Browsing Tag

Anisha pattanayak

ଟନେଲ୍‌ ମାଟି ଅତଡ଼ା ଖସି ଦୁଇ ଶ୍ରମିକଙ୍କ ମୃତ୍ୟୁ

ନାରାୟଣପାଟଣା: ଟନେଲ୍‌ରେ କାମ ଚାଲିଥିବା ବେଳେ ହଠାତ୍‌ ମାଟି ଅତଡା ଖସିଥିଲା। ମାଟି ତଳେ ଚାପି ହୋଇ ୨ ଜଣଙ୍କ ମୃତ୍ୟୁ ଘଟିଛି। ଏ ଅଭାବନୀୟ ଘଟଣା ଘଟିଛି କୋରାପୁଟ- ରାୟଗଡ଼ା ରେଳ ଲାଇନରେ। ବର୍ତ୍ତମାନ ସୁଦ୍ଧା ଉଦ୍ଧାର କାର୍ଯ୍ୟ ଚାଲିଛି। ମୃତକ ମାନେ ହେଲେ ବୁର୍ଜା ଗାଁର ରବି ପ୍ରେପେକା ଓ…
Read More...

ସ୍କୁଟିରେ ବ୍ରାଉନସୁଗାର ଧରି ଯାଉଥିବା ବେଳେ ଧରିଲା ପୋଲିସ, ଦୁଇ ଗିରଫ

ଅନୁଗୋଳ: ପୋଲିସ କୁ ମିଳିଛି ବଡ ସଫଳତା । ସ୍କୁଟିରେ ଚାଲିଥିବା ବ୍ରାଉନସୁଗାର ବେପାର । ଯାହାକୁ ଧରିବାରେ ସଫଳ ହୋଇଛି ଅବକାରୀ ଟିମ। ଏ ଘଟଣା ଘଟିଛି ଜିଲ୍ଲାରେ । ଅଭିଯୁକ୍ତ ମାନେ ହେଲେ ଝିଲି ସାହୁ ଓ ପ୍ରଦ୍ୟୁମ୍ନ ସାହୁ। ସୂଚନାନୁସାରେ , ଝିଲି ସାହୁ ଓ ପ୍ରଦ୍ୟୁମ୍ନ ସାହୁ ନାଲକୋ ଅଞ୍ଚଳର।…
Read More...

ବସ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: ବସ ବାଇକ ମୁହାଁମୁହିଁ ଧକ୍କା; ଜଣେ ମୃତ, ଜଣେ ଗୁରୁତର। ଏଭଳି ଅଭାବନୀୟ ଘଟଣା ଘଟିଛି ଗଞ୍ଜାମ ଜିଲ୍ଲା ବେଲଗୁଣ୍ଠା ଥାନା ଅନ୍ତର୍ଗତ ତନରଡ଼ା ଠାରୁ ନୂଆଗାଁ ମଧ୍ୟ ଭାଗ ସ୍ଥାନରେ। ମୃତକ ଜଣକ ହେଲେ ଗାଙ୍ଗପୁର ଥାନା ବାଲିଭାଗ ଗ୍ରାମର ପ୍ରଦୀପ ଗୌଡ଼(୪୫) ଓ…
Read More...

ଦେଶରେ କମୁଛି କରୋନା ସଂକ୍ରମଣ ; ୫, ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ କାମୁଛି କରୋନା ସଂକ୍ରମଣ। ଦେଶରେ ଗତ ୨୪ ଘଣ୍ଟା ମଧ୍ୟରେ ୫, ୧୦୮ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି। ସେହିପରି ଗତ ୨୪ ଘଣ୍ଟା ମଧ୍ୟରେ କରୋନା ସଂକ୍ରମଣ ରୁ ସୁସ୍ଥ ହୋଇଛନ୍ତି ୫,୬୭୫ ଜଣ। ସୂଚନାନୁସାରେ, ଏବେ ବି ସକ୍ରିୟ ଅଛନ୍ତି ୪୫, ୭୪୯। ଦୈନିକ ପଜିଟିଭ୍‌ ‌ହାର…
Read More...

ଧରାକୋଟରେ କୃଷି ରଥର ଶୁଭାରମ୍ଭ

ଗଞ୍ଜାମ ଜିଲ୍ଲା/ ରଜନୀକାନ୍ତ ପାତ୍ର: କୃଷକ ହେଉଛି ଦେଶର ମେରୁଦଣ୍ଡ । କୃଷି ଓ କୃଷକର ବିକାଶରେ ହିଁ ଦେଶର ପ୍ରକୃତ ବିକାଶ ସାଧନ ହୋଇଥାଏ । ସଂପ୍ରତି ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସସସ୍ତୀ କରଣ ବିଭାଗର ତରଫରୁ ଧରାକୋଟ କୃଷି କାର୍ଯ୍ୟଳୟ ତରଫରୁ କୃଷକ ମାନଙ୍କ ସଚେତନତା ପାଇଁ କୃଷି ରଥର…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ୱର : ରାଜ୍ୟରେ କରୋନା ସଂକ୍ରମଣ ବଢିଛି । ଗତକାଲି ରାଜ୍ୟରେ ୧୫୯ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ ଆଜି ଗତ ୨୪ ଘଣ୍ଟା ମଧ୍ୟରେ ୨୬୦ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୦-୧୮ ବର୍ଷ ମଧ୍ୟରେ ଅଛନ୍ତି୨୯ ଜଣ। ସଂଗରୋଧ କେନ୍ଦ୍ରରୁ ୧୫୨ ଜଣ କରୋନା…
Read More...

