Browsing Tag

Anisha pattanayak

୨୪ଘଣ୍ଟାରେ ରାଜ୍ୟରେ ୨୦୩ କରୋନା ସଂକ୍ରମିତ ଚିହ୍ନଟ

ଭୁବନେଶ୍ୱର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ ହ୍ରାସ ପାଇଛି । ତେବେ ଆଜି କରୋନା ସଂକ୍ରମଣ ୩ ଶହ ତଳକୁ ରହିଛି । ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୨୮୭ ଥିବାବେଳେ ଆଜି ୨୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏମାନଙ୍କ ମଧ୍ୟରୁ ୧୧୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଏବଂ ୮୪ ଜଣ ସ୍ଥାନୀୟ…
Read More...

ଭିଡିଓ ଜାରି କରି ଓଡ଼ିଶାବାସୀଙ୍କୁ କ୍ଷମା ମାଗିଲେ ବାବୁସାନ

ଭୁବନେଶ୍ୱର : ବାବୁସାନ ଓ ପ୍ରକୃତିଙ୍କର ସମ୍ପର୍କକୁ ନେଇ ଉଠିଥିଲା ବିବାଦ । ବିବାଦ ଭିତରେ ପୁଣି ନୂଆ ଭିଡ଼ିଓ ଜାରି କଲେ ଅଭିନେତା ବାବୁସାନ।ଭିଡିଓଟିରେ ଥିଲା ଖାଲି ଅନୁତାପ । ଯେଉଁଥିରେ ବାବାସାନ କହିଛନ୍ତି, ଏମିତି ଭୁଲ୍ କେବେ ହେବନି। ନିକଟରେ ଯେଉଁ ଘଟଣା ଘଟିଥିଲା, ସେଥିପାଇଁ ମୁଁ…
Read More...

ସାରଥୀଙ୍କ ଆଶ୍ରମରେ ପୁଣି ପୂଜାର୍ଚ୍ଚନା

କେନ୍ଦ୍ରାପଡା : ଭଣ୍ଡ ବାବାଙ୍କ ଫଟୋ ରଖି ପୁଣି ପୂଜାର୍ଚ୍ଚନା । ଜନାଷ୍ଟମୀରେ ସାରଥୀବାବାଙ୍କ ଆଶ୍ରମରେ ପହଁଚି ସାରଥୀଙ୍କ ଫଟୋକୁ ପୂଜାର୍ଚ୍ଚନା କରୁଛନ୍ତି ଅନୁଗାମୀ । ଯାହା ପ୍ରମାଣ କରୁଛି ଯେ ଏତେ ବିବାଦ ସତ୍ତେ୍ୱ ଆଜି ବି କାହିଁକି ସାରଥୀଙ୍କ ଅନୁଗାମୀ ରହିଛନ୍ତି । ଆଉ ତାଙ୍କୁ ଭଗବାନ…
Read More...

ପୁରୀରେ 5T ସଚିବ ଭି କେ ପାଣ୍ଡିଆନ

ପୁରୀ: ପୁରୀରେ 5T ସଚିବ ଭି କେ ପାଣ୍ଡିଆନ । ଆଜି ସକାଳୁ ପୁରୀରେ ପହଞ୍ଚିଥିଲେ ପାଣ୍ଡିଆନ । ସ୍ଠହି ପହଂଚିବା ପରେ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କୁ ଦର୍ଶନ କରିଛନ୍ତି । ଶ୍ରୀମନ୍ଦିର ରୋଷ ଘର ମରାମତି କାର୍ଯ୍ୟର ସମୀକ୍ଷା କରିଛନ୍ତି 5T ସଚିବ । ଶ୍ରୀମନ୍ଦିରର ବିକାଶ ପାଇଁ ସେବାୟତଙ୍କ ସହ…
Read More...

ଲଗାଣ ବର୍ଷାରେ ନେଲା ଜୀବନ: ୫ଜଣଙ୍କ ମୃତ୍ୟୁ .୪ଗୁରୁତର

ରାଇରଙ୍ଗପୁର/ ସତ୍ୟନାରାୟଣ ପାଲ: ସାରା ରାଜ୍ୟରେ ପ୍ରବଳ ବର୍ଷା । ଏହି ବର୍ଷା ଯୋଗୁଁ ନାହିଁ ନ ଥିବା ଅସୁବିଧାର ସମ୍ମୁୂଖୀନ ହେଉଛନ୍ତି ଲୋକେ । ଏବେବି କେତେକ ସ୍ଥାନ ଜଳମଗ୍ନ । ଫଳରେ ମାଟିକାନ୍ଥ ଥିବା ଲୋକଙ୍କ ଘର ଦୁର୍ବଳ ହେବାରେ ଲାଗିଛି । ଯେଉଁଥିପାଇଁ ଅଘଟଣ ଘଟୁଥିବା ନଜିର ରହିଛି ।…
Read More...

ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ; ୩୨୦ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କମୁଛି ଦୈନିକ କରୋନା ସଂକ୍ରମଣ। ତେବେ ଏହା ଆଜି ୪ ଶହ ତଳେ ରହିଛି। ଗତକାଲି ୩୮୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୩୨୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୧୮୭ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ…
Read More...

ବନ୍ୟା ପାଣିରେ ବିରଳ ମାଛ

ଗୋପ : ବନ୍ୟା ପାଣିରେ ବିରଳ ମାଛ । ଯାହାର ଭିଡିଓ ଦେଖି ଆଖି ଝଲସି ଉଠୁଛି । ଦେଖନ୍ତୁ ଏ ଭିଡିଓ। ଆପଣମାନେ ଜାଣି ପାରୁଥିବେ କି ଇଏ ଏକ ବିରଳ ପ୍ରଜାତିର ମାଛ । ଏ ବର୍ତ୍ତମାନର ବନ୍ୟା ବେଳେ ନିମାପଡା ବ୍ଲକ ଧନୁଆ ପଞ୍ଚାୟତ ବଉଳପଦା ଗାଁରେ ଏହି ମାଛଟି ଉଦ୍ଧାର ହୋଇଛି । ଧନୁଆ ନଦୀ ବଢ଼ିରେ…
Read More...

କୋମାରେ ଅଛନ୍ତି ହାସ୍ୟ ଅଭିନେତା ରାଜୁ ଶ୍ରୀବାସ୍ତବ

ନୂଆଦିଲ୍ଲୀ: କୋମାରେ ଅଭିନେତା ରାଜୁ ଶ୍ରୀବାସ୍ତବ। ତାଙ୍କ ମ୍ୟାନେଜର ରାଜେଶ ଶର୍ମାଙ୍କ କହିବାନୁଯାୟୀ , ବ୍ରେନ୍ ଡେଡ୍ ହୋଇନାହିଁ, ସେ କୋମାରେ ଅଛନ୍ତି । ଗତକାଲି ଅପେକ୍ଷା ଆଜି ରାଜୁଙ୍କ ସ୍ୱାସ୍ଥ୍ୟାବସ୍ଥା ସୁଧୁରିଛି । ସୂଚନାନୁସାରେ , ରାଜେଶ ଶର୍ମା କହିଛନ୍ତି ଯେ, ‘ବର୍ତ୍ତମାନ ରାଜୁଙ୍କ…
Read More...

ଯୁବକଙ୍କୁ ଡାକି ନେଇ ହତ୍ୟା କଲେ ମାଓବାଦୀ

ନୂଆପଡ଼ା : ମାଓବାଦୀଙ୍କ ବର୍ବରକାଣ୍ଡ। ଘରକୁ ଡାକି ଜଣେ ଯୁବକଙ୍କୁ ମାଓବାଦୀ ହତ୍ୟା କରିଥିବା ଅଭିଯୋଗ ହୋଇଛି। ଏଭଳି ଅଭାବନୀୟ ଘଟଣା ଘଟିଛି ନୂଆପଡ଼ା ଜିଲ୍ଲା ସୁନାବେଡା ଅଭୟାରଣ୍ୟ ଢେକୁନପାନି ଗାଁରେ। ସେହି ଯୁବକଙ୍କ ନାଁ ଅନନ୍ତରାମ ରାଉତ। ଢେକୁନପାନି ଗାଁକୁ କିଛି ମାଓବାଦୀ ଆସି…
Read More...

ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା : ୩ ଚାଳକ ଗୁରୁତର

ବୌଦ୍ଧ/ ନବରଙ୍ଗପୁର: ଦୁଇଟି ସ୍ଥାନରେ ସଡକ ଦୁର୍ଘଟଣା, ୩ ଚାଳକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ବୌଦ୍ଧ ଓ ନବରଙ୍ଗପୁରରେ । ସୂଚନାନୁସାରେ, ବୌଦ୍ଧ ଜିଲ୍ଲା ଦେଇ ଯାଇଥିବା ବଲାଙ୍ଗୀର-ଖୋର୍ଦ୍ଧା ୫୭ ନଂ ଜାତୀୟ ରାଜପଥର ରାଧାନଗର ନିକଟରେ ବୃନ୍ଦାବନଠାରେ ଏକ ଯାତ୍ରୀବାହୀ ବସ ଓ ଟ୍ରକ…
Read More...