରେ । ବସ୍‌ରେ ପ୍ରାୟ ୩୦ ପିଲା ଥିବା ବେଳେ ସେମାନେ ସୁରକ୍ଷିତ ଥିବା ଜଣାଯାଇଛି। ସୂଚନାନୁସାରେ , ଆଜି ସକାଳୁ ପ୍ରାୟ ୩୦ ପିଲାଙ୍କୁ ନେଇ ବସ୍‌ଟି କଟକ ସିଡିଏସ୍ଥିତ ସ୍କୁଲ…
Read More...

ସାଲକାଠ ବୋଝେଇ ପିକଅପ ଗାଡି ଜବତ : ୨ଜଣ ଗିରଫ

ରାଇଘର/ ଲଳିତ ସୁନାନୀ : ବନ ବିଭାଗର ବଡ ସଫଳତା । ସାଲକାଠ ବୋଝେଇ ପିକଅପ ଗାଡି ଜବତ କରିଛି ବନବିଭାଗ । ଏ ଘଟଣା ଘଟିଛି ନବରଙ୍ଗପୁର ଜିଲ୍ଲା ରାଇଘର ବନ ବିଭାଗରେ । ସୂଚନାନୁସାରେ , ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ ପେଟ୍ରୋଲିଂ କରୁଥିବାବେଳେ ମହିନ୍ଦ୍ରା ବୋଲେରୋ ପିକଅପ ନାମକ ଏକ ଡାଲା…
Read More...

ଜନ ସମ୍ପର୍କ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ସୁବର୍ଣ୍ଣପୁର / ଓମ ପ୍ରକାଶ ମିଶ୍ର :   ତରଭା ବ୍ଲକ ଅନ୍ତର୍ଗତ ଚାରଭଟା ଗ୍ରାମ ପଞ୍ଚାୟତର ସିଆଡୁଲି ଗ୍ରାମରେ ଜନ ସମର୍କ ଶିବିର  ଅନୁଷ୍ଠିତ ହୋଇଯାଇଛି ।  ଜିଲ୍ଲାପାଳ ସୁବର୍ଣ୍ଣପୁର ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ଏହି ଶିବିରରେ ଜିଲ୍ଳା ମୁଖ୍ୟ ଉନ୍ନୟନ ଅଧିକାରୀ…
Read More...

ପାର୍ବଣ ଋତୁ ଆଗମନକୁ ଦୃଷ୍ଟିରେ ରଖି ଶାନ୍ତି କମିଟି ବୈଠକ ଅନୁଷ୍ଠିତ

ରାଇରଙ୍ଗପୁର/ ସତ୍ୟନାରାୟଣ ପଲ : ପାର୍ବଣ ଋତୁ ଆଗମନକୁ ଦୃଷ୍ଟିରେ ରଖି ଉପଖଣ୍ଡ ସ୍ତରୀୟ ଶାନ୍ତି କମିଟି ବୈଠକ ଅନୁଷ୍ଠିତ। ବାମନଘାଟି ସଦର ମହକୁମା ରାଇରଙ୍ଗପୁର ଠାରେ ବାମନଘାଟି ଉପଜିଲ୍ଲାପାଳ ସରୋଜ କୁମାର ଦାଶଙ୍କ ଅଧ୍ୟକ୍ଷତାରେ ପାର୍ବଣ ଋତୁ ପରିପ୍ରେକ୍ଷୀରେ ଉପଖଣ୍ଡରେ ଅନୁଷ୍ଠିତ ହେବାକୁ…
Read More...

ବୀରପୁତ୍ରମାନଙ୍କ ଅବଦାନ ସମ୍ପର୍କରେ ଅବଗତ ପାଇଁ ପ୍ରସ୍ତୁତି ବୈଠକ

ହିଞ୍ଜିଳି କାଟୁ / ରଜନୀକାନ୍ତ ପାତ୍ର : ହିଂଜିଲିରେ ଅହିଂସା ରଥ । ସ୍ୱାଧୀନତାର ୭୫ ବର୍ଷ ପୂର୍ତ୍ତି ଅବସରରେ ମହାତ୍ମାଙ୍କ ବାର୍ତ୍ତା ସହ ବହୁ ସ୍ୱାଧୀନତା ସଂଗ୍ରାମୀଙ୍କ ମହାନ୍‌ ଅବଦାନ ସମ୍ପର୍କରେ ସୂଚନା ଦେଉଥିବା ଏହି ରଥ ସମସ୍ତ ଜିଲା ପରିକ୍ରମା କରିବାର କାର୍ଯ୍ୟକ୍ରମ କରାଯାଇଛି ।…
Read More...

ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ

ଗଞ୍ଜାମ ଜିଲ୍ଲା / ରଜନୀକାନ୍ତ ପାତ୍ର : ହଷ୍ଟେଲରେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବ୍ରହ୍ମପୁର ଖଲ୍ଲିକୋଟରେ । ମୃତ ଛାତ୍ର ଜଣଙ୍କ ହେଲେ ଗଜପତି ଜିଲା ମୋହନା ଥାନା ଅନ୍ତର୍ଗତ ବାଡ଼ିପଙ୍କା ଗ୍ରାମର କୁନାଲ ମଲ୍ଲିକ(୨୦) । ସୂଚନାନୁସାରେ , ସେ…
Read More...

ମିଳିତ ଅଭିଯୋଗ ଶୁଣାଣୀ  ଶିବିର

ଗଞ୍ଜାମ / ରଜନୀକାନ୍ତ ପାତ୍ର :  ଭଞ୍ଜନଗର ଉପଖଣ୍ଡସ୍ତରୀୟ ଦିବ୍ୟାଙ୍ଗ ଓ ସାଧାରଣ ଜନତାଙ୍କ ଜନସମାଧାନ ସୋମବାର ଅନୁଷ୍ଠିତ ହୋଇଯାଇଛି ।ଗଞ୍ଜାମ ଜିଲ୍ଲାପାଳ ଦିବ୍ୟଜ୍ୟୋତି ପରିଡା ଆଜିର ଏହି ଅଭିଯୋଗ ଶୁଣାଣିରେ ସମୁଦାୟ୨୯୮ଟି ଅଭିଯୋଗର ଶୁଣାଣି କରିଥିଲେ। ଜିଲ୍ଲାପାଳତ୍ୱରିତ ୧୩ଟି ଅଭିଯାଗର…
Read More...

୩୦୦ କିଲୋ ଗଞ୍ଜେଇ ଜବତ

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ଗୁଇନ୍ଦା ଅବକାରୀ ବିଭାଗର ବଡ ସଫଳତା । ବ୍ରହ୍ମପୁର ଦେଇ ପଶ୍ଚିମବଙ୍ଗ ଚାଲାଣ ହେଉଥିବା ଏକ ସିମେଣ୍ଟ ଓ ଗଞ୍ଜେଇ ଭର୍ତ୍ତି ଟ୍ରକକୁ ଜବତ କରିଛି ଅବକାରୀ ବିଭାଗ । ସେହି ଟ୍ରକରୁ ୨୦୦ ବସ୍ତା ସିମେଣ୍ଟ ଓ ୧୨ ବସ୍ତା ଗଞ୍ଜେଇ ଜବତ ହୋଇଥିବା ବିଭାଗ ପକ୍ଷରୁ…
Read More...