Browsing Tag

Anisha pattanayak

ତାଳଗୁଡ଼ ମା ଡୋକରି ଦେବିଙ୍କ ମସ୍ତକ ସ୍ଥାପନ ଉତ୍ସବ ଆୟୋଜିତ

କଳାହାଣ୍ଡି / ଗୋଲାପ ସାହୁ : ଆସି ଯାଇଛି ପାର୍ବଣ ଋତୁ ଧାରା। ଆଜି ଠାରୁ ଆରମ୍ଭ ହୋଇଛି ଶାରଦୀୟ ଦୁର୍ଗାପୂଜା । ଆଜି ପ୍ରତିପଦା ତିଥିରେ କଳାହାଣ୍ଡି ଜିଲ୍ଲାର ଅଧିଷ୍ଠାତ୍ରୀ ଦେବୀ ତାଳଗୁଡ଼ ମା ଡୋକରିଙ୍କ ରୀତିନୀତି ଅନୁଯାୟୀ ମସ୍ତକ ସ୍ଥାପନ ଉତ୍ସବ ଆୟୋଜିତ କରାଯାଇଛି । ପ୍ରତିପଦା ତିଥିରେ ମା…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି। ଯାହା ୨ ଶହ ତଳେ ରହିଛି। ଗତକାଲି ୨୧୧ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା…
Read More...

ବିଜେପି ପକ୍ଷରୁ ସୁନାଖଣିରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ଭବ୍ୟ ସ୍ୱାଗତ

ଅନୁଗୁଳ/ଜ୍ୟୋତିରଞ୍ଜନ ଧର : ଅନୁଗୁଳ ଜିଲ୍ଲା ଗୋଡ଼ିବନ୍ଧ-ସୁନାଖଣି ନୂତନ ରେଲୱେ ଷ୍ଟେସନକୁ ଦିନିକିଆ ଗସ୍ତରେ ଆସିଛନ୍ତି ଶିକ୍ଷା ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ। ତାଳଚେର ଉପଖଣ୍ଡ କଣିହାଁ ବ୍ଲକ୍ ଗୋଡିବନ୍ଧ ସ୍ଥିତ ନବନିର୍ମିତ ସୁନାଖଣି ରେଳ ଷ୍ଟେସନ ପରିଦର୍ଶନ କରି ଏହାର ସ୍ଥିତି ଅନୁଧ୍ୟାନ…
Read More...

ଅହିଂସା ରଥ’ କୁ ବ୍ଲକ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା

ଗଞ୍ଜାମ / ରଜନୀକାନ୍ତ ପାତ୍ର: ସ୍ୱାଧୀନତାର ଅମୃତ ମହୋତ୍ସବ ପାଳନ ଅବସରରେ ମହାତ୍ମା ଗାନ୍ଧୀଙ୍କ ଅହିଂସା ନୀତି ଏବଂ ଜନସାଧାରଣଙ୍କ ଭିତରେ ଦେଶପ୍ରେମର ଜାଗରଣ ସୃଷ୍ଟି କରିବା ପାଇଁ ‘ଅହିଂସା ରଥ’ ଗଞ୍ଜାମ ଜିଲ୍ଲା ହିଂଜିଲିକାଟୁ ପୌରପରିଷଦ ଓ ବ୍ଲକ ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା କରାଯାଇଥିଲା।…
Read More...

ରାଷ୍ଟ୍ରପତିଙ୍କ ଦ୍ୱାରା କୁଣ୍ଡାବାଇ ଡିଗ୍ରୀ କଲେଜକୁ ମିଳିଲା ଶ୍ରେଷ୍ଠ ସମ୍ମାନ

ଉଦଳା/ ଦିପକମିଶ୍ର : ମୟୂରଭଞ୍ଜ ଜିଲ୍ଲାର କୁଣ୍ଡାବାଇ ସ୍ଥିତ ଆର୍. ଡି. ଏସ୍ .ଡିଗ୍ରୀ ମହାବିଦ୍ୟାଳୟର ଜାତୀୟ ସେବା ଯୋଜନାର ବାଳକ ୟୁନିଟ ଏବଂ କାର୍ଯ୍ୟକ୍ରମ ଅଧିକାରୀଙ୍କୁ  ଏନ୍. ଏସ୍. ଏସ୍ ଦିବସରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନ ଠାରେରେ ମହାମହିମ ରାଷ୍ଟ୍ରପତିଙ୍କ ଦ୍ୱାରା ସମ୍ମାନିତ…
Read More...

