Browsing Tag

Amazon

ଅନଲାଇନ୍ ସପିଂ ସାଇଟରୁ ୫୫,୦୦୦ ଟଙ୍କିଆ ଫୋନ୍ ମଗାଇଥିଲେ, ଆସିଲା ଚା’ କପ୍

ମୁମ୍ବାଇ : ଅନଲାଇନ୍ ସପିଂ ସାଇଟରେ ପୁଣି ଠକେଇ ଅଭିଯୋଗ । ଦାମିକିଆ ଫୋନ୍ ମଗାଇଥିଲେ ଇଞ୍ଜିନିୟର, ହେଲେ ଘରେ ପାର୍ସଲ ଖୋଲିଲା ବେଳକୁ ବାହାରିଲା ଚା’ କପ୍ । ଏନେଇ ଅଭିଯୋଗ କରିବା ପରେ ତଦନ୍ତ ଆରମ୍ଭ କରିଛି ପୋଲିସ । ମୁମ୍ବାଇ ବିଦ୍ୟୁତ୍ ବିଭାଗରେ ଯନ୍ତ୍ରୀ ଭାବେ କାର୍ୟ୍ୟ କରୁଥିବା ଅମର ଚଭନ…
Read More...

ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ସିଇଓ ପଦ ଛାଡ଼ିଲେ

ନ୍ୟୁୟର୍କ : ଆମାଜନର ପ୍ରତିଷ୍ଠାତା ଜେଫ୍ ବେଜୋସ୍ ସିଇଓ ପଦ ଛାଡିଛନ୍ତି । ଏବଂ ନିଜର ଏହି ସିଇଓ ପଦ କୁ ଆଣ୍ଡି ଜେସିଙ୍କୁ ହସ୍ତାନ୍ତର କରିଛନ୍ତି । ଆମାଜନକୁ ୧.୭୫ ଟ୍ରିଲିୟନ୍ ଡଲାର ବିଶିଷ୍ଟ କମ୍ପାନୀରେ ପରିଣତ କରିଥିବା ଜେଫ ବେଜୋସ୍ ପାଖାପାଖି ୩ ଦଶନ୍ଧି ପରେ ସିଇଓ ପଦ ଛାଡିଛନ୍ତି ।…
Read More...

ଆରମ୍ଭ ହୋଇଯାଇଛି ଆମାଜନର ମହାସେଲ… ସ୍ମାଟ ର୍ ଟିଭିରେ ୫୦ ହଜାର ଟଙ୍କାର ରିହାତି…

(ସଂଜୁକ୍ତା): ଆରମ୍ଭ ହୋଇଯାଇଛି ଭାରତର ବଡ ଅନଲାଇନ କମ୍ପାନୀ ଆମାଜନର ମହାସେଲ । ସ୍ମାର୍ଟ ଟିଭି ଉପରେ ୫୦ ହଜାର ଟଙ୍କା ପଯ୍ୟ ର୍ନ୍ତ ମିଳିବ ରିହାତି । ଫେଷ୍ଟିଭ ସିଜିନରେ ଗ୍ରାହକମାନଙ୍କୁ ମହାସେଲର ଅଫର ଦେଉଛନ୍ତି । ବିଭି୍ନ୍ନ କମ୍ପାନୀ । ଫ୍ଲିପକାର୍ଟର ‘ଦ ବିଗ୍ ବିଲିୟନ୍ ଡେଜ୍’ ସେଲ୍…
Read More...