ତେଜରାତି ଦୋକାନରୁ କଫ ସିରପ ଜବତ, ଜଣେ ଗିରଫ
ଅନୁଗୁଳ (ଜ୍ୟୋତିରଞ୍ଜନ ଧର): ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ ଗଦାସିଳା ଗାଁର ଏକ ତେଜରାତି ଦୋକାନରେ ଚଢାଉ କରିଛି ପୋଲିସ । ବେଆଇନ ଭାବରେ କୋଡିନ ମିଶ୍ରିତ କଫ ସିରପ ବିକ୍ରି ହେଉଥିବାର ଖବର ପାଇ ଦୋକାନରେ ଚଢାଉ କରିଥିଲା ପୋଲିସ । ଏହି ଚଢାଉରେ ୮୦ ବୋତଲ କଫ ସିରପ ସହିତ ଏକ ବ୍ୟାଗ୍, ଏକ…
Read More...
Read More...