ଝାରପଡ଼ା ଜେଲ୍ରୁ ବାହାରିଲେ ଅମରେଶ ଜେନା, ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ
ଭୁବନେଶ୍ଵର: ଝାରପଡ଼ା ଜେଲ୍ରୁ ବାହାରିଲେ ଅମରେଶ ଜେନା । ହାଇକୋର୍ଟରୁ ଜାମିନ ମିଳିବା ପରେ ଜେଲ୍ରୁ ବାହାରିଲେ । ଦୁଷ୍କର୍ମ ମାମଲାରେ ଗିରଫ ହୋଇ ଜେଲ୍ ଯାଇଥିଲେ ଅମରେଶ ଜେନା । ସମର୍ଥକ ମାନେ ପାଛୋଟି ନେବା ବେଳେ ରଖିଲେ ପ୍ରତିକ୍ରିୟା । ସାମାଜିକ ଓ ରାଜନୈତିକ ହତ୍ୟା ପାଇଁ ଷଡ଼ଯନ୍ତ୍ର…
Read More...
Read More...