Browsing Tag

Andhrapradesh

ଲୋକସଭାରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ସଂଶୋଧନ ବିଲ୍‌ ଆଗତ, ଅମରାବତୀକୁ ରାଜଧାନୀ ମାନ୍ୟତା ପ୍ରସ୍ତାବ

New Delhi: ଲୋକସଭାରେ ଆନ୍ଧ୍ର ପ୍ରଦେଶ ପୁନର୍ଗଠନ ସଂଶୋଧନ ବିଲ୍‌ ଆଗତ ହୋଇଛି, ଯାହାରେ ଅମରାବତୀକୁ ରାଜ୍ୟର ରାଜଧାନୀ ଭାବେ ଆଇନଗତ ମାନ୍ୟତା ଦେବା ପାଇଁ ବିଧିବଦ୍ଧ ପ୍ରସ୍ତାବ ରହିଛି। ଏହି ବିଲ୍‌ ପାସ୍‌ ହେଲେ ଅମରାବତୀର ରାଜଧାନୀ ସ୍ଥାନ ସ୍ପଷ୍ଟ ହେବ। ଏହି ପଦକ୍ଷେପ ଆନ୍ଧ୍ର ପ୍ରଦେଶର…
Read More...

ଗଜପତିରେ ବାଘ ଆତଙ୍କ

ଗଜପତି ଜିଲ୍ଲାରେ ଏବେ ଦେଖା ଦେଇଛି ୨ଟି ବାଘର ଆତଙ୍କ । ପାରଳାଖେମୁଣ୍ଡି ସହିତ ସଂଲଗ୍ନବର୍ତ୍ତୀ ଆନ୍ଧ୍ରର ଗାଁରେ ଗତକାଲି ବିଳମ୍ବିତ ରାତିରୁ ଏକ ମହାବଳ ବାଘ ବୁଲୁଥିବା ଦେଖିବାକୁ ମିଳିଛି । ବର୍ତ୍ତମାନ ରାୟଗଡ ବ୍ଲକ କୁମୁଳିସିଂ ଗାଁରେ ବାଘ ଆଉ ଏକ ଗାଈ ମାରି ଖାଇଛି । ପାରଳାଖେମୁଣ୍ଡି ଆଖପାଖ…
Read More...

ଆନ୍ଧ୍ର ମୁହାଁ ଓଡିଆ ପିଲା

ଆନ୍ଧ୍ର ଓ ଓଡିଶା ସୀମାନ୍ତରେ ବିଦ୍ୟାଳୟ ଗୁଡିକ ବହୁ ବର୍ଷ ହେଲାଣି ବନ୍ଦ ହୋଇ ରହିଛି । ବିଦ୍ୟାଳୟ ବନ୍ଦ ରହିବା କାରଣରୁ ଭାଙ୍ଗିରୁଜି ଯାଇ ଭୂତ କୋଠି ପଲଟିଗଲାଣି । ଛାତ୍ରଛାତ୍ରୀଙ୍କ ସଂଖ୍ୟା କମ ରହିଛି କହି ଏହି ବିଦ୍ୟାଳୟ ଗୁଡ଼ିକୁ ବନ୍ଦ କରିଦିଆଯାଇଛି । ବର୍ତମାନ ଏହି ଅଚଂଳରେ ପିଲାଙ୍କ…
Read More...

ଆନ୍ଧ୍ରପ୍ରଦେଶର ସପିଂ ମଲ୍ ରେ ଭୟାବହ ଅଗ୍ନିକାଣ୍ଡ

ଆନ୍ଧ୍ରପ୍ରଦେଶ: ସପିଂ ମଲ୍ ରେ ଭୟାବହ ଅଗ୍ନିକାଣ୍ଡ । ଏଭଳି ଅଗ୍ନିକାଣ୍ଡ ଘଟିଛି ଆନ୍ଧ୍ରପ୍ରଦେଶର ଶ୍ରୀକାକୁଲମ ଜିଲ୍ଲାରେ । ଦ୍ୟୁତିକ ସର୍ଟ ସର୍କିଟ ଯୋଗୁଁ ମଲ୍ ରେ ନିଆଁ ଲାଗିଥିଲା । ଏଥିରେ ମଲ୍ ରେ ଥିବା ସମସ୍ତ ସାମଗ୍ରୀରେ ନିଆଁ ଲାଗି ସାମଗ୍ରୀ ନଷ୍ଟ ହୋଇଥିବାବେଳେ ଖବର ପାଇ ଅଗ୍ନିଶମ…
Read More...

ଆନ୍ଧ୍ରପ୍ରଦେଶ ଆନାକାପଲ୍ଲୀର ଫାର୍ମା ଫ୍ୟାକ୍ଟ୍ରିରେ ଭୟଙ୍କର ଅଗ୍ନିକାଣ୍ଡ, ୫ ମୃତ, ୬ ଆହତ

ଆନ୍ଧ୍ରପ୍ରଦେଶ: ଆନ୍ଧ୍ରପ୍ରଦେଶର ଆନାକାପଲ୍ଲୀ ଅଞ୍ଚଳରେ ଥିବା ଏକ ଫାର୍ମା ଫ୍ୟାକ୍ଟ୍ରିରେ ବଡ଼ ଧରଣର ଅଗ୍ନିକାଣ୍ଡ ଘଟିଛି । ଏହି ଅଘଟଣରେ ୫ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୬ଜଣ କର୍ମଚାରୀ ଆହତ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୨ ଜଣଙ୍କ ଅବସ୍ଥା ସଙ୍କଟାପର୍ଣ୍ଣ ରହିଛି । ଘଟଣାସ୍ଥଳରେ ପହଞ୍ଚିବା…
Read More...

ବାଣ କାରଖାନାରେ ବିସ୍ଫୋରଣ– ଶାଶୂ ,ବୋହୂ ଓ ନାତି ମୃତ

(ଶୁଭସ୍ମିତା ଦାସ) : ଶନିବାର ଆନ୍ଧ୍ରପ୍ରଦେଶରେ ରାଜାମହେନ୍ଦ୍ରବରମ୍ ଠାରେ ଏକ ବେଆଇନ ବାଣ କାରଖାନାରେ ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ଗୋଟିଏ ପରିବାର ତିନି ଜଣ ସଦସ୍ୟ ପୋଡ଼ି ହୋଇ ପ୍ରାଣ ହରାଇଛନ୍ତି । ସ୍ଥାନୀୟ ଚିକିତ୍ସା କେନ୍ଦ୍ରରେ ଚିକିତ୍ସିତ ହେବା ସମୟରେ ପ୍ରାଣ ହରାଇଥିଲେ ।…
Read More...