ରାଇରଙ୍ଗପୁରର ବରିଷ୍ଠ ଆଇନଜୀବି ଇନ୍ଦ୍ରଜିତ ସେନଗୁପ୍ତଙ୍କ ପରଲୋକ

ରାଇରଙ୍ଗପୁର / ସତ୍ୟନାରାୟଣ ପଲ : ରାଇରଙ୍ଗପୁରର ବରିଷ୍ଠ ଆଇନଜୀବି ଇନ୍ଦ୍ରଜିତ ସେନଗୁପ୍ତଙ୍କ ପରଲୋକ । ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ଓକିଲ ବାର ଆସୋସିଏସନ୍ର ବରିଷ୍ଠ ଆଇନଜୀବି ତଥା ଗୋରୁମହିଷାଣୀ ଅଂଚଳର ବିଶିଷ୍ଟ ଆଇନଜୀବୀ ଭାବିବେ କାଜ୍ୟ କରୁଥିଲେ । ରାଇରଙ୍ଗପୁରର ଲିଙ୍କ ରୋଡ଼ ସ୍ଥିତ…
Read More...

ଗାଁରେ ଡାଇରିଆ ଆତଙ୍କ; ୨୫ ଜଣ ଝାଡା ବାନ୍ତି ରୋଗରେ ଶିକାର

କଳାହାଣ୍ଡି / ଗୋଲାପ ସାହୁ : ଗାଁରେ ଡାଇରିଆ ଆତଙ୍କ, ତିନି ଦିନ ମଧ୍ୟ ୨୫ ଜଣ ଝାଡା ବାନ୍ତି ରୋଗରେ ଶିକାର ହେଲାଣି। ଏ ଘଟଣା ଘଟିଛି କଳାହାଣ୍ଡି ଜିଲ୍ଲା କଲମପୁର ବ୍ଳକ ଭାଲୁବୁଟ୍ରା ଗାଁ ରେ ଡାଇରିଆ ବ୍ୟାପୁଥିବା ବେଳେ ଗ୍ରାମବାସୀମାନେ ଭୟଭୀତ ରହିଛନ୍ତି। ଶୁକ୍ରବାର ସନ୍ଧ୍ୟା ଠାରୁ…
Read More...

ଟ୍ରକ ମାଡିଗଲା ଗ୍ୟାରେଜ ଉପରେ; ଅଳ୍ପକେ ବର୍ତ୍ତିଲେ ଲୋକେ

କଟକ/ ଜ୍ୟୋସ୍ନାରାଣୀ ସିଂ : ଟ୍ରକ ମାଡିଗାଲା ଗ୍ୟାରେଜ ଉପରେ; ଅଳ୍ପକେ ବର୍ତ୍ତିଲେ ଲୋକେ। ଏ ଭଳି ଅଭାବନୀୟ ଘଟଣା ଘଟିଛି ପାରାଦୀପ ରାସ୍ତାର କିଶୋରନଗର ଥାନା ଅଧୀନସ୍ଥ ସୋମପୁର ବଜାର ନିକଟରେ । ସୂଚନାନୁସାରେ , ସୋମପୁର ବଜାର ନିକଟରେ ଥିବା ଗ୍ୟାରେଜ କୁ କାମ କରିବାକୁ ଆସିଥିବା ୧୦ ରୁ ଉର୍ଦ୍ଧ…
Read More...

ଓଡିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ

କେନ୍ଦୁଝର : ଓଡିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଦକ୍ଷତା ବୃଦ୍ଧି ତାଲିମ ଶିବିର ଅନୁଷ୍ଠିତ। କେନ୍ଦୁଝର ଜିଲ୍ଲା ପାଟଣା ବ୍ଲକ ସଭାଗୃହରେ ଓଡିଶା ଜୈବ ବିବିଧତା ବୋର୍ଡ ପକ୍ଷରୁ ଜଙ୍ଗଲ ପରିବେଶ ଓ ଜଳବାୟୁ ପରିବର୍ତ୍ତନ ବିଭାଗ ଓଡିଶା ସରକାରଙ୍କ ସହାୟତାରେ ଜୈବ ବିବିଧତା ପରିଚାଳନା ସମିତି…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ପୁଣି ରାଜ୍ୟରେ କାରଣ ସଂକ୍ରମଣ ବଢ଼ିବାରେ ଲାଗିଛି । ଯାହା ବର୍ତ୍ତମାନ ୨ ଶହ ଉପରେ ରହିଛି। ଗତକାଲି ୨୦୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୨୨ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୩୦ ଜଣ ସଙ୍ଗରୋଧ…
Read More...