Browsing Tag

Anisha pattanayak

ରାଜ୍ୟ  ସାରା ବୁଲୁଛି  ଅହିଂସା ରଥ

ବାଣପୁର/ ଚାଣକ୍ୟ ମିଶ୍ର  : ସ୍ଵଧୀନତାର ୭୫ବର୍ଷ ଉପଲକ୍ଷେ ମହାତ୍ମା ଗାନ୍ଧୀଙ୍କ ନିତୀ ଆଦର୍ଶରେ ଅନୁପ୍ରାଣୀତ ହୋଇ ଗତ ସ୍ଵାଧୀନତା ଦିବସ ଅବସରରେ ମୂଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଅହିଂସା ରଥକୁ ଉନ୍ମୋଚନ କରିଥିଲେ। ଏହି ଅହିଂସା ରଥ ଅକ୍ଟୋବର ୨ତାରିଖ ସୁଦ୍ଧା ରାଜ୍ୟର ସମଗ୍ର ୩୦ଟି ଜିଲ୍ଲାକୁ…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ପୁଣି ଆଜି ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ବଢିଛି। ଯାହା ୨ ଶହ ଉପରେ ରହିଛି। ଗତକାଲି ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୦୮ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…
Read More...

ଅଶ୍ଳୀଳ ଫୋଟୋ , ଭିଡିଓ ଭାଇରାଲ କରିବା  ପ୍ରେମିକକୁ ପଡିଲା ମହଙ୍ଗା

ଭୁବନେଶ୍ୱର : ଅଶ୍ଳୀଳ ଫୋଟୋ , ଭିଡିଓ ଭାଇରାଲ କରିବା ପଡିଲା ମହଙ୍ଗା । ଜେଲ ଗଲା ରସିକିଆ ପ୍ରେମିକ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ଭୁବନେଶ୍ୱର ଖାରବେଳ ଅଂଚଳରେ । ରସିକିଆ ପ୍ରେମିକ ଜଣକ ହେଲେ ଲୋକନାଥ ମହାରଣା । ସୂଚନାନୁସାରେ, କେନ୍ଦ୍ରାପଡ଼ା ଜିଲ୍ଲା ଟାଉନ ଥାନା ଅନ୍ତର୍ଗତ ବଡ଼ହାଟର…
Read More...

ଦେଶରେ କରୋନା  ସଂକ୍ରମଣ ହ୍ରାସ ପାଇଛି : ୩,୨୩୦ ଜଣ କରୋନା ପଜିଟିଭ ଚିହ୍ନଟ 

ନୂଆଦିଲ୍ଳୀ: ଦେଶରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି। ଗତକାଲି  ୪,୧୨୯ କରୋନା  ସଂକ୍ରମଣ  ଚିହ୍ନଟ ହୋଇଥିବାବେଳେ ଓ ୨୦ ମୃତ୍ୟୁ ରେକର୍ଡ କରାଯାଇଥିଲା । ଆଜି ଦୈନିକ ସଂକ୍ରମଣ ସଂଖ୍ୟା ୩,୨୩୦ ଜଣ ଚିହ୍ନଟ ହୋଇଛି । ନୂତନ ସଂକ୍ରମଣକୁ ମିଶାଇ ଦେଶରେ ସମୁଦାୟ ସଂକ୍ରମିତଙ୍କ ସଂଖ୍ୟା…
Read More...

ଅଫିସରେ ବସି ମଦ ପିଉଛନ୍ତି RBSK ମ୍ୟାନେଜର, ଫଟୋ ଭାଇରାଲ

ଗଞ୍ଜାମ ଜିଲ୍ଲା/ରଜନୀକାନ୍ତ ପାତ୍ର: ସରକାରୀ ବାବୁଙ୍କ ମଦ ପିଇବା ନିଶା, ଅଫିସ ଭିତରେ ମଦ ରଖି ଖୁଲମ ଖୁଲା ପିଉଛନ୍ତି ସରକାରୀ କର୍ମଚାରୀ, ଗଞ୍ଜାମ ଜିଲ୍ଲା ସ୍ୱାସ୍ଥ୍ୟବିଭାଗ କାର୍ଯ୍ୟାଳୟରେ ଜଣେ ସରକାରୀ କର୍ମଚାରୀ ମଦ ପିଉଥିବାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହୋଇଛି । ବାବୁ ଜଣଙ୍କ…
Read More...