ଛୋଟ ପିଲାମାନଙ୍କର କୁପୋଷଣ ଦୂର କରିବାକୁ ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ

କେନ୍ଦୁଝର: ଛୋଟ ପିଲାମାନଙ୍କର କୁପୋଷଣ ଦୂର କରିବାକୁ ପଦକ୍ଷେପକୁ ପ୍ରଶଂସା କରିଛି ନୀତି ଆୟୋଗ । ଏ ଘଟଣା ହେଉଛି କେନ୍ଦୁଝର ଜିଲ୍ଲାର । ସୂଚନାନୁସାରେ; କୋଭିଡ୍ ସମୟରେ ଦେଶର ବିଭିନ୍ନ ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳଗୁଡ଼ିକରେ ସରକାରଙ୍କ ପକ୍ଷରୁ ରାସନ ଯୋଗାଇ ଦିଆଯାଉଥିଲା। ଏହାରି ଉପରେ…
Read More...

ରଣବୀର-ଅମୀର- ଦୀପିକା ନଜର ଆସିପାରନ୍ତି ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟରେ!

ମୁମ୍ବାଇ : ଆସିପାରେ ବ୍ରହ୍ମାସ୍ତ୍ରର ଦ୍ୱିତୀୟ ପାର୍ଟ। ଆଉ ସେଥିରେ ନଜର ଆସିପାରନ୍ତି ରଣବୀର-ଅମୀର- ଦୀପିକା। ନିକଟରେ ରିଲିଜ୍‌ ହୋଇଥିବା ବଲିଉଡ୍‌ ଫିଲ୍ମ ବ୍ରହ୍ମାସ୍ତ୍ର ବକ୍ସ ଅଫିସରେ ଧମାଲ କରୁଛି । ଫିଲ୍ମ ରିଲିଜ୍‌ ହେବାର ପ୍ରଥମ ଦିନ ଠାରୁ ହିଁ ରୋଜଗାର ମାମଲାରେ ରେକର୍ଡ ବଜାୟ ରଖିଛି।…
Read More...

ଛାତରୁ ଡେଇଁ ଫାୟାରମ୍ୟାନ୍‌ଙ୍କ ମୃତ୍ୟୁ

ଢେଙ୍କାନାଳ : କ୍ୟାରମ ଖେଳୁଥିବା ବେଳେ ହଠାତ୍‌ ଉଠି ପଳାଇଲେ ଫାୟାରମ୍ୟାନ୍‌ । ଏହାପରେ କେହି କିଛି ଭାବିବା ପୂର୍ବରୁ ଛାତକୁ ଯାଇ ଡେଇଁ ପଡ଼ିଲେ। ଏଭଳି ଅଭାବନୀୟ ଘଟଣା ଘଟିଛି ଦେଖଣାଳ ଜିଲ୍ଲାରେ। ମୃତକ ଜଣକ ହେଉଛନ୍ତି ଜୟନ୍ତ ଧାରୁଆ । ସୂଚନାମୁତାବକ , ଜୟନ୍ତ ପ୍ରାୟ ଦେଢ ବର୍ଷ ହେବ ଗଁନ୍ଦିଆ…
Read More...

ରାସ୍ତାରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା ଚଳନ୍ତା କାର୍; ଜଣେ ମୃତ

ବଲାଙ୍ଗିର: ସ୍ୱାମୀ ସ୍ତ୍ରୀ ମେଡିକାଲରୁ ଫେରୁଥିବା ବେଳେ ଘଟିଲା ଅଘଟଣ । ହଠାତ୍ ରାସ୍ତାରେ ଭାରସାମ୍ୟ ହରାଇ ପୋଖରୀ ଭିତରକୁ ପଶିଗଲା ଚଳନ୍ତା କାର୍। ସୌଭାଗ୍ୟବଃଶତ କାର୍‌ ଡ୍ରାଇଭ କରୁଥିବା ସ୍ୱାମୀଙ୍କ ଜୀବନ ବଞ୍ଚିଗଲା। କିନ୍ତୁ ପାଣି ଭିତରେ ବୁଡ଼ି ଯାଇଥିବା କାର୍ ଭିତରେ ରହି ଜଳସମାଧି…
Read More...