ଭାରତକୁ ଟ୍ରମ୍ପଙ୍କ ନାଲିଆଖି, ଲଗେଇବ ୫୦୦% ଟାରିଫ୍
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଏକ ବିଲ୍ ମଞ୍ଜୁର କରିଛନ୍ତି, ଯାହା ରୁଷରୁ ତେଲ କିଣୁଥିବା ଦେଶମାନଙ୍କ ଉପରେ କଠୋର କଟକଣା ଲଗାଇବ। ଏହା ପରେ ଭାରତ ଏବଂ ଚୀନ୍ ଉପରେ ଆମେରିକା ଶୁଳ୍କ ଉଲ୍ଲେଖନୀୟ ଭାବରେ ବୃଦ୍ଧି ପାଇପାରେ, କିଛି କ୍ଷେତ୍ରରେ ୫୦୦% ପର୍ଯ୍ୟନ୍ତ…
Read More...
Read More...