କୋଦଳା କଲେଜରେ ଜାତୀୟ ସେବା ଦିବସ ପାଳିତ

ଗଞ୍ଜାମ /ରଜନୀକାନ୍ତ ପାତ୍ର:  କୋଦଳା ଲଷ୍ମୀ ନାରାୟଣ ସ୍ନାତ୍ତକ ମହାବିଦ୍ୟାଳୟ ଠାରେ ଯାତୀୟ ସେବା ଯୋଜନା ତରଫରୁ ଏକ ଦିବସୀୟ ଜାତୀୟ ସେବା ଶିବିର ମହାବିଦ୍ୟାଳୟ ଅଧ୍ୟକ୍ଷ ରଘୁନାଥ ମୁଦୁଲିଙ୍କ ପୌରହିତ୍ୟରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ସମସ୍ତ କାର୍ଯ୍ୟକ୍ରମ ଅଧିକାରୀ ଏବଂ ଅଧ୍ୟାପକ…
Read More...

ଗଛ ଲଗାଅ ଜୀବନ ବଞ୍ଚାଅ

ବାଲେଶ୍ଵର/ ଅଜିତ କୁମାର ସାହୁ : ବୃକ୍ଷ ହିଁ ଜୀବନ। ବୃକ୍ଷ ନଥିଲେ ଜୀବସତ୍ତା ରହିବ ନାହିଁ। ଏକ ସୁସ୍ଥ ସମାଜ ଓ ସନ୍ତୁଳିତ ପରିବେଶ ପାଇଁ ବୃକ୍ଷର ଆବଶ୍ୟକତା ଯେ କେତେ ରହିଛି, ତାହାକୁ ମର୍ମେମର୍ମେ ବୁଝିଛି , ବାଲିଆପାଳ ସୂଚନା ଅଧିକାର ଅଭିଯାନ ସଂଗଠନ । ସେଥିପାଇଁ ବାଲିଆପାଳ ସୂଚନା ଅଧିକାର…
Read More...

ରାତି ଅନିଦ୍ରା ହୋଇ ହାତୀ ଘଉଡ଼ାଉଛନ୍ତି ଗ୍ରାମବାସୀ

ଗଞ୍ଜାମ/ ରଜନୀକାନ୍ତ ପାତ୍ର: ଉତ୍ତର ଘୁମୁସର ବନଖଣ୍ଡ ମୁଜାଗଡ ଅଞ୍ଚଳରେ ଗତ କିଛିଦିନ ହେବ ହାତୀପଲ ଚଳ ପ୍ରଚଳ ହେଉଛନ୍ତି।ଯାହା ଫଳରେ ଆଖପାଖ ଅଞ୍ଚଳର ଗ୍ରାମବାସୀମାନେ ଭୟଭୀତ ଅବସ୍ଥାରେ ରହିଛନ୍ତି। ହାତୀ ବ୍ୟାପକ ଫସଲ ନଷ୍ଟ କରୁଥିବା ବେଳେ ସେମାନଙ୍କ ସୁରକ୍ଷା ପାଇଁ ଅଧିକାଂଶ ସମୟରେ ରାତିସାରା…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ ଦୈନିକ କାରୋନା ସଂକ୍ରମଣ ବଢିଛି । ଯାହା ୨ ଶହ ତଳେ ରହିଛି। ଗତକାଲି ୧୬୪ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୬୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯୮ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା…
Read More...

କୋଶଳା ମିଳିତ ଯୁବ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଅର୍ଥନୈତିକ ଅବରୋଧ,ଭାରିଯାନ ଚଳାଚଳ ଠପ୍

ଅନୁଗୁଳ/ଜ୍ୟୋତିରଞ୍ଜନ ଧର :  ଦୈନିକ ଅନୁଗୋଳରୁ ଛେଣ୍ଡିପଦା ଦେଇ ଯାଇଥିବା ୬୩ ନମ୍ବର  ରାଜପଥରେ ତାଳଚେରରୁ ଝାରସୁଗୁଡା ଅଞ୍ଚଳକୁ ଶତାଧିକ ଭାରିଯାନ ଚଳାଚଳ କରୁଛି । ଯାହା ଫଳରେ ଏହି ରାସ୍ତାର ଅବସ୍ଥା ଶୋଚନୀୟ ହୋଇପଡ଼ିଛି । ଦୁର୍ଘଟଣା ଘଟି ଧନଜୀବନ ହାନି ହେଉଛି । କିଛି ମାସ ମଧ୍ୟରେ ଭାରୀଜାନ…
Read More...