ଜଙ୍ଗଲୀ ଜୀବ ଜନ୍ତୁଙ୍କ ସୁରକ୍ଷା କୁ ନିଶ୍ଚିତ କରିବା ପାଇଁ ବନବିଭାଗ ନିକଟରେ ଦାବି
ଟାଙ୍ଗୀ (ରାକେଶ ଜଗଦେବ) : ଗ୍ରୀଷ୍ମ ପୂର୍ବରୁ ଜଙ୍ଗଲରେ ଦେଖା ଦେଲାଣି ଜଳ ସହ ଖାଦ୍ୟ ର ଅଭାବ । ତେଣୁ ହାତୀ ସହ ଜଙ୍ଗଲ ଜନ୍ତୁ ହେଉଛନ୍ତି ଗାଁ ମୁହାଁ । ଫଳରେ ମୁହାଁ ମୁହିଁ ହେଉଛନ୍ତି ଜଙ୍ଗଲ ଜନ୍ତୁ ସହ ମଣିଷ । ଫଳରେ କେତେବେଳେ ଜଙ୍ଗଲୀ ଜନ୍ତୁ ଙ୍କ କବଳରେ ପଡି ଜୀବନ ହରାଉଛି ମଣିଷ ତ…
Read More...
Read More...