ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜରେ ପୁଣି ଖସିଲା ସିଲିଂ
ବ୍ରହ୍ମପୁର : ପୁଣି ଥରେ ଖସିଲା ସିଲିଂ। ଏ ଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଏମକେସିଜି ମେଡିକାଲ କଲେଜର ସୁପର ସ୍ପେଶାଲିଷ୍ଟ ବ୍ଲକରେ । ଆଜି ତୃତୀୟ ମହଲାରେ ଥିବା ଏଣ୍ଡୋକ୍ରାଇନୋଲୋଜି ବିଭାଗରୁ ସିଲିଂ ଖସିଛି। ଏଥିରେ କେହି ରୋଗୀ ଓ ତାଙ୍କ ସର୍ମ୍ପକୀୟ ଆହତ ହୋଇନଥିବା…
Read More...
Read More...