ଅନଗୁଳ ଜିଲ୍ଲାକୁ ଛୁଇଁଲା କୋରୋନା
(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ରାଜ୍ୟରେ କୋରୋନା ସଂକ୍ରମଣ ବଢୁଛି । ଗୋଟିଏ ପରେ ଗୋଟିଏ ଜିଲ୍ଲାକ୍ୁ ସଂକ୍ରମିତ ହେଉଛି କୋରୋନା ଭୂତାଣୁ । ଆଜି ପୁଣି ରାଜ୍ୟରେ ଏକାଥରକେ ୫୮ ଜଣ କୋରୋନା ପଜେଟିଭ ଚିହ୍ନଟ ହୋଇଛି । ସେଥିରେ ଅନୁଗୁଳ ଜିଲ୍ଲାରୁ ୧୩ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛି । ଆକ୍ରାନ୍ତଙ୍କ…
Read More...
Read More...