Browsing Tag

Angul

ଜମି ବିବାଦକୁ ନେଇ ହଣାକଟା; ଜଣେ ମୃତ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର) : ଜମିବାଡ଼ି ବିବାଦରୁ ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ତଥା ରେଙ୍ଗାଳି ଥାନା ଅନ୍ତର୍ଗତ ସଂସାମରା ଗ୍ରାମରେ ଦୁଇ ପରିବାର ମଧ୍ୟରେ ସଂଘର୍ଷ ହୋଇଛି। ଏଥିରେ ଉଭୟ ପକ୍ଷରୁ ୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ଗତକାଲି ଜଣକର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ…
Read More...

ଉପମୁଖ୍ୟମନ୍ତ୍ରୀ ପବିତ୍ର ପ୍ରଧାନଙ୍କ ୩୪ତମ ଶ୍ରାଦ୍ଧ ଦିବସ ପାଳନ

ଅନୁଗୋଳ(ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲାର ଅଗ୍ରଣୀ ସାମାଜିକ ଅନୁଷ୍ଠାନ 'ଆମ ପ୍ରତିଭା ଆମ ପରିଚୟ' ଆନୁକୂଲ୍ୟରେ ଗଡଜାତ ଆନ୍ଦୋଳନର ମୁଖ୍ୟ ପୁରୋଧା ଆଜନ୍ମ ବିପ୍ଲବୀ ତଥା ପୂର୍ବତନ ଉପ ମୁଖ୍ୟମନ୍ତ୍ରୀ ସ୍ବର୍ଗତ ପବିତ୍ର ମୋହନ ପ୍ରଧାନଙ୍କ ୩୪ତମ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି। ତାଳଚେର…
Read More...

ଆବାସ ଯୋଜନା କୁଡିଆ ଫଳକକୁ ନେଇ ବିଜେପି ଯୁବମୋର୍ଚ୍ଚାଙ୍କ ବିରୋଧ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ପ୍ରଶାସନ ପକ୍ଷରୁ କେନ୍ଦ୍ର ସରକାରଙ୍କ ଯୋଜନାରେ ନିର୍ମାଣ ହୋଇଥିବା ପ୍ରଧାନମନ୍ତ୍ରୀ ଆବାସ ଘେରରେ ବିଜୁ କୁଡ଼ିଆ ଫଳକ ମାରିବା ବେଳେ ବିଜେପି ଯୁବମୋର୍ଚ୍ଚା ଶନିବାର ବିରୋଧ କରିବା ସହ ଫଳକକୁ ଭାଙ୍ଗି ପ୍ରତିବାଦ ଜଣାଇଛି । କେନ୍ଦ୍ର…
Read More...

ପୋଲିସ ଭ୍ୟାନ ଧକ୍କାରେ ଜଣେ ଗୁରୁତର

ଅନୁଗୁଳ(ଜ୍ୟୋତିରଞ୍ଜନ ଧର): ଅନୁଗୋଳ ଜିଲ୍ଲା କଣିହାଁ ପୋଲିସ ପିସିଆର ଗାଡି ଧକ୍କାରେ ଶନିବାର ଜୈନେକ ସ୍କୁଟି ଚାଳକ ଗୁରୁତର ହୋଇଥିବା ଜଣାପଡିଛି ।ଗୁରୁତର ଜଣଙ୍କ ବଡ଼ଗୁଣ୍ଡରୀ ପଞ୍ଚାୟତ ଯୋରାଡଙ୍ଗା ଗାଁର ରାମଚନ୍ଦ୍ର ସାହୁ (୫0) ବୋଲି ଜଣାପଡିଛି। ରାମଚନ୍ଦ୍ର ନଜି ସ୍କୁଟି ସାହାଯ୍ୟରେ ଘରୁ…
Read More...

ଆରମ୍ଭ ହେଲା Mango on Wheel କାର୍ଯ୍ୟକ୍ରମ, ସୁଆଦିଆ ଆମ୍ୱ ସୁଲଭ ଦରରେ ପ୍ରତି ଗାଁରେ ମିଳିବ

(ଅନୁଗୁଳ) : ଆରମ୍ଭ ହେଲା Mango on Wheel କାର୍ଯ୍ୟକ୍ରମ । ରଜ ସାବିତ୍ରୀକୁ ଦୃଷ୍ଟିରେ ରଖି ଅନୁଗୁଳ ପ୍ରଶାସନ ଆରମ୍ଭ ପକ୍ଷରୁ ଆରମ୍ଭ ହୋଇଛି Mango on Wheel କାର୍ଯ୍ୟକ୍ରମ । ଏହି କାର୍ଯ୍ୟକ୍ରମ ଆଜିଠାରୁ ଆରମ୍ଭ ହୋଇ ଜୁନ୍ ୧୫ ତାରିଖ ଚାଲିବ । ଭଳିକି ଭଳି ସୁଆଦିଆ ଆମ୍ୱ ସୁଲଭ ଦରରେ ପ୍ରତି…
Read More...

