ଅନୁଗୋଳ ଯିବେ ମୁଖ୍ୟମନ୍ତ୍ରୀ
ତାଳଚେର: ଶନିବାର ଅନୁଗୋଳ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ । ଶନିବାର ଅନୁଗୋଳରେ ପହଞ୍ଚି BSKY କାର୍ଡ ବାଣ୍ଟିବାର ରହିଛି କାର୍ଯ୍ୟକ୍ରମ । ଜିଲ୍ଲାର ମୋଟ ୨ ଲକ୍ଷ ୭୭ ହଜାର ହିତାଧିକାରୀ ପାଇବେ କାର୍ଡ ।
ଶନିବାର ଦିନ ୧୧.୩୦ରେ ଅନୁଗୋଳ ଷ୍ଟାଡିୟମରେ ପହଞ୍ଚିବେ ମୁଖ୍ୟମନ୍ତ୍ରୀ । ଷ୍ଟେଜରେ…
Read More...
Read More...