Browsing Tag

Anisha pattanayak

ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ : ଜି-୨୦ ଅଧ୍ୟକ୍ଷତା ନେଇ ପ୍ରଧାନମନ୍ତ୍ରୀଙ୍କ ସହ ବୈଠକରେ ଯୋଗ ଦେବେ ନବୀନ

ଭୁବନେଶ୍ୱର : ଦିନିକିଆ ଦିଲ୍ଲୀ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଜି-୨୦ ଅଧ୍ୟକ୍ଷତାକୁ ନେଇ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ହେବାକୁ ଥିବା ଏକ ବୈଠକରେ ଯୋଗଦେବେ ମୁଖ୍ୟମନ୍ତ୍ରୀ । ସୂଚନାନୁସାରେ, ୨୦୨୩ ନଭେମ୍ବର ମାସ ସୁଦ୍ଧା ଜି-୨୦ର ୨୧୫ଟି ବୈଠକ ଭାରତରେ ଆୟୋଜିତ ହେବ ।…
Read More...

ସ୍ୱାସ୍ଥ୍ୟ କ୍ଷେତ୍ରରେ ୧ହଜାର କୋଟି ଟଙ୍କାର ନିବେଶ ପାଇଁ କମ୍ପାନୀ ଆଗ୍ରହ ପ୍ରକାଶ

ଭୁବନେଶ୍ୱର : ସ୍ୱାସ୍ଥ୍ୟ କ୍ଷେତ୍ରରେ ୧ ହଜାର କୋଟି ଟଙ୍କାର ନିବେଶ ପାଇଁ ବିଭିନ୍ନ କମ୍ପାନୀ ଆଗ୍ରହ ପ୍ରକାଶ କରିଛନ୍ତି । ମେଡ଼ିସିନ ଫର୍ମାସି୍ଟିକାଲ କମ୍ପାନୀ କଡ଼ିଲା ଓଡ଼ିଶାରେ ୧୦୦ କୋଟି ଟଙ୍କା ନିବେଶ ପାଇଁ ଆଗ୍ରହ ପ୍ରକାଶ କରିଛି । ଏହା ସହିତ ପିପିପି ମୋଡ଼ ରେ ଅନୁଗୁଳ, ବଡ଼ବିଲ,…
Read More...

ଶିକ୍ଷକ ଅନିରୁଦ୍ଧ ହତ୍ୟା ଘଟଣାରେ ହତ୍ୟାକାରୀ ଗିରଫ

ନବରଙ୍ଗରପୁର: ଶିକ୍ଷକ ଅନିରୁଦ୍ଧ ହତ୍ୟା ଘଟଣାରେ ଗିରଫ ହେଲା ହତ୍ୟାକାରୀ । ଏ ଘଟଣା ଘଟିଥିଲା କେନ୍ଦୁଝର ଜିଲ୍ଲା ହାଟଡିହି ବ୍ଲକ ଢେଙ୍କା ହାଇସ୍କୁଲରେ । ହତ୍ୟାର ୧୭ ଦିନ ପରେ ଅଭିଯୁକ୍ତ ଅରୂପ କୁମାର ଜେନାଙ୍କୁ ଗିରଫ କରି ଆଜି କୋର୍ଟ ଚାଲାଣ କରିଛି ପୁଲିସ । ଅଭିଯୁକ୍ତ ଶିକ୍ଷକଙ୍କ ସହ…
Read More...

ରାସ୍ତାକଡ଼ରୁ ଜଣେ ଅଜଣା ବ୍ୟକ୍ତିଙ୍କ ମୃତଦେହ ଠାବ

ସୋନପୁର : ରାସ୍ତାକଡ଼ରେ ଅଜଣା ମୃତଦେହ ଠାବ । ଏଭଳି ଅଭାବନୀୟ ଘଟଣା ଘଟିଛି ସୋନପୁର ଜିଲ୍ଲା ଡୁଙ୍ଗୁରିପାଲି ଥାନା ସାଲେପାଲି ଓ ଗୁଳିହାପଦର ରାସ୍ତାରେ । ସୂଚନାନୁସାରେ , ଶନିବାର ସକାଳ ସମୟରେ କିଛି ଲୋକ ଯାଉଥିବାବେଳେ ରାସ୍ତାକଡ଼ରେ ବାଇକ୍‌ ପଡିଥିବାର ଦେଖିଥିଲେ । ଏହାପରେ ବାଇକ୍‌ ପାଖ ଯାଇ…
Read More...