କରୋନାରେ ପ୍ରାଣ ହରାଇଲେ ଅନୁଗୋଳର ଫାର୍ମାସିଷ୍ଟ

ଅନୁଗୁଳ(ଜ୍ୟୋତିରଞ୍ଜନ ଧର) : ଅନୁଗୁଳ ଜିଲ୍ଲା ଛେଣ୍ଡିପଦା ବ୍ଲକ ପାତ୍ରପଡା ପଞ୍ଚାୟତ ଗଡମଣ୍ଡଳ ସ୍ୱାସ୍ଥ୍ୟକେନ୍ଦ୍ର ଫାର୍ମାସିଷ୍ଟ କୈଳାସ ଚନ୍ଦ୍ର ମାଝୀ(୩୮)ଙ୍କ କରୋନାରେ ସଂକ୍ରମିତ ହୋଇ ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ ହୋଇଛି। ଶ୍ରୀ ମାଝୀ ଗତ ୧୮ ଦିନ ପୁର୍ବରୁ ରୋଗୀସେବାରୁ ସଂକ୍ରମିତ…
Read More...

ବିଜେପିର ମିଶ୍ରଣପର୍ବରେ ବିଜେଡ଼ିକୁ ନେଇ ଅସନ୍ତୋଷ ପ୍ରକାଶ କଲେ ପାଲଲହଡା ଅଞ୍ଚଳବାସୀ

କଣିହାଁ/ଜ୍ୟୋତିରଂଜନ ଧର : ଅନୁଗୋଳ ଜିଲ୍ଲା କଣିହାଁ ବ୍ଲକ୍ ତାଳପଦା ପଂଚାୟତ ବିଜେପି ପକ୍ଷରୁ ଆଜି ଏକ ମିଶ୍ରଣପର୍ବ ଅବସରରେ ଏକ ବନ୍ଧୁମିଳନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ବିଜେପି ଏସ୍ସି ମୋର୍ଚ୍ଚାର ରାଜ୍ୟସ୍ତରୀୟ ତଥା ବରିଷ୍ଠ ବିଜେପି ନେତା ଅଖିଳ ଭାରତୀୟ ଚନ୍ଦନ…
Read More...

ଲାଞ୍ଚ ମାଗି ହୀନସ୍ତା ହେଲେ ଥାନା ଅଧିକାରୀ

(ରିପୋର୍ଟରସ ଟୁଡେ, ଅନୁଗୁଳ): ଲାଞ୍ଚ ମାଗି ହୀନସ୍ତା ହେଲେ ଥାନା ଅଧିକାରୀ । ଘରୋଇ କଳିକୁ ସମାଧାନ କରିବାକୁ ଯାଇ ଲାଞ୍ଚ ମାଗିଥିଲେ ଥାନା ବାବୁ । ଅଭିଯୋଗ ଆସିବାପରେ ଥାନା ଅଧିକାରୀ ନିଲମ୍ବିତ ହୋଇଛନ୍ତି । ଏହି ଘଟଣା ଦେଖିବାକୁ ମିଳିଛି ଅନୁୂଗୁଳ ଜିଲ୍ଲା ରେଙ୍ଗାଲି ଅଞ୍ଚଳରେ ।…
Read More...

ଓଡିଶା ଷ୍ଟେଜ-୩ ପାଦଦେଶରେ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଓଡିଶା କୋରୋନା ଷ୍ଟେଜ-୩ ଆଡକୁ ଗତି କରୁଛି । ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବଢିବା ପରେ ଏମିତି ଆଶଙ୍କା ପ୍ରକାଶ କରିଛନ୍ତି ସ୍ୱାସ୍ଥ୍ୟ ବିଭାଗର ମୁଖପାତ୍ର ଡାକ୍ତର ଜୟନ୍ତ ପଣ୍ଡା । ତେବେ କରୋନା ମହାମାରୀକୁ ନେଇ ଭୟଭୀତ ହେବାର କୌଣସି କାରଣ ନାହିଁ ।…
Read More...

ଅନଗୁଳ ଜିଲ୍ଲାକୁ ରେଡ ଜୋନ ଘୋଷଣା କଲେ ଜିଲ୍ଲାପାଳ

(ରିପୋଟର୍ସ ଟୁଡେ/ଭୁବନେଶ୍ୱର): ଅନଗୁଳ ଜିଲ୍ଲାକୁ ରେଡ ଜୋନ ଘୋଷଣା କରିଛନ୍ତି ଜିଲ୍ଲାପାଳ । ରାଜ୍ୟରେ ଆଜି ଏକାଥରରେ ୫୮ଟି କୋରୋନା ପଜେଟିଭ ଚିହ୍ନଟ ହୋଇଥିଲା । ସେଥିରୁ କେବଳ ୧୩ ଜଣ ଅନଗୁଳ ଜିଲ୍ଲାରୁ ଚିହ୍ନଟ ହୋଇଥିଲା । ୧୧ ଜଣ ସୁରତରୁ ଫେରିଥିବା ବେଳେ ଜଣେ ମହାରାଷ୍ଟ୍ର ଓ ଅନ୍ୟ ଜଣେ…
Read More...