Browsing Tag

ambedkar jayanti

ଦଳିତ ବିକାଶ ପରିଷଦ ପକ୍ଷରୁ ଆମ୍ବେଦକର ଜୟନ୍ତୀ ପାଳନ

ଜଗତସିଂହପୁର ସଦର ମହକୁମାରେ ଜିଲ୍ଲା ଦଳିତ ବିକାଶ ପରିଷଦ ପକ୍ଷରୁ ଭାରତ ରତ୍ନ ଡ. ବି. ଆର. ଆମ୍ବେଦକରଙ୍କ ୧୩୫ ତମ ଜନ୍ମଜୟନ୍ତୀ ଉତ୍ସାହ ଉଦ୍ଦୀପନା ସହ ପାଳନ କରାଯାଇଛି। ଏହି ଅବସରରେ ଦଳିତ ବିକାଶ ପରିଷଦ ସଭାପତି ଶଙ୍କର ଦାସଙ୍କ ନେତୃତ୍ୱରେ ଏକ ବିରାଟ ଶୋଭାଯାତ୍ରା ସିପି ଛକଠାରୁ ଆରମ୍ବ ହୋଇ…
Read More...

ଠାକୁରମୁଣ୍ଡାରେ ବାବା ସାହେବ ଆମ୍ବେଦକରଙ୍କ ଜନ୍ମ ଜୟନ୍ତି ଓ ବାଇକ୍ ଶୋଭାଯାତ୍ରା

ମୟୂରଭଞ୍ଜ ଜିଲ୍ଲାର ଠାକୁରମୁଣ୍ଡା ବ୍ଲକରେ ଭାରତର ସଂବିଧାନ ନିର୍ମାତା ବାବା ସାହେବ ଆମ୍ବେଦକରଙ୍କ ୧୩୫ତମ ଜନ୍ମ ଜୟନ୍ତୀ ଅବସରରେ ବାଇକ ଶୋଭାଯାତ୍ରା  ପରେ  ବ୍ଲକ  ସଭାଗୃହ ପରିସରରେ ଏକ ସଭା ପାଳିତ ହୋଇଯାଇଛି। ଆଦିବାସୀ ମିଳିତ ମଞ୍ଚ, ଠାକୁରମୁଣ୍ଡା ଦ୍ୱାରା ଆୟୋଜିତ ଏହି କାର୍ଯ୍ୟକ୍ରମରେ…
Read More...

ଦଶପଲ୍ଲାରେ ଡଃ ଆମ୍ବେଦକରଙ୍କ ଜୟନ୍ତୀ ଓ “ସମର ସତ୍ତା ଦିବସ” ପାଳିତ

ଭାରତୀୟ ସମ୍ବିଧାନର ପ୍ରଣେତା ତଥା ଦଳିତ ଜନନାୟକ ଡଃ ଭୀମରାଓ ଆମ୍ବେଦକରଙ୍କ ଜନ୍ମ ଜୟନ୍ତୀ ଅବସରରେ ଦଶପଲ୍ଲା ଏନଏସି ମଣ୍ଡଳ ପକ୍ଷରୁ “ସମର ସତ୍ତା ଦିବସ” ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନା ସହ ପାଳିତ ହୋଇଯାଇଛି। ଏହି ଉତ୍ସବରେ ସ୍ଥାନୀୟ ଜନପ୍ରତିନିଧି, ବିଭିନ୍ନ ଦଳୀୟ କର୍ମକର୍ତ୍ତା ଏବଂ ବହୁ…
Read More...