ସ୍ଥଗିତ ହେଲା ୧୭ରେ ହେବାକୁ ଥିବା ଅମିତ ଶାହାଙ୍କ କାର୍ଯ୍ୟକ୍ରମ
ଭୁବନେଶ୍ୱର: ୧୭ରେ ଓଡିଶା ଆସିବେନି ଅମିତ ଶାହା । ଆସନ୍ତା ୧୭ରେ ହେବାକୁ ଥିବା ଅମିତ ଶାହାଙ୍କ କାର୍ଯ୍ୟକ୍ରମ ସ୍ଥଗିତ ହୋଇଛି । ଏନେ ନେଇ ବିଜେପି ସଂପାଦକ ପୃଥ୍ୱୀରାଜ ହରିଚନ୍ଦନଙ୍କ ସୂଚନା ଦେଇଛନ୍ତି । ଗୁଜୁରାଟକୁ ଆସୁଥବବା ବାତ୍ୟା ‘ ବିପର୍ଯ୍ୟୟ’ ପାଇଁ କାର୍ଯ୍ୟକ୍ରମ ସ୍ଥଗିତ ହୋଇଥିବା…
Read More...
Read More...