Browsing Tag

Angul

ଶିଳ୍ପ ନଗରୀରେ ଶିଳ୍ପବିନ୍ଧାଣୀ

(ଜଗନ୍ନାଥ ଅଗ୍ରୱଲ) : ଆସିଛି ପାର୍ବଣର ରତୁ ଶରତ, ଆଉ ଧରାପୃଷ୍ଠକୁ ଅବତରଣ କରିଛନ୍ତି ପ୍ରଭୁ ବିଶ୍ୱକର୍ମା । ଶିଳ୍ପ ଓ କାରଖାନାର ମୁଖ୍ୟ ବିନ୍ଧାଣି ହେଉଛନ୍ତି ପ୍ରଭୁ ବିଶ୍ୱକର୍ମା । ସେଥିପାଇଁ ଶିଳ୍ପ ଓ କାରଖାନାରେ ବିଶ୍ୱକର୍ମାଙ୍କୁ ପୂଜା କରାଯାଏ । ଦେବଶିଳ୍ପୀ ବିଶ୍ୱକର୍ମା ସମସ୍ତ ଶିଳ୍ପ ଓ…
Read More...

ମହିଳାଙ୍କୁ ମାରିଛି କିଏ ? ଆସିଲା ପୋଷ୍ଟମର୍ଟମ ରିପୋର୍ଟ….

(ଜଗନ୍ନାଥ ଅଗ୍ରୱାଲ): ସାତକୋଶିଆ ହାତୀବାରିରେ ମହିଳାଙ୍କ ମୃତ୍ୟୁ ଘଟଣାରେ ଆସିଲା ପୋଷ୍ଟମର୍ଟମ ରିପୋର୍ଟ । ମହିଳାଙ୍କୁ ଜଙ୍ଗଲୀ ହିଂସ୍ରଜନ୍ତୁ ମାରିଥିବା ପୋଷ୍ଟମର୍ଟମ ରିପୋର୍ଟରେ ପ୍ରକାଶ ପାଇଛି । ଏହି ରିପୋର୍ଟ ସାମ୍ନାକୁ ଆସିବା ପରେ ବାଘୁଣୀ ସୁନ୍ଦରୀ ଉପରେ ପୁଣିଥରେ ସନ୍ଦେହ ଉପୁଜିଛି ।…
Read More...

ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀ ରେ ବୁଡି ଛାତ୍ର ମୃତ

(ଜଗନ୍ନାଥ ଅଗ୍ରୱାଲ) : ଅନୁଗୋଳ ଜିଲ୍ଲା ନିଶା ଗ୍ରାମରେ ଅଘଟଣ । ଗଣେଶ ମୂର୍ତ୍ତି ବିସର୍ଜନ ବେଳେ ପୋଖରୀ ରେ ବୁଡି ଛାତ୍ର ମୃତ । ମୃତ ଛାତ୍ର ଜଣକ ହେଲେ ଚନ୍ଦନ ପରିଡା । ସେ ନିଶା ଉଚ୍ଚ ବିଦ୍ୟାଳୟର ଦଶମ ଶ୍ରେଣୀର ଛାତ୍ର। ବସନ୍ତ ପରିଡାଙ୍କ ପୁଅ ଚନ୍ଦନ ପରିଡା (୧୫) ଆଜି ପୋଖରୀ (ଖାଣ୍ଡରା…
Read More...

ଫେରିଯିବ କି ବାଘୁଣୀ ସୁନ୍ଦରୀ ..??

(ଜଗନ୍ନାଥ ଅଗ୍ରଓା୍ୱଲ) : ସାତକୋଶିଆରେ ‘ସୁନ୍ଦରୀ’ ବାଘୁଣୀ ପାଇଁ ବନ ବିଭାଗର ନିଦ ହଜିଯାଇଛି। ଗତ ବୁଧବାର ଜଣେ ମହିଳାଙ୍କୁ ବାଘୁଣୀ ମାରିଥିବା ଅଭିଯୋଗ ହେବା ପରେ ବିଭାଗର ଚିନ୍ତା ବଢ଼ିଯାଇଛି। ବାଘୁଣୀକୁ ସାତକୋଶିଆରେ ରଖାଯିବ ନା ମଧ୍ୟପ୍ରଦେଶ ଫେରାଇ ନିଆଯିବ ସେନେଇ ସରକାର କିଛି ନିଷ୍ପତ୍ତି…
Read More...

