ଆସନ୍ତା କାଲି ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା
ଭୁବନେଶ୍ୱର: ଅସନ୍ତା ନିର୍ବାଚନ ପାଇଁ ସଜବାଜ ହେଉଛନ୍ତି ନେତା ଓ ମନ୍ତ୍ରୀ । ଏହାରି ଭିତରେ ଅସନ୍ତା କାଲି ଠାରୁ ବିଜେପି ବିଧିବଦ୍ଧ ଭାବେ ପ୍ରଚାର ଆରମ୍ଭ କରିବାକୁ ଯାଉଛି । ଏ ନେଇ ଆସନ୍ତା କାଲି ଓଡିଶା ଆସିବେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା ।
ସୂଚନା ଅନୁଯାୟୀ, ଆସନ୍ତା କାଲି ଅପରାହ୍ନ…
Read More...
Read More...