ରାହୁଲ ଗାନ୍ଧୀଙ୍କୁ ଭେଟିଲେ ବୋଲି ଶିକ୍ଷକଙ୍କୁ ହରାଇବାକୁ ପଡିଲା ଚାକିରି

ବ୍ୟୁରୋ : ରାହୁଲ ଗାନ୍ଧୀଙ୍କୁ ଭେଟିବା ପଡିଲା ମହଙ୍ଗା । ଚାଲିଗଲା ଶିକ୍ଷକଙ୍କ ଚାକିରି । ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଛି ବଡବାନୀ ଜିଲ୍ଲାର ପ୍ରାଥମିକ ଶାଲାକୁଗରୀ ବିଦ୍ୟାଳୟର ଶିକ୍ଷକଙ୍କ ସହ । ଶିକ୍ଷକ ଜଣକ ହେଲେ ରାଜେଶ କନୋଜ । ଗରିବ ଆଦିବାସୀଙ୍କୁ ସେମାନଙ୍କର ଅଧିକାରକୁ ଲଢିବା…
Read More...

ଦେଶରେ କରୋନା ସଂକ୍ରମଣ ହ୍ରାସ ପାଇଛି : ୨୯୧ କରୋନା ପଜିଟିଭ ଚିହ୍ନଟ

ନୂଆଦିଲ୍ଲୀ: ଦେଶରେ ଦୈନିକକରୋନା ସଂକ୍ରମଣ ସାମାନ୍ୟ ହ୍ରାସ ପାଇଛି | ଯାହା ବର୍ତମାନ ୩୦୦ ତଳେ ରହିଛି| କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ସୂଚନାନୁସାରେ , ଦେଶରେ ୨୪ ଘଣ୍ଟା ମଧ୍ୟରେ ୨୭୫ କରୋନା ସଂକ୍ରମଣ ଓ ୨ଜଣଙ୍କର ମୃତ୍ୟୁ ରେକର୍ଡ କରାଯାଇଛି। ୨୪ ଘଣ୍ଟାରେ ଚିହ୍ନଟ ହୋଇଥିବା ୨୯୧ ନୂତନ…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କାମୁଛି। ଯାହା ପଚାଶ ତଳେ ରହିଛି। ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୧୫ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୯ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ ୬ ଜଣ ପଜିଟିଭ ସ୍ଥାନୀୟ ସଂକ୍ରମଣରୁ ଚିହ୍ନଟ ହୋଇଛନ୍ତି।…
Read More...

ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପୁରୀ ଜିଲ୍ଲା ଗୋପର ପ୍ରତ୍ୟୁଷ

ଗୋପା/ଜୟନ୍ତ ସେଠୀ: ଇଣ୍ଡିଆ ବୁକ୍ ଅଫ୍ ରେକର୍ଡରେ ପୁରୀ ଜିଲ୍ଲା ଗୋପ ର ପ୍ରତ୍ୟୁଷ । ୩ ବର୍ଷ ୭ ମାସ ବୟସରେ ଅଲୌକିକ ସ୍ମରଣ ଶକ୍ତିର ଅଧିକାରୀ ହୋଇପାରିକି ଗୋପ ଅଞ୍ଚଳ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ବିଭିନ୍ନ ବିଷୟରେ ଏକାଧିକ ପ୍ରଶ୍ନର ଦେଇପାରୁଛନ୍ତି ଉତ୍ତର। ଗୋପ ବ୍ଲକ୍ ବେଦପୁରୁ…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୬୩ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ କରୋନା ସଂକ୍ରମଣ ହ୍ରାସ ପାଇଛି । ଯାହା ବର୍ତ୍ତମାନ କରୋନା ସଂକ୍ରମଣ ଶହେ ତଳେ ରହିଛି। ଗତକାଲି ୮୪ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୬୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୩୭ ଜଣ ସଙ୍ଗରୋଧ କେନ୍ଦ୍ରରୁ…
Read More...

ଗତ ୨୪ ଘଣ୍ଟା ମଧ୍ୟରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ

ଭୁବନେଶ୍ବର: ରାଜ୍ୟରେ ଦୈନିକ କରୋନା ସଂକ୍ରମଣ କମିଛି , ଯାହା ଶହେ ତଳେ ରହିଛି। ଗତକାଲି ୧୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଥିବା ବେଳେ ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୭୭ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି। ଏମାନଙ୍କ ମଧ୍ୟରୁ ୪୬ ଜଣ ସଙ୍ଗରୋଧ କେନ୍ଦ୍ରରୁ ଚିହ୍ନଟ ହୋଇଥିବା ବେଳେ…
Read More...