ବ୍ରଜପାତରେ ଜଣେ ବ୍ୟକ୍ତି ଓ ଦୁଇ ବଳଦ ମୃତ

(ଜଗନ୍ନାଥ ଅଗ୍ରୱାଲ): ଅନୁଗୋଳ ଜିଲ୍ଲା ନତଡା ପଞ୍ଚାୟତ ର ଆମ୍ବପାଳ ଗାଁରେ ବଜ୍ରପାତ । ବଜ୍ରପାତରେ ଗାଁର ରମେଶ ସାହୁଙ୍କ ସହ ଦୁଇ ବଳଦଙ୍କର ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଏହି ବଜ୍ରପାତରେ ପୁରୀ ସାହୁ ନାମରେ ଜଣେ ବ୍ୟକ୍ତି ଗୁରୁତର ଆହତ ହୋଇଛନ୍ତି । ଗୁରୁତର ଆହତଙ୍କୁ ପ୍ରଥମେ ଅନୁଗୋଳ…
Read More...

ଝୁଲନ୍ତା ଅବସ୍ଥାରେ ମୃତଦେହ ଉଦ୍ଧାର

(ଜଗନ୍ନାଥ ଅଗ୍ରୱାଲ) : ମୃତଦେହ ଉଦ୍ଧାର । ଅନୁଗୋଳ କିଶୋରନଗର ଥାନା ସାହାଜ ବାଳି ଗ୍ରାମର ସୁରତି ନାୟକ ଙ୍କ ଝୁଲନ୍ତା ଅବସ୍ଥାରେ ମୃତ ଦେହ ଉଦ୍ଧାର । ଗତ ୭ ଦିନ ହେବ ସୁରଥୀ ନିଖୋଜ ଥିଲେ । ନିଖୋଜ ନେଇ ପରିବାର ଲୋକେ ଥାନାରେ ଅଭିଯୋଗ କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳି ପାରିନଥିଲା । ଆଜି…
Read More...

ନାଳରେବୁଡି ଚାଲିଗଲା ଦୁଇ ଜୀବନ

(ଜଗନ୍ନାଥ ଅଗ୍ରୱାଲ): ଅନୁଗୁଳ ଜିଲ୍ଲା ଜରପଡା ଥାନା ଅନ୍ତର୍ଗତ ଲେମ୍ବୁତିଲା ଗାଁରେ ଘଟିଛି ଅଘଟଣ । ନାଳରେ ବୁଡି ଦୁଇ ଭଉଣୀ ମୃତ । ମୃତକ ହେଲେ ପିତାମ୍ବର ସାହୁଙ୍କ ଝିଅ ଝୁନୁ ଓ ରେଣୁ ବୋଲି ଜଣାପଡିଛି । ଏହି ଘଟଣା ସମ୍ପର୍କରେ ଖବର ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଚଳାଇଛି ।
Read More...

ଅନ୍ଧବିଶ୍ୱାସ ପାଇଁ ଚାଲିଗଲା ଜୀବନ

(ଜଗନ୍ନାଥ ଅଗ୍ରୱାଲ) : ଛେଣ୍ଡିପଦା ସାପକାମୁଡ଼ାରେ ଗୁରୁତର ମହିଳାଙ୍କୁ ମୃତ ଘୋଷଣା କଲେ ଡାକ୍ତର । ହେଲେ ଅନ୍ଧବିଶ୍ୱାସ କବଳରେ ଛନ୍ଦି ହୋଇଥିବା ମୃତା ମହିଳାଙ୍କ ପରିବାର ବିଶ୍ୱାସକୁ ନେଇ ନଥିଲେ ଡାକ୍ତରଙ୍କ କଥା। ସାପକାମୁଡ଼ା ପରେ ଡାକ୍ତରଖାନା ଆଣିବା ପରିବର୍ତ୍ତେ ପ୍ରଥମେ ଝଡାଫୁଙ୍କାର…
Read More...